ଜ୍ଞାନୀନ୍ଦ୍ର ବର୍ମା
Appearance
ଜ୍ଞାନୀନ୍ଦ୍ର ବର୍ମା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୧୬ |
ମୃତ୍ୟୁ | ୧୭ ଜୁନ ୧୯୯୦ |
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଜ୍ଞାନୀନ୍ଦ୍ର ବର୍ମା (୧୯୧୬- ୧୭ ଜୁନ ୧୯୯୦)[୧]ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ ।
ରଚନାବଳୀ
[ସମ୍ପାଦନା]ଜ୍ଞାନୀନ୍ଦ ବର୍ମାଙ୍କ ଲିଖିତ କିଛି ରଚନାବଳୀ ହେଲା:[୨]
- ଏକ ରାତ୍ରି
- ବୋଲେ ହୁଟି
- କଲରେଇ ଫୁଲ
- ଜୟଦେବର ନୁତନ କବିତା
- ଅନନ୍ୟ ପରିକ୍ରମା
- ଏବଂ ଚନ୍ଦ୍ରର ଫସିଲ ଓ ବୃହନ୍ନଳା
- ମଧ୍ୟାହ୍ଣ
- ଉତ୍ତର କ୍ରାନ୍ତି
- ଏଲୋରାର ଛାୟାବିଥି
- ଅରଣ୍ୟର କୁଜ୍ଝଟିକା
- ତମସୋ ମା ଜ୍ୟୋତିର୍ଗମୟ
ଅନୁବାଦ
[ସମ୍ପାଦନା]ସେ ଏଜରା ପାଉଣ୍ଡ, ବାଲ୍ଟ ହ୍ୱାଇଟମ୍ୟାନ, ଟି. ଏସ. ଇଲିଅଟ, ଏମିଲି ଜୋଲା ଓ ମରିସ ମେଟର୍ଲିଙ୍କ କବିତା ଅନୁବାଦ କରିଥିଲେ ।[୩]
- ଅନ୍ୟାନ୍ୟ କବିତା, ମୂଳ ଲେଖା: Other Poems
- ଆଲଫ୍ରେଡ଼ ପୃଫ୍ରୋକଙ୍କ ପ୍ରେମ ସଙ୍ଗୀତ, ମୂଳ ଲେଖା: The Love Song of Alfred Prufrock
- ଜରାଗମ, ମୂଳ ଲେଖା: Gerontion
- ବୁଧବାର ଉପାସନା, ମୂଳ ଲେଖା: Ash-Wednesday
- ଜ୍ଞାନ ତପସ୍ୱୀଙ୍କ ଅଭିଯାତ୍ରା, ମୂଳ ଲେଖା: The Journey of the Magi
- ମେରିନା, ମୂଳ ଲେଖା: Marina
- ପ୍ରକୃତି ଚିତ୍ର, ମୂଳ ଲେଖା: Landscapes
- ନିଉ ହାମ୍ପଶାୟର, ମୂଳ ଲେଖା: New Hampshire
- ଭିର୍ଜିନିଆ: ମୂଳ ଲେଖା: Virginia
- ଉସ୍କ, ମୂଳ ଲେଖା: Usk
- ପାହାଡ଼ ନାଟକର ଦୁଇଟି ମିଳିତ କଣ୍ଠଗାନ, ମୂଳ ଲେଖା: Two Choruses From the Rock
- ପୋଡ଼ାଭୂଇଁ, ୧୯୫୬; ଇଲିଅଟଙ୍କ ଲିଖିତ ଇଂରାଜୀ ବହି "The Waste Land"ର ଓଡ଼ିଆ ଅନୁବାଦ।[୪]
- ଅନ୍ୟାନ୍ୟ କବିତା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୫୮ 'ସ୍ୱର୍ଣ୍ଣ ଯୁଗର ସନ୍ଧାନ' ପୁସ୍ତକ ନିମନ୍ତେ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୫୮ 'ଏଜରା ପାଉଣ୍ଡ କବିତା' ପୁସ୍ତକ ନିମନ୍ତେ[୫]
ଆଧାର
[ସମ୍ପାଦନା]- ↑ "ସାମ୍ବାଦିକ, ସାହିତ୍ୟିକ ଜ୍ଞାନୀନ୍ଦ୍ର". ସମ୍ବାଦ. ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼. Retrieved 17 June 2015.
- ↑ "Verma, Jnanindra 1916 - .*". Open Library. Retrieved 17 June 2015.
- ↑ Jena, Bidyut Bhusan. "Modern Oriya Literature and Translation Practices" (61: May Jun 2015). Archived from the original on 16 March 2012. Retrieved 17 June 2015.
{{cite journal}}
: Cite journal requires|journal=
(help) - ↑ Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.