ସୁଭାଷ ଶତପଥୀ
ଦେଖଣା
ସୁଭାଷ ଶତପଥୀ | |
---|---|
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ନର୍ଗୀସ୍ ଓ ଅନ୍ୟାନ୍ୟ ଗଳ୍ପ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୧୪ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ, ୨୦୨୪ |
ସୁଭାଷ ଶତପଥୀ ଜଣେ ଓଡ଼ିଆ ଲେଖକ ତଥା ଅନୁବାଦକ । ୨୦୧୪ ମସିହାରେ ଅନୁବାଦ ପୁସ୍ତକ ନର୍ଗୀସ୍ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ରସ୍କିନ ବଣ୍ଡଙ୍କର ଆତ୍ମଜୀବନୀ ଲୋନ ଫକ୍ସ ଡାନସିଂର ଓଡ଼ିଆ ଅନୁବାଦ ପୁସ୍ତକ କୋକିଶିଆଳିର ଏକକ ନୃତ୍ୟ ପୁସ୍ତକ ପାଇଁ ସେ ୨୦୨୪ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।
ଜୀବନୀ
[ସମ୍ପାଦନା]ସୁଭାଷ ୧୯୬୩ ମସିହା ଅପ୍ରେଲ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ସେ ବର୍ତ୍ତମାନ ଦୈନିକ ଖବର କାଗଜ ପ୍ରମେୟର ଫିଚର ସମ୍ପାଦକ ଭାବରେ କାର୍ଯ୍ୟରତ ।[୨]
ରଚନାବଳୀ
[ସମ୍ପାଦନା]- ସଂସାର
- ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ
- ସମୁଦ୍ର କୂଳର ଗାଁ, ଖୁଶୱନ୍ତ ସିଂହଙ୍କ ଗଳ୍ପ
- ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ
- ବିଭାଜନ
- କୋକିଶିଆଳିର ଏକକ ନୃତ୍ୟ [୩]
- ନର୍ଗୀସ୍ ଓ ଅନ୍ୟାନ୍ୟ ଗଳ୍ପ[୪][୫]
- ବିଜ୍ଞାନ ଓ ବିଜ୍ଞାନୀ
- ସ୍ମୃତିରେ ସୌରୀବନ୍ଧୁ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୧୪[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 19 April 2024.
{{cite web}}
:|archive-date=
/|archive-url=
timestamp mismatch; 9 ଜାନୁଆରୀ 2024 suggested (help) - ↑ https://web.archive.org/web/20250308062440/https://sambad.in/state/sahitya-academy-translation-awards-2024-announced-8832397
- ↑ https://web.archive.org/web/20250308062733/https://www.prameyanews7.com/subhash-satapathy-to-receive-kendra-sahitya-akademi-translation-award
- ↑ "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
- ↑ "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.