ଗୋପାଳ ଛୋଟରାୟ

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ

ଗୋପାଳ ଛୋଟରାୟ
Gopal Chhotray.jpg
ଜନ୍ମ ଓ ଜନ୍ମସ୍ଥାନ(1916-04-20)୨୦ ଅପ୍ରେଲ ୧୯୧୬
ପୁରୁଣାଗଡ଼, ଜଗତସିଂହପୁର[୧]
ମୃତ୍ୟୁ୨୨ ଜାନୁଆରୀ ୨୦୦୩(2003-01-22) (ବୟସ ୮୬) [୨]
ଭୁବନେଶ୍ୱର
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ
ସାହିତ୍ୟ କୃତିହାସ୍ୟରସର ନାଟକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ସନ୍ତାନଦେବଦାସ ଛୋଟରାୟ, କସ୍ତୁରୀ

ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬[୩] - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ ।[୪] ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ନାଟକ[ସମ୍ପାଦନା]

  • ଶ୍ରୀଗଣେଷ
  • ମହିଷମର୍ଦ୍ଦିନୀ
  • ଜନ୍ମାଷ୍ଟମୀ
  • ଶ୍ରୀଜଗନ୍ନାଥ
  • କପଟପାଶା
  • ଘରବରା ଦେଖା
  • ନ ପାହୁ ରାତି ନ ମରୁ ପତି
  • ଶ୍ରୀମତୀ ସମାର୍ଜନୀ
  • ଶ୍ରୀହରିଙ୍କ ସଂସାର
  • ପୂରାପୂରୀ ପାରିବାରିକ
  • ବିଭ୍ରାଟ
  • ଡାକ୍ତର ବାବୁ

ଏକାଙ୍କିକା[ସମ୍ପାଦନା]

  • ସହଧର୍ମିଣୀ (୧୯୪୧)
  • ପଞ୍ଚନାଟିକା (୧୯୯୩)
  • ନ ପାହୁ ରାତି (୧୯୭୧)
  • କପଟପଶା (୧୯୮୯)
  • ହାସ୍ୟରସର ନାଟକ (୧୯୮୧)
  • ବାବୁ ଚନ୍ଦ୍ରମଣି (୧୯୯୨)
  • ସେଇ ଫୁଲ [୫]
  • ଚନ୍ଦ୍ରମୁଖୀ(୧୯୯୩)

ଓଡ଼ିଆ କଥାଚିତ୍ରରେ ସଂଳାପ/କାହାଣୀ[ସମ୍ପାଦନା]

ଆତ୍ମଚରିତ[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

  • ଫେରିଆ [୭]
  • ଭରସା(୧୯୫୩)
  • ପରକଲମ(୧୯୫୪) [୮]
  • ଶଙ୍ଖା ସିନ୍ଦୁର(୧୯୫୫)
  • ଅର୍ଦ୍ଧାଙ୍ଗିନୀ(୧୯୫୬)
  • ନଷ୍ଟ ଉର୍ବଶୀ('ନଷ୍ଟ ଉର୍ବଶୀ'ର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଂଛନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ଼ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାହିଁ କାହାଣୀର ଉପଜୀବ୍ୟ । ନାଟ୍ୟକାର ନାଟକକୁ ତିନୋଟି ଅଙ୍କରେ ବିଭକ୍ତ କରିଛନ୍ତି । ପ୍ରଥମ ଅଙ୍କ ୫ଟି ଦୃଶ୍ୟ, ୨ୟ ଅଙ୍କ ୭ଟି ଦୃଶ୍ୟ, ୩ୟ ଅଙ୍କ ୧୧ଟି ଦୃଶ୍ୟ ସମ୍ବଳିତ ।)

ପଦ ଓ ସମ୍ମାନ[ସମ୍ପାଦନା]

ପଦ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Gopal Chhotray". odisha.360.batoi.com. Retrieved 8 January 2013. Gopal Chhotray was born on 1916 in Puranagarh village, Jagatsinghpur district.
  2. Patnaik, Prasanta (2008). "Flower that vanishes with the Author". odisha.in. Retrieved 13 September 2015. Mausa left for his heavenly abode on 22nd January, 2003
  3. "ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି". ସକାଳ. Archived from the original on 22 January 2021. Retrieved 22 January 2021.
  4. http://www.loc.gov/acq/ovop/delhi/salrp/chhotray.html
  5. LCCN: 90902198, ଗ୍ରନ୍ଥମନ୍ଦିର, ୧୯୮୯, କଟକ
  6. "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟାନ ମେ'୧୮-ଜୁନ ୧୦,୨୦୧୬ ପୃଷ୍ଠା ୭. Retrieved 31 May 2016.
  7. LCCN: 2001291559 , ଗ୍ରନ୍ଥମନ୍ଦିର, ୧୯୮୯, କଟକ (ମୂଳ ଲେଖା ୧୯୪୭)
  8. ଜନଶକ୍ତି ପୁସ୍ତକାଳୟ, ୧୯୮୪, କଟକ
  9. "Padma Awards". General Administration, Govt. of Odisha. Retrieved 13 September 2015.
  10. "The Hindu : Gangubai Hangal, Yesudas, Borde among awardees". hindu.com. 2002. Retrieved 8 January 2013. Gopal Chhotray (literature, playwright, Jagatisinghpur, Orissa)
  11. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 22 January 2021.
  12. ଶାରଳା ପୁରସ୍କାର ବିଜେତାଙ୍କ ତାଲିକା
  13. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 22 January 2021.