ହୃଷୀକେଶ ପଣ୍ଡା

ଉଇକିପିଡ଼ିଆ‌ରୁ
ହୃଷୀକେଶ ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନ (1955-05-01) ୧ ମଇ ୧୯୫୫ (ବୟସ ୬୮)
କାଳିଦାସପୁର,ଭଦ୍ରକ, ଓଡ଼ିଶା
ବୃତ୍ତିଭାରତୀୟ ପ୍ରଶାସନିକ ସେବା, ସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ(ରସାୟନ ବିଜ୍ଞାନ),ଏମ୍.ବି.ଏ
ପି.ଏଚ୍.ଡି(Relationship between Society and Literature: A Study in creative writing)
ସାହିତ୍ୟ କୃତିଗର୍ବ କରିବାର କଥା
ପୁରସ୍କାରଶାରଳା ପୁରସ୍କାର
ୱେବସାଇଟ
hrusikeshpanda.com

ହୃଷୀକେଶ ପଣ୍ଡା (ଜନ୍ମ: ୧ ମଇ ୧୯୫୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ[୧]ଓଡ଼ିଆ ଭାଷାର ସାହିତ୍ୟିକ[୨] । ସେ, ୧୯୭୯ ମସିହାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।[୩] କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ପଥରେ ଥାଇ,[୪] ୨୦୧୫ ଅପ୍ରେଲ ମାସରେ ସେ ଭାରତୀୟ ପ୍ରଶାସନିକ ସେବା ଚାକିରିରୁ ଅବସର ଗ୍ରହଣ କରିଥିଲେ ଓ ଅବସର ଗ୍ରହଣ କରିବା ପରେ, ନିଜ ଗ୍ରାମ ଭଦ୍ରକ ଜିଲ୍ଲାର କାଳିଦାସପୁରରେ ରହି ସାହିତ୍ୟ ସର୍ଜନା[୫] କରିବାକୁ ନିଷ୍ପତି ନେଇଥିଲେ । [୬] ୨୦୨୪ ମସିହା ଫେବୃଆରୀ ମାସରେ ସେ ଭାରତୀୟ ଜନତା ପାର୍ଟିରେ ଜଣେ ଯୋଗଦାନ କରିଥିଲେ ।[୭]

ସାହିତ୍ୟ କୃତି[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଗର୍ବ କରିବାର କଥା (୨୦୧୦) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ[୮]
  • ଶୂନ ସଙ୍ଗେ ସାମୟିକ ସନ୍ଧି (୧୯୮୪) - ଗ୍ରନ୍ଥମନ୍ଦିର, କଟକ
  • ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ (୧୯୮୬) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ସୁନାପୁଟର ଲୋକେ (୧୯୯୧) - ଗ୍ରନ୍ଥମନ୍ଦିର, କଟକ
  • ସୁବର୍ଣ୍ଣ ଦ୍ୱୀପ (୧୯୯୪) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ସୃତି ୧୯୯୪(୧୯୯୫) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ହସ ଓ ଇତିହାସ (୧୯୯୯) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ଦସ୍ୟୁ (୨୦୦୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ

ଗଳ୍ପ ସଙ୍କଳନ[ସମ୍ପାଦନା]

  • ବାହାରେ ଛିଡାହୋଇଥିବା ଲୋକ (୧୯୮୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ରେବତୀ (୧୯୮୩) - ଓଡ଼ିଶା ବୁକ୍ ଷ୍ଟୋର, କଟକ
  • ରାଜପୁତ୍ ର(୧୯୮୭) - ବିଦ୍ୟାପୁରୀ, କଟକ
  • ସାହାବ ଦେବତା (୧୯୮୯) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ପ୍ରୌଢ଼ ଭାବନା (୧୯୯୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ଶୂନ୍ୟତାର ପାଶ୍ଚାତ୍ୟକୁ (୧୯୯୪) - ଗ୍ରନ୍ଥମନ୍ଦିର, କଟକ
  • ବୟସ୍କଙ୍କ ପାଇଁ ଶିଶୁକାହାଣୀ (୧୯୯୪) - ବିଦ୍ୟାପୁରୀ, କଟକ
  • ମିଛ ଖୁସି ସତ ଦୁଃଖ (୨୦୦୫) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
  • ସମଗ୍ର ଗଳ୍ପ ସଂଗ୍ରହ (୨୦୦୮) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ

ନାଟକ[ସମ୍ପାଦନା]

  • ଶବ୍ଦାନ୍ତର (୧୯୯୫) - ଆର୍ଯ୍ୟ ପ୍ରକାଶନୀ, କଟକ
  • ୧୭୯୯ ଅଥବା ପାଞ୍ଚ ଜଣ ଇଂରେଜ (୧୯୯୬) - ଆର୍ଯ୍ୟ ପ୍ରକାଶନୀ, କଟକ
  • ବ୍ରହ୍ମରାକ୍ଷସ (୧୯୯୯) - ଆର୍ଯ୍ୟ ପ୍ରକାଶନୀ, କଟକ
  • ଭାସ୍କୋ ଡା ଗାମା (୨୦୦୦) - ବିଦ୍ୟା ପ୍ରକାଶନୀ, କଟକ
  • ଚାରୋଟି ନାଟକ (୨୦୦୮) - ଏଥେନା ବୁକ୍ସ, ଭୁବନେଶ୍ୱର

