ଚନ୍ଦ୍ରଶେଖର ରଥ
ଚନ୍ଦ୍ରଶେଖର ରଥ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ମାଲପଡ଼ା, ବଲାଙ୍ଗୀର | ୧୭ ଅକ୍ଟୋବର ୧୯୨୯
ମୃତ୍ୟୁ | ୯ ଫେବୃଆରୀ ୨୦୧୮ | (ବୟସ ୮୮)
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଚାରୁବାଳା ରଥ |
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮)[୧][୨] ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର,[୩] ପ୍ରାବନ୍ଧିକ[୪] ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।[୫]
ପରିବାର[ସମ୍ପାଦନା]
ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ଥିଲା କେଳେଇ ରଥ ଓ ମାତାଙ୍କ ନାମ ଥିଲା ଚମ୍ପା ଦେବୀ ।[୬] ତାଙ୍କ ପତ୍ନୀଙ୍କ ନାମ ଚାରୁବାଳା ରଥ ।[୭]
ରଚନବଳୀ[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
- ଯନ୍ତ୍ରାରୁଢ଼ (୧୯୬୭)[୮]
- ଅସୂର୍ଯ୍ୟ ଉପନିବେଶ (୧୯୭୪)
- ନବଜାତକ (୧୯୮୧)
କ୍ଷୁଦ୍ରଗଳ୍ପ ସଙ୍କଳନ[ସମ୍ପାଦନା]
- ଅନେକ ବନ୍ୟା ପରେ (୧୯୭୮)
- ଅଶ୍ୱାରୋହୀର ଗଳ୍ପ (୧୯୭୯)
- ସମ୍ରାଟ ଓ ଅନ୍ୟମାନେ (୧୯୮୦)
- ଅନ୍ୟ ଏକ ସକାଳ (୧୯୮୧)
- ସବୁଯାକ ସ୍ୱପ୍ନ (୧୯୮୪)
- ବାଘ ସବାର (୧୯୮୭)
- ଏତେ ପାଖରେ ସମୁଦ୍ର (୧୯୮୮)
- ପାହାଡ ଚଢା
- ବିକ୍ରୀ ପାଇଁ ଫୁଲମାଳ (୧୯୯୦)
- ସ୍ୱପ୍ନ ବାହାକ (୧୯୯୨)
- ସବୁଠାରୁ ଦୀର୍ଘ ରାତି (୧୯୯୪)
- କ୍ରମଶ ଗଭୀର ନଇ (୧୯୯୬)
- ଅନ୍ତିମ (୧୯୯୬)
- ଶିଖର ଲଙ୍ଘନ (୨୦୦୨)
- ନାଗାନ୍ତକ ବିଦ୍ୟା (୨୦୦୪)
- ସନ୍ଧିକାଳ (୨୦୦୭)
ନିବନ୍ଧ ସଙ୍କଳନ[ସମ୍ପାଦନା]
- ଦୃଷ୍ଟି ଓ ଦର୍ଶନ (୧୯୭୧)
- ଏ ଯେଉଁ ପୃଥିବୀ (୧୯୭୫)
- ମୁଁ ସତ୍ୟଧର୍ମା କହୁଛି (୧୯୭୭)
- ମଧୁସନ୍ଧାନ (୧୯୭୮)
- ଉତ୍ତର ଅରଣ୍ୟ (୧୯୭୦/୮୦)
- ଅଶ୍ରୁତ ସ୍ୱର (୧୯୮୧)
- କ୍ରୀତଦାସର ସ୍ୱପ୍ନ (୧୯୮୧)
- ରଥ ସପ୍ତକ (୧୯୮୫)
- ବିଶେଷ କଥନ (୨୦୦୫)
- ଲଘୁ ସଂହିତା (୨୦୧୨)
- ନିବନ୍ଧ ସଂଗ୍ରହ (୨୦୧୨)
- ଉନ୍ମୋଚିତ ଦିଗ୍ବଳୟ (୨୦୧୨)
କବିତା ସଙ୍କଳନ[ସମ୍ପାଦନା]
- ତୁମ ପାଇଁ ପକ୍ଷୀଗାନ (୨୦୦୦)
- ଆଗକୁ ବନସ୍ତ (୨୦୦୨)
- ମୋ ଘର ବହୁତ ଦୂର (୨୦୧୨)
ଅନ୍ୟାନ୍ୟ ସଙ୍କଳନ[ସମ୍ପାଦନା]
- ଅତିବଡ଼ୀ ଶ୍ରୀମଦ୍ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
- ରିଚାର୍ଡ ବାକ୍ଙ୍କ ଜନାଥନ୍ ସି’ଗଲ୍ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
- ପାଠଚକ୍ର ଡାଏରୀ (୨୦୦୨)
- ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ପଦ୍ମଶ୍ରୀ, ୨୦୧୮[୯]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭[୧୦]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୦[୧୧][୧୨]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧୩]
- ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ନିମନ୍ତେ, ୧୯୭୭
- ଅଶ୍ରୁତ ସ୍ୱର ପ୍ରବନ୍ଧ ଓ ସମାଲୋଚନା ନିମନ୍ତେ, ୧୯୭୮
- ଶାରଳା ପୁରସ୍କାର, ୧୯୮୨[୧୪]
- ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୫]
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୧ [୧୬]
- ପ୍ରଜାତନ୍ତ୍ର ବିଷୁବ ପୁରସ୍କାର, ୧୯୬୩ [୧୭]
- ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୦୮
- ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୧୨
ଆଧାର[ସମ୍ପାଦନା]
- ↑ http://www.indianautographs.com/productdetail-111195.html
- ↑ "Odisha Sahitya Akademi declares Atibadi Jagannath Das Award". odishatime.com. Retrieved 31 December 2016.
- ↑ Chandra Sekhar Rath (2003). Chandrasekhar Rath: Stories. Grassroots. ISBN 978-81-89040-06-2. Retrieved 3 August 2013.
- ↑ Amaresh Datta (1988). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1. Retrieved 3 August 2013.
- ↑ ଦ୍ୱିବେଦୀ, ଅଭୟ (୮ ଅକ୍ଟୋବର ୨୦୧୪). "ଡେଙ୍ଗା ମଣିଷ ଚନ୍ଦ୍ରଶେଖର". ସମାଜ. Retrieved 9 October 2014.
{{cite news}}
: Check date values in:|date=
(help) - ↑ "ବ୍ୟକ୍ତିତ୍ୱ". ନିତିଦିନ ୧୦/୦୨/୨୦୧୮ ଫେବୃଆରୀ ୧୦. Retrieved 7 March 2018.
- ↑ "ପଦ୍ମଶ୍ରୀ". ଧରିତ୍ରୀ ୦୩/୦୪/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. Retrieved 3 April 2018.
- ↑ Chandrasekhar Rath; Jatindra Kumar Nayak (6 January 2009). Astride the Wheel: Yantrarudha. Oxford University Press, Incorporated. ISBN 978-0-19-806221-9. Retrieved 3 August 2013.
- ↑ "Four from Odisha get Padma Shri". ଟାଇମ୍ସ ଅଫ ଇଣ୍ଡିଆ. 26 January 2018. Retrieved 26 January 2018.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021.
{{cite web}}
: Check date values in:|accessdate=
(help) - ↑ "State Sahitya Akademi winner snubs award - The Times of India". indiatimes.com. 2013. Retrieved 15 July 2013.
The recipients of the highest literary award of the state are noted writer Chandrasekhar Rath for 2010
- ↑ "Atibadi award declared for past 3 yrs". dailypioneer.com. 2013. Retrieved 15 July 2013.
Chandrasekhar Rath, Gaganendranath Das and Brajanath Rath for the prestigious Atibadi Jagannath Das Award for the year 2010, 2011 and 2012, respectively
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 December 2016.
- ↑ ଶାରଳା ପୁରସ୍କାର ବିଜେତାଙ୍କ ତାଲିକା
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୮ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "Odisha: Sahitya Bharati Samman for Chandrasekhar Rath, Odisha Current News, Orissa Latest Headlines". orissadiary.com. 2012. Retrieved 15 July 2013.
Chandrasekhar Rath would receive the prestigious Sahitya Bharati Samman-2011
- ↑ http://www.odiasahitya.com/featured/chandrasekhara-rathanka-sahita-sakhyatakara/