ଶରତ କୁମାର ମହାନ୍ତି
ଶରତ କୁମାର ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୬ ଜାନୁଆରୀ ୧୯୩୮ |
ମୃତ୍ୟୁ | ୧୮ ମାର୍ଚ୍ଚ ୨୦୦୬ (୬୮ ବର୍ଷ) |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକ,ଅଧ୍ଯାପକ |
ସନ୍ତାନ | ମଧୁମିତା ମହାନ୍ତି |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଶରତ କୁମାର ମହାନ୍ତି (୨୬ ଜାନୁଆରୀ ୧୯୩୮ - ୧୮ ମାର୍ଚ୍ଚ ୨୦୦୬)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଶିଶୁ ସାହିତ୍ୟ, ବିଜ୍ଞାନ ଭିତ୍ତିକ ସାହିତ୍ୟ, ନିବନ୍ଧ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।[୨]
ବିଷୟସୂଚୀ
ସାହିତ୍ୟ ସର୍ଜନା[ସମ୍ପାଦନା]
ନିଜ ସାହିତ୍ୟ ରଚନା ବାବଦରେ ଶରତ କୁମାର ଲେଖିଥିଲେ " ଯଦି କୌଣସି ବଡ଼ ମଣିଷ ମତେ ଉଦବୁଦ୍ଧ କରନ୍ତି, ଗୋଟିଏ ମହାନ ଚିନ୍ତା ପ୍ରଭାବିତ କରେ, ତେବେ ତାକୁ ବାଣ୍ଟିବା ପାଇଁ ମୁଁ କଲମ ଧରେ । ଲେଖିଦେଲେ, ମୋ ନିଜ ସନ୍ତୋଷ ବଢେ, ନିଜକୁ ଅଧିକ ପୂର୍ଣ୍ଣ କଲା ପରି ଲାଗେ । ଏହି କାରଣରୁ ଲେଖେ ।"
ଜୀବନୀ[ସମ୍ପାଦନା]
ଶିଶୁ ସାହିତ୍ୟ[ସମ୍ପାଦନା]
|
ପ୍ରବନ୍ଧ[ସମ୍ପାଦନା]
|
ବିଜ୍ଞାନ ପୁସ୍ତକ[ସମ୍ପାଦନା]
|
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨ (ଗାନ୍ଧୀ ମଣିଷ ପୁସ୍ତକ ପାଇଁ)
ଆଧାର[ସମ୍ପାଦନା]
- ↑ "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୮ - ୩୧, ୨୦୧୭. http://www.dharitri.com/sahityayan/180317/p3.htm. Retrieved 22 March 2017.
- ↑ D. N. Malhotra (୨୦୦୬). Sixty Years of Book Publishing in India, ୧୯୪୭-୨୦୦୭. Federation of Indian Publishers. ISBN ୯୭୮-୮୧-୮୬୫୧୯-୦୬-୬.
- ↑ http://www.thehindu.com/todays-paper/tp-national/tp-otherstates/tributes-paid-to-legendary-writer/article5808261.ece
- ↑ http://sarbasadharana.com/?p=18743