ମମତାମୟୀ ଚୌଧୁରୀ
ମମତାମୟୀ ଚୌଧୁରୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୭୦ ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ଜୀବନସାଥି | ଅନୀଲ କୁମାର ପାଢ଼ୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ମମତାମୟୀ ଚୌଧୁରୀ, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ[୧] ସାହିତ୍ୟିକା ।[୨] ସେ କବିତା, ଗଳ୍ପ ଓ ଉପନ୍ୟାସ ଆଦି ଲେଖନ୍ତି ।[୩][୪]
ମମତାମୟୀ, ୧୯୭୦ ମସିହାରେ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ[ସମ୍ପାଦନା]
କବିତାଗ୍ରନ୍ଥ[ସମ୍ପାଦନା]
- ଅର୍ଦ୍ଧେକ ଜୀବନ
- ଧୂଆଁର ଜ୍ୟାମିତି
- ପକ୍ଷିଣୀ
ଗଳ୍ପଗ୍ରନ୍ଥ[ସମ୍ପାଦନା]
- ଭୋକର ରଙ୍ଗ ସାଦା
- ଶତାବ୍ଦୀର ନୀଳପକ୍ଷୀ
- ବଜାର
- ଛିନ୍ନମସ୍ତା
- ନିବିଡ଼ ନିର୍ଜନତା
ଉପନ୍ୟାସ[ସମ୍ପାଦନା]
- ବୈଶ୍ରାବଣୀ
- ସାରାଂଶ
- ଦିଗବଳୟ ଏଠି ନୁହେଁ[୫]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୦(ବୈଶ୍ରାବଣୀ ପାଇଁ)[୬]
- ଟାଇମପାସ ବୁକର ପୁରସ୍କାର - ୨୦୦୯(ବଜାର ପାଇଁ)[୭]
ଆଧାର[ସମ୍ପାଦନା]
- ↑ http://www.orissadiary.com/CurrentNews.asp?id=38606
- ↑ Indian Literature. Sahitya Akademi. 2006.
- ↑ http://www.thehindu.com/todays-paper/tp-national/tp-otherstates/book-fair-panel-announces-annual-awards/article1457139.ece
- ↑ http://www.newindianexpress.com/magazine/voices/article272956.ece
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃୟାରୀ ୨୦-ମାର୍ଚ୍ଚ ୪ ପୃଷ୍ଠା ୨. Retrieved 3 March 2016.
- ↑ http://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
- ↑ http://www.thehindu.com/todays-paper/tp-national/tp-otherstates/literary-awards-presented/article743670.ece