ଅଭୟ ବାରିକ
ଅଭୟ ବାରିକ | |
---|---|
ଜାତୀୟତା | ଭାରତୀୟ |
ନାଗରିକତା | ![]() |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ |
ଅଭୟ ବାରିକ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ । ୨୦୧୪ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ମହାଗାନ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]
ରଚନାବଳୀ[ସମ୍ପାଦନା]
- ମହାଗାନ[୨]
- ଭିନ୍ନ ଇଲାକା ଭିନ୍ନ କଥା -୧୯୯୧(ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଚିତ୍ରାବତୀକୁ ରାସ୍ତା -୨୦୧୧(ଶଶିପ୍ରଭା ସାମନ୍ତରାୟ)
- ନଈ ଆଡ଼କୁ - ୨୦୦୬(ଶ୍ରଦ୍ଧା ପ୍ରକାଶନ)
- ସନ୍ଧିସର୍ଗ - ୨୦୦୦( ଲାର୍କ ବୁକ୍ସ)
- ଆମର ବିମର୍ଷ ଭାଗ୍ୟ ୧୯୯୭(ଲାର୍କ ବୁକ୍ସ)
- ଆଧାରଶିଳା -୧୯୯୭(ବିଦ୍ୟାପୁରୀ)
- ବାରକଥା - ୨୦୧୨(କାଳୀପଦ)
- ଦ୍ରାବିଡ ମୃତ୍ତିକା - ୨୦୦୦(ଆର୍ଯ୍ୟ ପ୍ରକାଶନ)
- ପ୍ରଶ୍ନକାଳ - ୨୦୧୩(ଦିବ୍ୟଦୂତ)
- ସତ ମାଙ୍କଡ କଥା - ୨୦୦୬(ଜଗନ୍ନାଥ ଲାମିନେଟର)
- ଆଖିରେ ଆଖିରେ ସମୁଦ୍ର - ୧୯୯୬ (ଓଡ଼ିଶା ବୁକ ଷ୍ଟୋର)[୩]
- ଆଧୁନିକ କାୟା କଳ୍ପ: ପ୍ରାଚ୍ୟ ସାହିତ୍ୟ[୪]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪(ମହାଗାନ ପାଇଁ)[୫]
ଆଧାର[ସମ୍ପାଦନା]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
- ↑ "୨୦୧୩ ଓ ୧୪ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". sambad.in. Retrieved 2 January 2019.
- ↑ "National Library of India". opac.nationallibrary.gov.in. Retrieved 2 January 2019.
- ↑ "ସ୍ୱାଧୀନତୋତ୍ତର ଓଡ଼ିଆ କବିତାକୁ ନାରୀ-କବିଙ୍କ ଅବଦାନ" (PDF). shodhganga.inflibnet.ac.in. Retrieved 2 January 2019.
- ↑ "State Sahitya Akademi awards for 24 litterateurs". newindianexpress.com. Retrieved 2 January 2019.