ନୀଳମଣି ରାଉତରାୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନୀଳମଣି ରାଉତରାୟ
ପରିବେଶ ଓ ଜଙ୍ଗଲ ବିଭାଗୀୟ କେନ୍ଦ୍ରମନ୍ତ୍ରୀ
In office
୨ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦
ପ୍ରଧାନ ମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
In office
୨୬ ଜୁନ ୧୯୭୭ – ୧୭ ଫେବୃଆରୀ ୧୯୮୦ [୧]
ପୂର୍ବ ଅଧିକାରୀ ବିନାୟକ ଆଚାର୍ଯ୍ୟ
ପର ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ
Personal details
ଜନ୍ମ ୨୪ ମଇ ୧୯୨୦(1920-05-24)
ମୁକୁନ୍ଦପୁର, ବାଲେଶ୍ଵର ଜିଲ୍ଲା[୨]
ମୃତ୍ୟୁ ୪ ଅକ୍ଟୋବର, ୨୦୦୪ (୮୪ ବର୍ଷ)
କଟକ
ରାଜନୀତିକ ଦଳ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ,
ଉତ୍କଳ କଂଗ୍ରେସ,
ଭାରତୀୟ ଲୋକଦଳ
ଜୀବନ ସାଥୀ ନଳିନୀଦେବୀ ରାଉତରାୟ
ସନ୍ତାନ ବିଜୟଶ୍ରୀ ରାଉତରାୟ

ନୀଳମଣି ରାଉତରାୟ (୨୪ ମଇ ୧୯୨୦ - ୪ ଅକ୍ଟୋବର ୨୦୦୪) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୭୭ ଠାରୁ ୧୯୮୦ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ ।[୩]

ସେ କେନ୍ଦ୍ରରେ ପ୍ରଥମେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ବିଶ୍ଵନାଥ ପ୍ରତାପ ସିଂହଙ୍କ ନେତୃତ୍ଵାଧୀନ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଥିଲେ । ୪ ଅକ୍ଟୋବର ୨୦୦୪ରେ ତାଙ୍କର ଦେହାନ୍ତ ହୋଇଥିଲା ।[୪][୫]

ରାଜନୈତିକ ଜୀବନ[ସମ୍ପାଦନା]

୧୯୬୭ ରୁ ୧୯୭୦ ପର୍ଯ୍ୟନ୍ତ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ପରେ ସେ ଉତ୍କଳ କଂଗ୍ରେସରେ ଯୋଗ ଦେଇ ଏହାର ସଭାପତି ହୋଇଥିଲେ । ଏହାପରେ ସେ ଭାରତୀୟ ଲୋକଦଳରେ ଯୋଗଦାନ କରି ଏହାର ରାଜ୍ୟ ଶାଖା ସଭାପତି ହୋଇଥିଲେ । ସେ ୧୯୮୯ ମସିହାରେ ଲୋକ ସଭାକୁ ନିର୍ବଚିତ ହୋଇଥିଲେ ।[୬]

ରଚନାବଳୀ[ସମ୍ପାଦନା]

  • ସ୍ମୃତି ଓ ଅନୁଭୁତି (୧୯୮୬): ଆତ୍ମଜୀବନି

ଆଧାର[ସମ୍ପାଦନା]

  1. "Brief History of Odisha Legislative Assembly Since 1937". ws.ori.nic.in. 2011. Retrieved 23 April 2012. NAME OF THE CHIEF MINISTERS OF Odisha 
  2. "Odisha Files: Shri Nilamani Routray". odishafiles.com. 2012. Retrieved 5 February 2013. born on 24th May 1920 to father Chandrasekhar Routray at Mukundpur of Balasore district. 
  3. "Former Orissa CM Nilamani Routray passes away - Deccan Herald". archive.deccanherald.com. 2004. Retrieved 5 February 2013. Routray was Chief Minister of the state between 1977 and 1980 and is a former union minister 
  4. "Nilamani Routray dead". The Hindu. October 5, 2004. 
  5. Nilamani Routray passes away, three-day state mourning in Orissa
  6. "Former Orissa Chief Minister Nilamani Routray passes away". Daily Excelsior. October 5, 2004. 
Preceded by
ବିନାୟକ ଆଚାର୍ଯ୍ୟ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୨୬ ଜୁନ ୧୯୭୭ –୧୭ ଫେବୃଆରୀ ୧୯୮୦
Succeeded by
ଜାନକୀ ବଲ୍ଲଭ ପଟ୍ଟନାୟକ