Jump to content

ଅଭୟ ବାରିକ

ଉଇକିପିଡ଼ିଆ‌ରୁ
ଅଭୟ ବାରିକ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪

ଅଭୟ ବାରିକ (୫ ମାର୍ଚ୍ଚ ୧୯୬୧) ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ବାଲିଆ ଗ୍ରାମ ଜନ୍ମିତ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ । ୨୦୧୪ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ମହାଗାନ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]

ଗଳ୍ପ

  • ଦ୍ରାବିଡ ମୃତ୍ତିକା - ୨୦୦୦(ଆର୍ଯ୍ୟ ପ୍ରକାଶନ)
  • ଆଧାରଶିଳା -୧୯୯୭(ବିଦ୍ୟାପୁରୀ)
  • ମହାଗାନ[]
  • ଆଖିରେ ଆଖିରେ ସମୁଦ୍ର - ୧୯୯୬ (ଓଡ଼ିଶା ବୁକ ଷ୍ଟୋର)[]
  • ଏରକାର ବନ ୧୯୯୮
  • ନିଲମ୍ବିତ ଶୁଦ୍ଧୋଦନ
  • ସତ ମାଙ୍କଡ କଥା - ୨୦୦୬(ଜଗନ୍ନାଥ ଲାମିନେଟର)
  • ବାରକଥା - ୨୦୧୨(କାଳୀପଦ)
  • ଅରଣ୍ୟ ପ୍ରବେଶ
  • ନିରଟ ନିରଞ୍ଜନା
  • ବିସ୍ତର ଭୁଖଣ୍ଡ

ଉପନ୍ୟାସ

  • ପ୍ରଶ୍ନକାଳ - ୨୦୧୩(ଦିବ୍ୟଦୂତ)
  • ସହଜଯାନ

ପ୍ରବନ୍ଧ ଓ ସମାଲୋଚନା

  • ଆମର ବିମର୍ଷ ଭାଗ୍ୟ ୧୯୯୭(ଲାର୍କ ବୁକ୍ସ)
  • ଭିନ୍ନ ଇଲାକା ଭିନ୍ନ କଥା -୧୯୯୧(ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଆଧୁନିକ କାୟା କଳ୍ପ: ପ୍ରାଚ୍ୟ ସାହିତ୍ୟ[]
  • ଶବ୍ଦର ଭୁଗୋଳ

କବିତା

  • ଚିତ୍ରାବତୀକୁ ରାସ୍ତା -୨୦୧୧(ଶଶିପ୍ରଭା ସାମନ୍ତରାୟ)
  • ସନ୍ଧିସର୍ଗ - ୨୦୦୦ ( ଲାର୍କ ବୁକ୍ସ)
  • ନଈ ଆଡ଼କୁ - ୨୦୦୬(ଶ୍ରଦ୍ଧା ପ୍ରକାଶନ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪(ମହାଗାନ ପାଇଁ)[]
  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
  2. "୨୦୧୩ ଓ ୧୪ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". sambad.in. Retrieved 2 January 2019.
  3. "National Library of India". opac.nationallibrary.gov.in. Retrieved 2 January 2019.
  4. "ସ୍ୱାଧୀନତୋତ୍ତର ଓଡ଼ିଆ କବିତାକୁ ନାରୀ-କବିଙ୍କ ଅବଦାନ" (PDF). shodhganga.inflibnet.ac.in. Retrieved 2 January 2019.
  5. "State Sahitya Akademi awards for 24 litterateurs". newindianexpress.com. Retrieved 2 January 2019.