ଶରତ ଚନ୍ଦ୍ର ପ୍ରଧାନ
Jump to navigation
Jump to search
ଶରତ ଚନ୍ଦ୍ର ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୪ |
ଜୀବିକା | ଅଧ୍ୟାପନା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪ |
ଶରତ ଚନ୍ଦ୍ର ପ୍ରଧାନ (ଜନ୍ମ:୧୯୩୪) ଓଡ଼ିଆ କବି ଓ ପ୍ରାବନ୍ଧିକ । ବୃତ୍ତିରେ ସେ ଜଣେ ଅଧ୍ୟାପକ । ତାଙ୍କ ରଚନାରେ ଲୋକ ସଂସ୍କୃତିର ଆଭା ପ୍ରକଟିତ ହୋଇଥାଏ ।[୧]
ରଚନାବଳୀ[ସମ୍ପାଦନା]
- ଅସ୍ଥିର ପାଦ[୨]
- କାବ୍ୟଧାରା ଓ କବିମାନସ - ୧୯୭୬(ଫ୍ରେଣ୍ଡସ ପବ୍ଲିଶର୍ସ)
- ନୀଳକଣ୍ଠ ଚୟନିକ - ୨୦୦୬(କେନ୍ଦ୍ର ସାହିତ୍ୟ ଏକାଡେମୀ)
- ମଧୁସୃଷ୍ଟି ଅମୂର୍ତ୍ତ ଦୃଷ୍ଟି - ୧୯୮୩
- ସାହିତ୍ୟ ସଙ୍ଗମ - ୧୯୮୧ (ବୁକ୍ସ ଆଣ୍ଡ ବୁକ୍ସ)
- ଅଭୟ ଭୟ - ୧୯୯୪ (ଆର୍ଯ୍ୟ ପ୍ରକାଶନୀ)
- ଅଦୃଶ୍ୟ ଡଗର - ୨୦୧୨ (ବିଜୟିନୀ ପବ୍ଲିକେଶନ୍ସ୍)
- ବଗିଚାର ଦୃଶ୍ୟ - ୨୦୦୧ (ଆର୍ଯ୍ୟ ପ୍ରକାଶନ)
- ବତ୍ରିଶ ସିଂହାସନ - ୧୯୯୮ (ଆର୍ଯ୍ୟ ପ୍ରକାଶନ)
- ଇନ୍ଦ୍ରଧନୁର ଭାଷା - ୨୦୦୯ (ବିଜୟିନୀ ପବ୍ଲିକେଶନ୍ସ୍)
- ଶରତ ସଂଭାର - ୨୦୦୬ (ଶବ୍ଦପ୍ରତିମା)
- ସାଂପ୍ରତିକ କବିତାର କୁଳ ଓ ଶୀଳ - ୨୦୦୭(ଶବ୍ଦପ୍ରତିମା)[୩]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା), ୧୯୯୪[୪]
- ସାହିତ୍ୟ ଭାରତୀ ସମ୍ମାନ - ୨୦୧୯ (ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୫]
- ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୧ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର[ସମ୍ପାଦନା]
- ↑ Folk Culture. Institute of Oriental and Orissan Studies. 1983*.
- ↑ Indian Literature. Sähitya Akademi. 1987.
- ↑ "National Library of India online catalog". opac.nationallibrary.gov.in. National Library of India. Retrieved 18 March 2019.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 January 2021.
- ↑ "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା" (ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨). ସମ୍ବାଦ. Retrieved 18 March 2019.