ହୃଷୀକେଶ ପଣ୍ଡା
Appearance
ହୃଷୀକେଶ ପଣ୍ଡା | |
---|---|
ଜନ୍ମ ଓ ଜନ୍ମସ୍ଥାନ | କାଳିଦାସପୁର,ଭଦ୍ରକ, ଓଡ଼ିଶା | ୧ ମଇ ୧୯୫୫
ବୃତ୍ତି | ଭାରତୀୟ ପ୍ରଶାସନିକ ସେବା, ସାହିତ୍ୟିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(ରସାୟନ ବିଜ୍ଞାନ),ଏମ୍.ବି.ଏ ପି.ଏଚ୍.ଡି(Relationship between Society and Literature: A Study in creative writing) |
ସାହିତ୍ୟ କୃତି | ଗର୍ବ କରିବାର କଥା |
ପୁରସ୍କାର | ଶାରଳା ପୁରସ୍କାର |
ୱେବସାଇଟ | |
hrusikeshpanda.com |
ହୃଷୀକେଶ ପଣ୍ଡା (ଜନ୍ମ: ୧ ମଇ ୧୯୫୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ[୧] ଓ ଓଡ଼ିଆ ଭାଷାର ସାହିତ୍ୟିକ[୨] । ସେ, ୧୯୭୯ ମସିହାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।[୩] କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ପଥରେ ଥାଇ,[୪] ୨୦୧୫ ଅପ୍ରେଲ ମାସରେ ସେ ଭାରତୀୟ ପ୍ରଶାସନିକ ସେବା ଚାକିରିରୁ ଅବସର ଗ୍ରହଣ କରିଥିଲେ ଓ ଅବସର ଗ୍ରହଣ କରିବା ପରେ, ନିଜ ଗ୍ରାମ ଭଦ୍ରକ ଜିଲ୍ଲାର କାଳିଦାସପୁରରେ ରହି ସାହିତ୍ୟ ସର୍ଜନା[୫] କରିବାକୁ ନିଷ୍ପତି ନେଇଥିଲେ । [୬] ୨୦୨୪ ମସିହା ଫେବୃଆରୀ ମାସରେ ସେ ଭାରତୀୟ ଜନତା ପାର୍ଟିରେ ଜଣେ ଯୋଗଦାନ କରିଥିଲେ ।[୭]
ସାହିତ୍ୟ କୃତି
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ଗର୍ବ କରିବାର କଥା (୨୦୧୦) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ[୮]
- ଶୂନ ସଙ୍ଗେ ସାମୟିକ ସନ୍ଧି (୧୯୮୪) - ଗ୍ରନ୍ଥମନ୍ଦିର, କଟକ
- ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ (୧୯୮୬) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ସୁନାପୁଟର ଲୋକେ (୧୯୯୧) - ଗ୍ରନ୍ଥମନ୍ଦିର, କଟକ
- ସୁବର୍ଣ୍ଣ ଦ୍ୱୀପ (୧୯୯୪) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ସୃତି ୧୯୯୪(୧୯୯୫) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ହସ ଓ ଇତିହାସ (୧୯୯୯) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ଦସ୍ୟୁ (୨୦୦୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
ଗଳ୍ପ ସଙ୍କଳନ
[ସମ୍ପାଦନା]- ବାହାରେ ଛିଡାହୋଇଥିବା ଲୋକ (୧୯୮୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ରେବତୀ (୧୯୮୩) - ଓଡ଼ିଶା ବୁକ୍ ଷ୍ଟୋର, କଟକ
- ରାଜପୁତ୍ ର(୧୯୮୭) - ବିଦ୍ୟାପୁରୀ, କଟକ
- ସାହାବ ଦେବତା (୧୯୮୯) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ପ୍ରୌଢ଼ ଭାବନା (୧୯୯୨) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ଶୂନ୍ୟତାର ପାଶ୍ଚାତ୍ୟକୁ (୧୯୯୪) - ଗ୍ରନ୍ଥମନ୍ଦିର, କଟକ
- ବୟସ୍କଙ୍କ ପାଇଁ ଶିଶୁକାହାଣୀ (୧୯୯୪) - ବିଦ୍ୟାପୁରୀ, କଟକ
- ମିଛ ଖୁସି ସତ ଦୁଃଖ (୨୦୦୫) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ସମଗ୍ର ଗଳ୍ପ ସଂଗ୍ରହ (୨୦୦୮) - ଫ୍ରେଣ୍ଡସ୍ ପବ୍ଲିସରସ, କଟକ
ନାଟକ
[ସମ୍ପାଦନା]- ଶବ୍ଦାନ୍ତର (୧୯୯୫) - ଆର୍ଯ୍ୟ ପ୍ରକାଶନୀ, କଟକ
- ୧୭୯୯ ଅଥବା ପାଞ୍ଚ ଜଣ ଇଂରେଜ (୧୯୯୬) - ଆର୍ଯ୍ୟ ପ୍ରକାଶନୀ, କଟକ
- ବ୍ରହ୍ମରାକ୍ଷସ (୧୯୯୯) - ଆର୍ଯ୍ୟ ପ୍ରକାଶନୀ, କଟକ
