ଜ୍ଞାନପୀଠ ପୁରସ୍କାର
ଜ୍ଞାନପୀଠ ପୁରସ୍କାର | ||
ପୁରସ୍କାର ତଥ୍ୟ | ||
---|---|---|
ଶ୍ରେଣୀ | ସାହିତ୍ୟ (ସ୍ୱତନ୍ତ୍ର) | |
ସ୍ଥାପିତ | ୧୯୬୧ | |
ପ୍ରଥମେ ଦିଆଗଲା | ୧୯୬୫ | |
ଶେଷଥର ଦିଆଯାଇଛି | ୨୦୧୧[୧] | |
ମୋଟ ପୁରସ୍କୃତ | ୪୭ (୫୨ ବ୍ୟକ୍ତି) | |
ଦାତା | ଭାରତୀୟ ଜ୍ଞାନପୀଠ | |
ବର୍ଣ୍ଣନା | ଭାରତର ସାହିତ୍ୟ ସମ୍ମାନ | |
ପ୍ରଥମ ପୁରସ୍କୃତ | ଜି. ଶଙ୍କର କୁରୁପ | |
ଶେଷଥର ପୁରସ୍କୃତ | ପ୍ରତିଭା ରାୟ |

ଜ୍ଞାନପୀଠ ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଉଥିବା ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ।[୨] ସାହିତ୍ୟ ଅକାଦେମୀ ଫେଲୋସିପ ସହିତ[୩] ଏହା ଦେଶର ଦୁଇ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ।[୪] ଏହା ୧୯୬୧ ମସିହାରେ ଆରମ୍ଭ ହୋଇଥିଲା । ଏହାର ଅନୁମୋଦିତ ଯୋଗ୍ୟତା ଅନୁସାରେ କେବଳ ୨୨ ଗୋଟି ସମ୍ବିଧାନ-ସ୍ୱୀକୃତ ଭାଷାରେ ଲେଖୁଥିବା ଭାରତୀୟ ନାଗରିକଗଣ ଏହି ପୁରସ୍କାର ପାଇପାରିବେ । ଟାଇମ୍ସ ଅଫ ଇଣ୍ଡିଆ ଖବରକାଗଜର ପ୍ରକାଶକ ସାହୁ ଜୈନ ପରିବାରଙ୍କଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଇଥାଏ ।
ଓଡ଼ିଆ ଜ୍ଞାନପୀଠ ପୁରସ୍କାର ବିଜେତାଗଣ[ସମ୍ପାଦନା]
ବର୍ଷ | ପୁରସ୍କୃତ | ଆଧାର |
---|---|---|
୧୯୭୩ (୯ମ) |
ଗୋପୀନାଥ ମହାନ୍ତି | [a][୬] |
୧୯୮୬ (୨୨ତମ) |
ସଚ୍ଚିଦାନନ୍ଦ ରାଉତରାୟ | [୭] |
୧୯୯୩ (୨୯ତମ) |
ସୀତାକାନ୍ତ ମହାପାତ୍ର | [୮] |
୨୦୧୧ (୪୭ତମ) |
ପ୍ରତିଭା ରାୟ | [୯] |
ଆଧାର[ସମ୍ପାଦନା]
- ↑ "Oriya novelist is Jnanpith award winner - Indian Express". indianexpress.com. 2012. Retrieved 28 December 2012.
Jnanpith Award for the year 2011
- ↑ "ଜ୍ଞାନପୀଠଆୱାର୍ଡ଼" (HTML) (in ଇଂରାଜୀ). ଚେନ୍ନାଇ ନେଟୱର୍କ.
{{cite web}}
: Unknown parameter|accessmonthday=
ignored (help); Unknown parameter|accessyear=
ignored (|access-date=
suggested) (help) - ↑ Report from The Hindu, January 2007. Noted writer Manoj Das (in January 2007) "received the country's highest literary honour – Sahitya Akademi Fellowship."
- ↑ Parvathi Menon (1999). "The multi-faceted playwright". Frontline. 16 (3).
- ↑ "Jnanpith Laureates". Bharatiya Jnanpith. Archived from the original on 14 July 2016. Retrieved 20 May 2016.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;outlook1965-2001
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Sachidananda Routray passes away". The Hindu. Bhubaneswar. 22 August 2004. Archived from the original on 3 February 2018. Retrieved 22 May 2016.
- ↑ Srivastava, K. K. (1 March 2015). "The Spirit of Poetry". The Pioneer. Bangalore. Archived from the original on 1 July 2016. Retrieved 22 May 2016.
- ↑ "Speech by the President of India, Shri Pranab Mukherjee at the presentation of 47th Jnanpith Award to Dr. Pratibha Ray" (Press release). Press Information Bureau, India. 22 May 2013. Archived from the original on 10 June 2016. Retrieved 20 May 2016.
ବାହାର ଲିଙ୍କ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ଜ୍ଞାନପୀଠ ପୁରସ୍କାର
ବାବଦରେ ମାଧ୍ୟମ ରହିଛି ।
- Jnanpith Laureates Official listings Jnanpith Website
- Official Jnanpith Website
- List of winners
- List of award winners in hindi
- List of Jnanpith Award Winners
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।