Jump to content

ବିମଳ ଜେନା

ଉଇକିପିଡ଼ିଆ‌ରୁ
ବିମଳ ଜେନା
ଜନ୍ମ୧୯୫୩
ଓରାଳି, ନନ୍ଦିପଦା କେନ୍ଦୁଝର
ଜାତୀୟତାଭାରତୀୟ
ପ୍ରସିଦ୍ଧିକବି
ଉଲ୍ଲେଖନୀୟ କୃତିଆକାଶ ଭଲରେ ଥାଉ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବିମଳ ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଜଣେ ଓଡ଼ିଆ କବି । [][]୨୦୧୩ ମସିହାରେ ନିଜ କବିତା ସଂକଳନ "ଆକାଶ ଭଲରେ ଥାଉ" ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[] ବିମଳଙ୍କ ଜନ୍ମ ୧୯୫୩ ମସିହାରେ କେନ୍ଦୁଝର ଜିଲ୍ଲା ନନ୍ଦିପଦାର ଓରାଳିରେ ହୋଇଥିଲା । ସେ ବର୍ତ୍ତମାନ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ମଣ୍ଡଳୀରେ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ୱ କରୁଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ନିଶ୍ୱାର ନଈକୂଳ - ୨୦୦୭ (ଗ୍ରନ୍ଥମନ୍ଦିର)
  • ନିଜଠାରୁ ନିର୍ବାସିତ - ୨୦୦୯
  • ନିବୃତ ନିଷାଦ - ୨୦୧୧
  • ଆକାଶ ଭଲରେ ଥାଉ - ୨୦୧୫[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. http://www.newindianexpress.com/states/odisha/2017/oct/29/state-sahitya-akademi-awards-for-24-litterateurs-1685990.html
  2. https://www.thehindu.com/todays-paper/tp-national/tp-otherstates/Cultural-event-staged-to-welcome-the-New-Year/article15504430.ece
  3. "ଆର୍କାଇଭ୍ କପି". Archived from the original on 2019-03-31. Retrieved 2018-09-05. {{cite web}}: Cite has empty unknown parameter: |1= (help)
  4. http://sahitya-akademi.gov.in/sahitya-akademi/aboutus/odia.jsp
  5. "ପ୍ରଥମ ବହି". No. ଧରିତ୍ରୀ ସାହିତ୍ୟାୟନ ୫-୧୮ ସେପ୍ଟେମ୍ବର ୨୦୧୮ ପୃଷ୍ଠା ୩. Retrieved 5 September 2018.
  6. http://odishasahityaakademi.org/sahitya-award13.php
  7. "ଜଷ୍ଟିସ ଦୀପକ ମିଶ୍ର ପାଇବେ 'ଉତ୍କଳ ରତ୍ନ' ସମ୍ମାନ". ସମ୍ବାଦ. Archived from the original on 17 July 2023. Retrieved 17 July 2023.