ରାଜେଶ୍ୱରୀ ଦଳବେହେରା
Appearance
ରାଜେଶ୍ୱରୀ ଦଳବେହେରା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୩ |
ବୃତ୍ତି | ଡାକ୍ତର[୧] |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ଏମ ବି ବି ଏସ[୨] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୯ |
ରାଜେଶ୍ୱରୀ ଦଳବେହେରା (ଜନ୍ମ: ୧୯୩୩) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା ଥିଲେ । ଗଳ୍ପ ସଂକଳନ "ଚୋରା ଚଇତାଳି" ପାଇଁ ସେ ୧୯୫୯ ମସିହାରେ ଏହି ପୁରସ୍କାର ପାଇଥିଲେ ।[୩] ସେ ୧୯୩୩ ମସିହାରେ କଟକରେ ଜନ୍ମ ହୋଇଥିଲେ[୪] ଓ ବୃତ୍ତିରେ ସେ ଜଣେ ଡାକ୍ତର ଥିଲେ ।[୫]
ରଚନାବଳୀ
[ସମ୍ପାଦନା]- ସନ୍ତପ୍ତ ଗୋଧୂଳି[୬]
- ଚୋରା ଚଇତାଳି
ଆଧାର
[ସମ୍ପାଦନା]- ↑ Orissa (India). (1963). The Orissa Gazette.
- ↑ All India Civil List. Published under the authority of the Government of India by the Associated Advertisers & Printers. July 1968.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 21 December 2018.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ Savitri Rout (1971). Women Pioneers in Oriya Literature: A Monograph. Manorama Rout.
- ↑ Indian Literature. Sahitya Akademi. 1985.