Jump to content

ଦେବକାନ୍ତ ମିଶ୍ର

ଉଇକିପିଡ଼ିଆ‌ରୁ
ଦେବକାନ୍ତ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1939-03-05) ୫ ମାର୍ଚ୍ଚ ୧୯୩୯ (ବୟସ ୮୭)
କଟକ, ଓଡ଼ିଶା
ବୃତ୍ତି
  • ଲେଖକ
  • ସାହିତ୍ୟିକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିଶତାବ୍ଦୀର ଆହ୍ୱାନ (ବିଜ୍ଞାନ ସାହିତ୍ୟ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ), ୧୯୮୧
ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୭

ଦେବକାନ୍ତ ମିଶ୍ର (ଜନ୍ମ: ୫ ମାର୍ଚ୍ଚ ୧୯୩୯) ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ପ୍ରଧ୍ୟାପକ, ଯିଏକି ୧୯୮୧ ମସିହାରେ ତାଙ୍କ ରଚିତ ପୁସ୍ତକ ଶତାବ୍ଦୀର ଆହ୍ୱାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

୧୯୩୯ ମସିହାର ମାର୍ଚ୍ଚ ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ସେ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟପଦାର୍ଥ ବିଜ୍ଞାନ ବିଭାଗର ପ୍ରଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।[]

