ପଞ୍ଚାନନ ମିଶ୍ର

ଉଇକିପିଡ଼ିଆ‌ରୁ
ପଞ୍ଚାନନ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୫୦
ନୟାଗଡ଼ ଜିଲ୍ଲା
ମୃତ୍ୟୁ୧୨ ଫେବୃଆରୀ ୨୦୨୨
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫

ପଞ୍ଚାନନ ମିଶ୍ର (୧୯୫୦ - ୧୨ ଫେବୃଆରୀ ୨୦୨୨)[୧] ଜଣେ ଓଡ଼ିଆ ପ୍ରାବନ୍ଧିକ, ସମାଲୋଚକ ଓ କବି ଥିଲେ ।[୨] ତାଙ୍କ ସମାଲୋଚନା ପୁସ୍ତକ ସାହିତ୍ୟ ସମାଲୋଚନା : ତାତ୍ତ୍ୱିକ ଓ ପ୍ରାୟୋଗିକ ପ୍ରସଙ୍ଗ ପାଇଁ ତାଙ୍କୁ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩] କବିତାରୁ ନିଜର ସାହିତ୍ୟ ସର୍ଜନା ଆରମ୍ଭ କରିଥିବା ପଞ୍ଚାନନ, କ୍ରମଶଃ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟକୁ ଆବୋରୀ ଥିଲେ ।

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ଅନ୍ଧାରେ ଆଲୋକ ରାସ
  • ସୀତାଙ୍କ ଶେଷ ରାତି
  • ପୁରୁରବାର ପୂର୍ବରାଗ
  • କବିତା କଦମ୍ବ
  • ଉଲଗ୍ନ ଆକାଶ
  • ଆଦିନାରୀ
  • ପରକାୟା ପରକୀୟା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା), ୨୦୧୫[୪]

ଆଧାର[ସମ୍ପାଦନା]

  1. "ପ୍ରଫେସର ପଞ୍ଚାନନ ମିଶ୍ରଙ୍କ ପରଲୋକ". ସମ୍ବାଦ. ୧୩ ଫେବୃଆରୀ ୨୦୨୨. p. ୫. Archived from the original on ୫ ମାର୍ଚ୍ଚ ୨୦୨୨. Retrieved 5 March 2022. {{cite web}}: Check date values in: |date= and |archivedate= (help)
  2. "ପ୍ରାପ୍ତିରେ ଅପ୍ରାପ୍ତିବୋଧର ଯନ୍ତ୍ରଣା ଜୀବନ ସାରା ଭୋଗୁଥିବା ମଣିଷଟି ଜଣେ ଲେଖକ : ପଞ୍ଚାନନ ମିଶ୍ର". ଓଡ଼ିଶା ସମ୍ବାଦ. Retrieved 5 March 2022.
  3. "ସାକ୍ଷାତକାର  : ଡକ୍ଟର ପଞ୍ଚାନନ ମିଶ୍ର". No. ସମ୍ବାଦ ୧୩/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୬. Archived from the original on 14 December 2020. Retrieved 14 December 2020.
  4. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Archived from the original on 14 December 2020. Retrieved 14 December 2020.

Lua error in package.lua at line 80: module 'Module:Authority control/config' not found.