ଉପେନ୍ଦ୍ର ପ୍ରସାଦ ମହାନ୍ତି
Appearance
ଉପେନ୍ଦ୍ର ପ୍ରସାଦ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୮୯୯ ଭଦ୍ରକ |
ମୃତ୍ୟୁ | ୧୯୭୮ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୫୮) |
ଉପେନ୍ଦ୍ର ପ୍ରସାଦ ମହାନ୍ତି (୧୮୯୯-୧୯୭୮), ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ନିଜ କବିତା ପୁସ୍ତକ ଦିଲୀପ ପାଇଁ ୧୯୫୮ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ଉପେନ୍ଦ୍ର, ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ ।[୨]
ରଚନାବଳୀ
[ସମ୍ପାଦନା]- ଦେବୀ - ୧୯୩୦ (ସୋମନାଥ ମହାନ୍ତି)
- ଦିଲୀପ - ୧୯୫୮ (ସୋମନାଥ ମହାନ୍ତି)
- ଝରା ଶେଫାଳିର ମାଳା - ୧୯୫୯ (ସୋମନାଥ ମହାନ୍ତି)
- ପ୍ରଣୟ ପୀୟୂଷ - ୧୯୨୧ (ସୋମନାଥ ମହାନ୍ତି)
- ମଧୁପର୍କ - ୧୯୨୦ (ସୋମନାଥ ମହାନ୍ତି)
- ଗଳ୍ପବୀଥି - ୧୯୩୨ (ବାଣୀ ସାହିତ୍ୟ ମନ୍ଦିର)
- ହରିଶଙ୍କର - ୧୯୪୭ (କଟକ ପବ୍ଲିଶିଙ୍ଗ୍ ହାଉସ)
- ରାଜରାଣୀ - ୧୯୩୦ (ସୋମନାଥ ମହାନ୍ତି)
- ତ୍ୟକ୍ତା - ୧୯୩୫ (ବାଣୀ ସାହିତ୍ୟ ମନ୍ଦିର)[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮ ('ଦିଲୀପ' ପୁସ୍ତକ ପାଇଁ)[୪]
ଆଧାର
[ସମ୍ପାଦନା]- ↑ The Indian P.E.N. P.E.N. All-India Centre. 1969.
- ↑ Subas Pani; H. C. Das; Indu Bhusan Kar (1988). Glimpses of History and Culture of Balasore. Orissa State Museum.
- ↑ "National Library Online Catalog". opac.nationallibrary.gov.in. National Library. Retrieved 4 March 2019.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-21.