ନୀଳମଣି ରାଉତରାୟ

ଉଇକିପିଡ଼ିଆ‌ରୁ
ନୀଳମଣି ରାଉତରାୟ
ପରିବେଶ ଓ ଜଙ୍ଗଲ ବିଭାଗୀୟ କେନ୍ଦ୍ରମନ୍ତ୍ରୀ
କାର୍ଯ୍ୟକାଳ
୨ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦
ପ୍ରଧାନ ମନ୍ତ୍ରୀବିଶ୍ୱନାଥ ପ୍ରତାପ ସିଂହ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୬ ଜୁନ ୧୯୭୭ – ୧୭ ଫେବୃଆରୀ ୧୯୮୦ [୧]
ପୂର୍ବ ଅଧିକାରୀବିନାୟକ ଆଚାର୍ଯ୍ୟ
ପର ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-05-24)୨୪ ମଇ ୧୯୨୦
ମୁକୁନ୍ଦପୁର, ବାଲେଶ୍ୱର ଜିଲ୍ଲା[୨]
ମୃତ୍ୟୁ୪ ଅକ୍ଟୋବର ୨୦୦୪(2004-10-04) (ବୟସ ୮୪)
କଟକ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ,
ଉତ୍କଳ କଂଗ୍ରେସ,
ଭାରତୀୟ ଲୋକଦଳ
ଜୀବନ ସାଥୀନଳିନୀଦେବୀ ରାଉତରାୟ
ସମ୍ପର୍କବିଷ୍ଣୁବ୍ରତ ରାଉତରାୟ (ନାତି)
ସନ୍ତାନବିଜୟଶ୍ରୀ ରାଉତରାୟ[୩]

ନୀଳମଣି ରାଉତରାୟ (୨୪ ମଇ ୧୯୨୦ - ୪ ଅକ୍ଟୋବର ୨୦୦୪) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୭୭ଠାରୁ ୧୯୮୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।[୪]

ସେ କେନ୍ଦ୍ରରେ ପ୍ରଥମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ବିଶ୍ୱନାଥ ପ୍ରତାପ ସିଂହଙ୍କ ନେତୃତ୍ୱାଧୀନ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଥିଲେ । ୪ ଅକ୍ଟୋବର ୨୦୦୪ରେ ତାଙ୍କର ଦେହାନ୍ତ ହୋଇଥିଲା ।[୫][୬]

ରାଜନୈତିକ ଜୀବନ[ସମ୍ପାଦନା]

୧୯୬୭ରୁ ୧୯୭୦ ପର୍ଯ୍ୟନ୍ତ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ପରେ ସେ ଉତ୍କଳ କଂଗ୍ରେସରେ ଯୋଗ ଦେଇ ଏହାର ସଭାପତି ହୋଇଥିଲେ । ଏହାପରେ ସେ ଭାରତୀୟ ଲୋକଦଳରେ ଯୋଗଦାନ କରି ଏହାର ରାଜ୍ୟ ଶାଖା ସଭାପତି ହୋଇଥିଲେ । ସେ ୧୯୮୯ ମସିହାରେ ଲୋକ ସଭାକୁ ନିର୍ବଚିତ ହୋଇଥିଲେ ।[୭]

ରଚନାବଳୀ[ସମ୍ପାଦନା]

  • ସ୍ମୃତି ଓ ଅନୁଭୁତି (୧୯୮୬): ଆତ୍ମଜୀବନି

ଆଧାର[ସମ୍ପାଦନା]

  1. "Brief History of Odisha Legislative Assembly Since 1937". ws.ori.nic.in. 2011. Retrieved 23 April 2012. NAME OF THE CHIEF MINISTERS OF Odisha
  2. "Odisha Files: Shri Nilamani Routray". odishafiles.com. 2012. Retrieved 5 February 2013. born on 24th May 1920 to father Chandrasekhar Routray at Mukundpur of Balasore district.
  3. "ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ ।". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.
  4. "Former Orissa CM Nilamani Routray passes away - Deccan Herald". archive.deccanherald.com. 2004. Retrieved 5 February 2013. Routray was Chief Minister of the state between 1977 and 1980 and is a former union minister
  5. "Nilamani Routray dead". The Hindu. October 5, 2004.
  6. Nilamani Routray passes away, three-day state mourning in Orissa
  7. "Former Orissa Chief Minister Nilamani Routray passes away". Daily Excelsior. October 5, 2004.
Preceded by
ବିନାୟକ ଆଚାର୍ଯ୍ୟ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୨୬ ଜୁନ ୧୯୭୭ –୧୭ ଫେବୃଆରୀ ୧୯୮୦
Succeeded by
ଜାନକୀ ବଲ୍ଲଭ ପଟ୍ଟନାୟକ