ଅଳକା ଚାନ୍ଦ
ଦେଖଣା
ଅଳକା ଚାନ୍ଦ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ମନସ୍ତତ୍ତ୍ୱ, ଓଡ଼ିଆ) ସ୍ନାତକ (ଆଇନ, ଶିକ୍ଷା) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାଳ୍ପିକା, ଅନୁବାଦିକା ଓ ସଙ୍ଗୀତ ଶିଳ୍ପୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୦୨ |
ଅଳକା ଚାନ୍ଦ ([ɔl̪ɔka t͡ʃand̪ɔ] (listen)) (ଜନ୍ମ: ୬ ଅପ୍ରେଲ ୧୯୪୩)[୧] ଭଦ୍ରକ ଜିଲ୍ଲାର ବଳପୁରରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକା । ୨୦୦୨ ମସିହାରେ ଅନୁବାଦ ପୁସ୍ତକ, 'ମାନବ ଭୂମି' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସାହିତ୍ୟ ବ୍ୟତିତ ସଙ୍ଗୀତରେ ମଧ୍ୟ ସେ ରୂଚି ରଖନ୍ତି । ନିଜେ ଜଣେ ଗାୟିକା ତଥା 'ରାଉରକେଲା ମ୍ୟୁଜିକ ସର୍କଲ'ର ପ୍ରତିଷ୍ଠାତା । ସେ ରାଉରକେଲାଠାରେ ଶିକ୍ଷକତା ମଧ୍ୟ କରିଛନ୍ତି ।[୨]
ରଚନାବଳୀ
[ସମ୍ପାଦନା]
ଗଳ୍ପ ସଙ୍କଳନ :
|
ଉପନ୍ୟାସ :
ଅନୁବାଦ :
ପ୍ରବନ୍ଧ ସଙ୍କଳନ :
|
ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୦୨[୪][୫] 'ମାନବ ଭୂମି' ପାଇଁ
- ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର, ୨୦୧୮(ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
ଆଧାର
[ସମ୍ପାଦନା]- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 32–. ISBN 978-81-260-0873-5. Retrieved 24 May 2013.
- ↑ http://www.odiasahitya.com/featured/galpika-o-anubadika-alakachand/
- ↑ http://sahitya-akademi.gov.in/sahitya-akademi/publications/odia.pdf
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 30 March 2017.
- ↑ http://orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
- ↑ ଧରିତ୍ରୀ ୧୨/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ http://www.dharitri.com/e-Paper/Bhubaneswar/120318/p11.htm. Retrieved 12 March 2018.
{{cite news}}
: Missing or empty|title=
(help)