ବନବିହାରୀ ପଣ୍ଡା
ଦେଖଣା
ବନବିହାରୀ ପଣ୍ଡା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ବନବିହାରୀ ପଣ୍ଡା ୨ ମଇ ୧୯୪୦ |
| ମୃତ୍ୟୁ | ୨ ମାର୍ଚ୍ଚ ୨୦୧୭ (ବୟସ ୭୬) |
| ବୃତ୍ତି | କବି, ନାଟ୍ୟକାର |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଗେଷ୍ଟ ହାଉସ୍ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ |
ବନବିହାରୀ ପଣ୍ଡା (୨ ମଇ ୧୯୪୦ - ୨ ମାର୍ଚ୍ଚ ୨୦୧୭) ଜଣେ ଓଡ଼ିଆ କବି ଓ ନାଟ୍ୟକାର ଥିଲେ । ୧୯୯୫ ମସିହାରେ ତାଙ୍କ ରଚିତ ନାଟକ ଏକାଙ୍କିକା ଗେଷ୍ଟ ହାଉସ୍ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୧୯୬୩ ମସିହାର ଭାରତୀୟ ପୋଲିସ ସେବା ଅଧିକାରୀ ଥିଲେ, ଯିଏକି ପୋଲିସ୍ ଡିଜିପି ଭାବରେ କାର୍ଯ୍ୟ କରିଥିଲେ ।[୧]
ଜନ୍ମ
[ସମ୍ପାଦନା]ବନବିହାରୀ ପଣ୍ଡା ୧୯୪୦ ମସିହାର ମଇ ମାସର ୨ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଗେଷ୍ଟ ହାଉସ୍ (ନାଟକ ଏକାଙ୍କିକା)
ପୁରସ୍କାର
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]୨୦୧୭ ମସିହାର ମାର୍ଚ୍ଚ ୨ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Jaiswal, Binita (2 March 2017). "Odisha: Former DGP Bana Bihari Panda passes away | Cuttack News - Times of India". The Times of India (in English). Cuttack. Retrieved 21 January 2023.
{{cite news}}: CS1 maint: unrecognized language (link) CS1 maint: url-status (link) - ↑ "୧୯୯୨, ୧୯୯୩, ୧୯୯୪ ମସିହାରେ ପ୍ରକାଶିତ ୧୯୯୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 22 September 2022. Retrieved 21 January 2023.