ପ୍ରସନ୍ନ କୁମାର ପାଟ୍ଟଶାଣୀ
ଦେଖଣା
ପ୍ରସନ୍ନ କୁମାର ପାଟ୍ଟଶାଣୀ | |
|---|---|
| ସଦସ୍ୟ, ଲୋକ ସଭା | |
| କାର୍ଯ୍ୟକାଳ ୧୯୯୮-୨୦୧୯ | |
| ପୂର୍ବ ଅଧିକାରୀ | ସୌମ୍ୟ ରଞ୍ଜନ ପଟ୍ଟନାୟକ |
| ପର ଅଧିକାରୀ | ଅପରାଜିତା ଷଡ଼ଙ୍ଗୀ |
| ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୭ ଅପ୍ରେଲ ୧୯୪୬ ଖୋର୍ଦ୍ଧା, ଓଡ଼ିଶା |
| ରାଜନୀତିକ ଦଳ | ବି.ଜେ.ଡ଼ି |
| ଜୀବନ ସାଥୀ | ବିଜୟଲକ୍ଷ୍ମୀ ପାଟ୍ଟଶାଣୀ |
| ସନ୍ତାନ | ୨ ପୁଅ, ୧ ଝିଅ |
| ଘର | ଭୁବନେଶ୍ୱର |
| ସନ୍ତକ | |
| ସେପ୍ଟେମ୍ବର ୨୨, ୨୦୦୬ ସୁଦ୍ଧା ଆଧାର: [୧] | |
ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନ୍ମ ୨୭ ଏପ୍ରିଲ ୧୯୪୬) ଜଣେ ଓକିଲ, ଦାର୍ଶନିକ, କବି ଓ ଭାରତର ୧୫ତମ ଲୋକ ସଭାର ସାଂସଦ । ସେ ଓଡ଼ିଶାର ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି ଓ ବିଜୁ ଜନତା ଦଳର ଉପସଭାପତି ଓ ଗଠନକାରୀ ସଭ୍ୟ ।[୧]
ଆଧାର
[ସମ୍ପାଦନା]- ↑ Russell, Jesse; Cohn, Ronald (2012-04). Prasanna Kumar Patasani (in ଇଂରାଜୀ). Book on Demand. ISBN 978-5-511-70164-6.
{{cite book}}: Check date values in:|date=(help)