- ଭାସ୍କୋ ଡା ଗାମା (୨୦୦୦) - ବିଦ୍ୟା ପ୍ରକାଶନୀ, କଟକ
- ଚାରୋଟି ନାଟକ (୨୦୦୮) - ଏଥେନା ବୁକ୍ସ, ଭୁବନେଶ୍ୱର
ହୃଷୀକେଶ ପଣ୍ଡାଙ୍କ ସାହିତ୍ୟର ପର୍ଯ୍ୟାଲୋଚନା
[ସମ୍ପାଦନା]- ଓଡ଼ିଆ କଥା ସାହିତ୍ୟରେ ହୃଷୀକେଶ ପଣ୍ଡା - ଜୟନ୍ତ କୁମାର ଦାସ
- ହୃଷୀକେଶୀୟ କଥାଶିଳ୍ପ(୨୦୦୬) - ନିତ୍ୟାନନ୍ଦ ଶତପଥି
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୯୫[୯]
- ଶାରଳା ପୁରସ୍କାର - ୨୦୧୨( ଗର୍ବ କରିବାର କଥା)[୧୦]
- ବିଜୟା ସମ୍ମାନ, ଭଦ୍ରକ ପୂଜ୍ୟପୂଜା ସଂସଦ - ୨୦୦୯
- ଶତାବ୍ଦୀର କଳାକାର ସମ୍ମାନ -୨୦୦୭
- ଗୋକର୍ଣ୍ଣିକା ସମ୍ମାନ - ୨୦୦୭
- କବିସୂର୍ଯ୍ୟ ବଳଦେବ ରଥ ସଂସ୍କୃତି ସମ୍ମାନ - ୨୦୦୬
- ସୁଲେଖା ସମ୍ମାନ - ୨୦୦୫
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର - ୨୦୦୪(ଦସ୍ୟୁ)[୧୧]
- ପଦ୍ମଶ୍ରୀ ଏଲ.ଏନ. ଦୁବେ ସମ୍ମାନ, ପାନିପଥ - ୨୦୦୧
- ଫକୀର ମୋହନ କ୍ଷୁଦ୍ର ଗଳ୍ପ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ - ୨୦୦୧
- ନାଟ୍ୟଭୂଷଣ, ସର୍ବଭାରତୀୟ ନାଟକ ମହୋତ୍ସବ, କଟକ - ୧୯୯୯
- ଶ୍ରେଷ୍ଠ ନାଟକ ସମ୍ମାନ, ଜାତୀୟ କ୍ଷୁଦ୍ର ନାଟକ ମହୋତ୍ସବ, ଆଲାହାବାଦ - ୧୯୯୯
- ଶ୍ରେଷ୍ଠ ନାଟକ ସମ୍ମାନ,ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ପୁରସ୍କାର - ୧୯୯୬ ଓ ୧୯୯୭
- ଚନ୍ଦ୍ରଭାଗା ପୁରସ୍କାର - ୧୯୯୫
- ଝଙ୍କାର ଗଳ୍ପ ପୁରସ୍କାର - ୧୯୯୫
- ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୧୯୯୨
ଆଧାର
[ସମ୍ପାଦନା]- ↑ http://www.odisha.gov.in/cadre/ias.asp
- ↑ Sahitya Akademi (1999). Who's who of Indian Writers, 1999: N-Z. Sahitya Akademi. ISBN 978-81-260-0873-5.
- ↑ "ଆର୍କାଇଭ୍ କପି". Archived from the original on 2013-03-24. Retrieved 2014-04-11.
{{cite web}}
: Cite has empty unknown parameter:|1=
(help) - ↑ http://www.dailymail.co.uk/indiahome/indianews/article-3066698/RAISINA-TATTLE-Panda-s-humble-exit.html
- ↑ ପ୍ରମେୟ ୦୫/୦୫/୨୦୧୫ ପୃଷ୍ଠା ୧୦
- ↑ http://www.dailypioneer.com/state-editions/bhubaneswar/on-retirement-panda-quits-his-govt-bungalow.html
- ↑ "ବିଜେପିରେ ମିଶିଲେ ଅରବିନ୍ଦ ଢାଲି, ମୁକୁନ୍ଦ ସୋଢ଼ୀ". https://sambadepaper.com/. 12 November 2018. Retrieved 4 March 2024.
{{cite web}}
: External link in
(help)|website=
- ↑ http://www.thehindu.com/todays-paper/tp-national/tp-otherstates/sarala-puraskar-conferred-on-hrusikesh-panda/article4040199.ece
- ↑ http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
- ↑ http://www.business-standard.com/article/pti-stories/sarala-award-2012-for-writer-hrusikesh-panda-112092800349_1.html
- ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2014-04-11.
{{cite web}}
: Cite has empty unknown parameter:|1=
(help)