ମମତାମୟୀ ଚୌଧୁରୀ

ଉଇକିପିଡ଼ିଆ ରୁ
Jump to navigation Jump to search
ମମତାମୟୀ ଚୌଧୁରୀ
ଜନ୍ମ ଓ ଜନ୍ମସ୍ଥାନ ୧୯୭୦
ଭୁବନେଶ୍ବର
ଜାତୀୟତା ଭାରତୀୟ
ଜୀବନସାଥି ଅନୀଲ କୁମାର ପାଢ଼ୀ
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ମମତାମୟୀ ଚୌଧୁରୀ, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ[୧] ସାହିତ୍ୟିକା ।[୨] ସେ କବିତା, ଗଳ୍ପ ଓ ଉପନ୍ୟାସ ଆଦି ଲେଖନ୍ତି ।[୩][୪]

ମମତାମୟୀ, ୧୯୭୦ ମସିହାରେ ଭୁବନେଶ୍ବରଠାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

କବିତାଗ୍ରନ୍ଥ[ସମ୍ପାଦନା]

  • ଅର୍ଦ୍ଧେକ ଜୀବନ
  • ଧୂଆଁର ଜ୍ୟାମିତି
  • ପକ୍ଷିଣୀ

ଗଳ୍ପଗ୍ରନ୍ଥ[ସମ୍ପାଦନା]

  • ଭୋକର ରଙ୍ଗ ସାଦା
  • ଶତାବ୍ଦୀର ନୀଳପକ୍ଷୀ
  • ବଜାର
  • ଛିନ୍ନମସ୍ତା
  • ନିବିଡ଼ ନିର୍ଜନତା

ଉପନ୍ୟାସ[ସମ୍ପାଦନା]

  • ବୈଶ୍ରାବଣୀ
  • ସାରାଂଶ
  • ଦିଗବଳୟ ଏଠି ନୁହେଁ[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୦(ବୈଶ୍ରାବଣୀ ପାଇଁ)[୬]
  • ଟାଇମପାସ ବୁକର ପୁରସ୍କାର - ୨୦୦୯(ବଜାର ପାଇଁ)[୭]

ଆଧାର[ସମ୍ପାଦନା]