ରଚନାବଳୀ

[ସମ୍ପାଦନା]
ବର୍ଷବହିପ୍ରକାଶକମନ୍ତବ୍ୟ
୧୯୬୭ମହାଶୂନ୍ୟ ବିଜ୍ଞାନ
ଫଟୋଗ୍ରାଫି
୧୯୭୧ଚନ୍ଦ୍ର ବିଜୟ
୧୯୭୨ପ୍ରାଚୀନ ଭାରତରେ ବିଜ୍ଞାନ
୧୯୭୩ପଦାର୍ଥ ବିଜ୍ଞାନ, ଭାଗ ୨
୧୯୭୪ବୈଜ୍ଞାନିକ ଜୀବନୀ, ଭାଗ ୨
୧୯୭୬ଚେତନାର ଉତ୍ତରଣ ଓ ମାନବ ଜାତିର ଭବିଷ୍ୟତ
ସମୟ
ବିଜ୍ଞାନ ଓ ବିଚାରବୋଧ
୧୯୭୮ଶତାବ୍ଦୀର ଆହ୍ୱାନଫ୍ରେଣ୍ଡସ୍ ପବ୍ଲିଶର୍ସ
୧୯୮୦ଦୁଇହଜାର ମସିହା ବେଳକୁ ବିଜ୍ଞାନ ଓ ଟେକ୍ନୋଲୋଜିର ସମ୍ଭାବ୍ୟ ରୂପରେଖ
୧୯୮୧ବିଜ୍ଞାନ ଓ ଜାତୀୟ ପ୍ରଗତି
ବ୍ଲାକ୍ ହୋଲ୍
ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ
୧୯୮୨ମାଇକ୍ରୋଇଲେକ୍‌ଟ୍ରୋନିକ୍‌ସ୍
୧୯୮୩ବିଜ୍ଞାନର ରୂପ
ଗାଲିଲିଓ ଗାଲିଲି
ମାଇକେଲ୍ ଫାରାଡେ
ୱାଟ୍‌ସନ୍
୧୯୮୭ବିଜ୍ଞାନ କାହା ପାଇଁ
ଦୈନନ୍ଦିନ ଜୀବନରେ ବିଜ୍ଞାନ
ହୋମି ଜାହାଙ୍ଗିର ଭାଭା
୧୯୮୮ଅମର ବୈଜ୍ଞାନିକ ଗ୍ରନ୍ଥମାଳା, ଭାଗ ୦୧
ଅମର ବୈଜ୍ଞାନିକ ଗ୍ରନ୍ଥମାଳା, ଭାଗ ୦୨
ଅମର ବୈଜ୍ଞାନିକ ଗ୍ରନ୍ଥମାଳା, ଭାଗ ୦୩
ଏନ୍‌ରିକୋ ଫର୍ମି
ହାଇଜେନ୍‌ବର୍ଗ
ନିଲ୍ ବୋର୍
୧୯୮୯ଆମ ଦେଶ ପାଇଁ ବିଜ୍ଞାନ
ବୈଜ୍ଞାନିକ ଚିନ୍ତନ
ଜୈବ ପ୍ରଯୁକ୍ତିବିଦ୍ୟା ଓ କମ୍ପ୍ୟୁଟର
ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ
ଗ୍ଲେନ୍ ସିବର୍ଗ
ଗ୍ରାଣ୍ଟ ବାଣ୍ଟିଙ୍ଗ
ଲାଇନସ୍ ପଲିଙ୍ଗ
ଲର୍ଡ ରଦରଫୋର୍ଡ
ମାକ୍ସ ପ୍ଲାଙ୍କ
ଓପେନ୍‌ହାଇମର୍
୧୯୯୦ଅଣୁ, ପରମାଣୁ ଓ ପରମାଣୁ ଶକ୍ତି
ଭାରତୀୟ ବୈଜ୍ଞାନିକମାନଙ୍କ ମହନୀୟ ଅବଦାନ
ଏକବିଂଶ ଶତାବ୍ଦୀର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
ପର୍ଯ୍ୟାବରଣୀୟ ମାନବବାଦ
ସୁବ୍ରମନ୍ୟନ ଚନ୍ଦ୍ରଶେଖର ଓ ଆବଦସ ସଲାମ
୧୯୯୧ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍
୧୯୯୨ମେଘନାଦ ସାହା
ସାମନ୍ତ ଚନ୍ଦ୍ରଶେଖର
୧୯୯୩ଆଧୁନିକ ଦୁନିଆର ପ୍ରତିଛବି
ଆମ ଜଙ୍ଗଲ ସମ୍ପଦ
ବିଜ୍ଞାନ ଓ ମାନବିକ ମୂଲ୍ୟବୋଧ
ଜୀବନର ଛନ୍ଦ
୧୯୯୫ଆମ ଦେଶରେ ବିଜ୍ଞାନର କରାମତି
ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା
ଇଲେକ୍‌ଟ୍ରୋନିକ୍‌ସ୍‌ର ଇତିବୃତ୍ତ
୧୯୯୭ସ୍ୱାଧୀନତା ପର ଓଡ଼ିଶା
୨୦୦୦ଆମ ଦେଶର ପରିବେଶର ଭବିଷ୍ୟତ
୨୦୦୩ସୌରଶକ୍ତିର କରାମତି
୨୦୦୪ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ପାଇଁ ବ୍ୟାପକ ପ୍ରସ୍ତୁତି
ସମସାମୟିକ ପଦାର୍ଥ ବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଦ୍ୟା
ଶନି ଓ ତାହାର ଉପଗ୍ରହ...
୨୦୦୫ଆଗାମୀ ଯୁଗର ଟେକ୍ନୋଲୋଜି
ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ଉତ୍ତର ଦାନ
ପ୍ରାଣକୃଷ୍ଣ ପରିଜା
ସୁପର୍ ହିରୋ
୨୦୦୬ପ୍ରାଣୀ ବିଜ୍ଞାନ ଓ ଜୈବ ପ୍ରଯୁକ୍ତି ବିଦ୍ୟା
୨୦୦୭ବିଜ୍ଞାନ ଜଗତର ଚଳନ୍ତି ଘଟଣା ପ୍ରବାହ
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମସାମୟିକ ଘଟଣା ପ୍ରବାହ
୨୦୦୮ନବସାକ୍ଷରଙ୍କ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
ମହାକାଶ ଯୁଗର ପ୍ରଥମ ପଚାଶ ବର୍ଷ
୨୦୨୦ବର୍ନ ଟୁ ବି ଏ ଲର୍ନର (ଇଂ)
ଆଇନ୍‌ଷ୍ଟାଇନ୍ ଓ ତାଙ୍କ ଯୁଗାନ୍ତକାରୀ ଉଦ୍ଭାବନ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 April 2024.
  2. ଦେବକାନ୍ତ ମିଶ୍ର (1978). ଶତାବ୍ଦୀର ଆହ୍ୱାନ (in Oriya).{{cite book}}: CS1 maint: unrecognized language (link)
  3. "LIST OF AWARDS". Rajdhani Book Fair. Archived from the original on 7 July 2022. Retrieved 5 April 2024.