ସୁରେନ୍ଦ୍ରନାଥ ଶତପଥୀ

ଉଇକିପିଡ଼ିଆ‌ରୁ
ସୁରେନ୍ଦ୍ରନାଥ ଶତପଥୀ
ବୃତ୍ତିଓଡ଼ିଶା ପ୍ରଶାସନିକ ସେବା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ସୁରେନ୍ଦ୍ରନାଥ ଶତପଥୀ ଜଣେ ଓଡ଼ିଆ ଭାଷାବିତ ଓ ସାହିତ୍ୟିକ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଭଳି ଅନେକ ସାହିତ୍ୟ ସମ୍ମାନର ଅଧିକାରୀ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ଉପନିଷଦ, ଯାତକ କଥା ଓ ରାମାୟଣ ଭଳି ଗ୍ରନ୍ଥକୁ ସେ ଅନୁବାଦ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ସୁରେନ୍ଦ୍ରନାଥ, ୮ଟି ଉପନ୍ୟାସ, ୩ଟି କ୍ଷୁଦ୍ରଗଳ୍ପ ସଂକଳନ, ୫ଟି ପ୍ରବନ୍ଧ ଓ ୨ଟି କବିତା ପୁସ୍ତକ ରଚନା କରିଛନ୍ତି । ସେ ଉପନିଷଦ, ରାମାୟଣ ଓ ଜାତକ କଥା ଆଦି ଗ୍ରନ୍ଥକୁ ସଂସ୍କୃତପାଲି ଭାଷାରୁ ଅନୁବାଦ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ଶର୍ମିଷ୍ଠା
  • କୁନ୍ତୀ
  • ମନ୍ଥରା
  • ଧର୍ମ ଓ ସଂସ୍କୃତି
  • ଯୋଜନଗନ୍ଧା
  • କୃଷ୍ଣା
  • ରାବଣ
  • କର୍ଣ୍ଣ
  • ଜାନକୀ
  • ବୌଦ୍ଧ ଜାତକ ଗଳ୍ପ
  • ସଂସ୍କାର ଓ ସଂସ୍କୃତି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "BHASHA SAMMAN AWARDEES". www.sahitya-akademi.gov.in. sahitya akademi. Retrieved 18 January 2022.
  2. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 18 January 2022.
  3. "'Bhasa Samman is an honour for my mother tongue'". www.newindianexpress.com. The New Indian Express. Retrieved 18 January 2022.