ହୃଷୀକେଶ ପଣ୍ଡାଙ୍କ ସାହିତ୍ୟର ପର୍ଯ୍ୟାଲୋଚନା[ସମ୍ପାଦନା]

  • ଓଡ଼ିଆ କଥା ସାହିତ୍ୟରେ ହୃଷୀକେଶ ପଣ୍ଡା - ଜୟନ୍ତ କୁମାର ଦାସ
  • ହୃଷୀକେଶୀୟ କଥାଶିଳ୍ପ(୨୦୦୬) - ନିତ୍ୟାନନ୍ଦ ଶତପଥି

ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୯୫[୯]
  • ଶାରଳା ପୁରସ୍କାର - ୨୦୧୨( ଗର୍ବ କରିବାର କଥା)[୧୦]
  • ବିଜୟା ସମ୍ମାନ, ଭଦ୍ରକ ପୂଜ୍ୟପୂଜା ସଂସଦ - ୨୦୦୯
  • ଶତାବ୍ଦୀର କଳାକାର ସମ୍ମାନ -୨୦୦୭
  • ଗୋକର୍ଣ୍ଣିକା ସମ୍ମାନ - ୨୦୦୭
  • କବିସୂର୍ଯ୍ୟ ବଳଦେବ ରଥ ସଂସ୍କୃତି ସମ୍ମାନ - ୨୦୦୬
  • ସୁଲେଖା ସମ୍ମାନ - ୨୦୦୫
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର - ୨୦୦୪(ଦସ୍ୟୁ)[୧୧]
  • ପଦ୍ମଶ୍ରୀ ଏଲ.ଏନ. ଦୁବେ ସମ୍ମାନ, ପାନିପଥ - ୨୦୦୧
  • ଫକୀର ମୋହନ କ୍ଷୁଦ୍ର ଗଳ୍ପ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ - ୨୦୦୧
  • ନାଟ୍ୟଭୂଷଣ, ସର୍ବଭାରତୀୟ ନାଟକ ମହୋତ୍ସବ, କଟକ - ୧୯୯୯
  • ଶ୍ରେଷ୍ଠ ନାଟକ ସମ୍ମାନ, ଜାତୀୟ କ୍ଷୁଦ୍ର ନାଟକ ମହୋତ୍ସବ, ଆଲାହାବାଦ - ୧୯୯୯
  • ଶ୍ରେଷ୍ଠ ନାଟକ ସମ୍ମାନ,ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ପୁରସ୍କାର - ୧୯୯୬ ଓ ୧୯୯୭
  • ଚନ୍ଦ୍ରଭାଗା ପୁରସ୍କାର - ୧୯୯୫
  • ଝଙ୍କାର ଗଳ୍ପ ପୁରସ୍କାର - ୧୯୯୫
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୧୯୯୨

ଆଧାର[ସମ୍ପାଦନା]

  1. http://www.odisha.gov.in/cadre/ias.asp
  2. Sahitya Akademi (1999). Who's who of Indian Writers, 1999: N-Z. Sahitya Akademi. ISBN 978-81-260-0873-5.
  3. "ଆର୍କାଇଭ୍ କପି". Archived from the original on 2013-03-24. Retrieved 2014-04-11. {{cite web}}: Cite has empty unknown parameter: |1= (help)
  4. http://www.dailymail.co.uk/indiahome/indianews/article-3066698/RAISINA-TATTLE-Panda-s-humble-exit.html
  5. ପ୍ରମେୟ ୦୫/୦୫/୨୦୧୫ ପୃଷ୍ଠା ୧୦
  6. http://www.dailypioneer.com/state-editions/bhubaneswar/on-retirement-panda-quits-his-govt-bungalow.html
  7. "ବିଜେପିରେ ମିଶିଲେ ଅରବିନ୍ଦ ଢାଲି, ମୁକୁନ୍ଦ ସୋଢ଼ୀ". https://sambadepaper.com/. 12 November 2018. Retrieved 4 March 2024. {{cite web}}: External link in |website= (help)
  8. http://www.thehindu.com/todays-paper/tp-national/tp-otherstates/sarala-puraskar-conferred-on-hrusikesh-panda/article4040199.ece
  9. http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
  10. http://www.business-standard.com/article/pti-stories/sarala-award-2012-for-writer-hrusikesh-panda-112092800349_1.html
  11. "ଆର୍କାଇଭ୍ କପି". Archived from the original on 2022-07-07. Retrieved 2014-04-11. {{cite web}}: Cite has empty unknown parameter: |1= (help)