ଶରତ ଚନ୍ଦ୍ର ପ୍ରଧାନ

ଉଇକିପିଡ଼ିଆ ରୁ
Jump to navigation Jump to search
ଶରତ ଚନ୍ଦ୍ର ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନ୧୯୩୪
ଜୀବିକାଅଧ୍ୟାପନା

ଶରତ ଚନ୍ଦ୍ର ପ୍ରଧାନ (ଜନ୍ମ:୧୯୩୪) ଓଡ଼ିଆ କବି ଓ ପ୍ରାବନ୍ଧିକ । ବୃତ୍ତିରେ ସେ ଜଣେ ଅଧ୍ୟାପକ । ତାଙ୍କ ରଚନାରେ ଲୋକ ସଂସ୍କୃତିର ଆଭା ପ୍ରକଟିତ ହୋଇଥାଏ ।[୧]

ରଚନାବଳୀ[ସମ୍ପାଦନା]

  • ଅସ୍ଥିର ପାଦ[୨]
  • କାବ୍ୟଧାରା ଓ କବିମାନସ - ୧୯୭୬(ଫ୍ରେଣ୍ଡସ ପବ୍ଲିଶର୍ସ)
  • ନୀଳକଣ୍ଠ ଚୟନିକ - ୨୦୦୬(କେନ୍ଦ୍ର ସାହିତ୍ୟ ଏକାଡେମୀ)
  • ମଧୁସୃଷ୍ଟି ଅମୂର୍ତ୍ତ ଦୃଷ୍ଟି - ୧୯୮୩
  • ସାହିତ୍ୟ ସଙ୍ଗମ - ୧୯୮୧(ବୁକ୍ସ ଆଣ୍ଡ ବୁକ୍ସ)
  • ଅଭୟ ଭୟ - ୧୯୯୪(ଆର୍ଯ୍ୟ ପ୍ରକାଶନୀ)
  • ଅଦୃଶ୍ୟ ଡଗର - ୨୦୧୨(ବିଜୟିନୀ ପବ୍ଲିକେଶନ୍ସ୍)
  • ବଗିଚାର ଦୃଶ୍ୟ - ୨୦୦୧(ଆର୍ଯ୍ୟ ପ୍ରକାଶନ)
  • ବତ୍ରିଶ ସିଂହାସନ - ୧୯୯୮(ଆର୍ଯ୍ୟ ପ୍ରକାଶନ)
  • ଇନ୍ଦ୍ରଧନୁର ଭାଷା - ୨୦୦୯(ବିଜୟିନୀ ପବ୍ଲିକେଶନ୍ସ୍)
  • ଶରତ ସଂଭାର - ୨୦୦୬(ଶବ୍ଦପ୍ରତିମା)
  • ସାଂପ୍ରତିକ କବିତାର କୁଳ ଓ ଶୀଳ - ୨୦୦୭(ଶବ୍ଦପ୍ରତିମା)[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସାହିତ୍ୟ ଭାରତୀ ସମ୍ମାନ - ୨୦୧୯(ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୪]

ଆଧାର[ସମ୍ପାଦନା]

  1. Folk Culture. Institute of Oriental and Orissan Studies. 1983*. Check date values in: |date= (help)
  2. Indian Literature. Sähitya Akademi. 1987.
  3. "National Library of India online catalog". http://opac.nationallibrary.gov.in. National Library of India. Retrieved 18 March 2019. External link in |website= (help)
  4. "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା" (ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨). ସମ୍ବାଦ. Retrieved 18 March 2019.