ପରେଶ କୁମାର ପଟ୍ଟନାୟକ
ଦେଖଣା
ପରେଶ କୁମାର ପଟ୍ଟନାୟକ | |
|---|---|
| ଜନ୍ମ | ୧୯୬୦ ଛଣଗିରି, ଖୋର୍ଦ୍ଧା |
| ଜାତୀୟତା | ଭାରତୀୟ |
ପରେଶ କୁମାର ପଟ୍ଟନାୟକ, ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୧] ସେ ୧୯୬୦ ମସିହାରେ ନିଜ ମାମୁଁଘର ଗାଁ ଖୋର୍ଦ୍ଧା ଜିଲ୍ଲାର ଛଣଗିରିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ପୁରୀ ଜିଲ୍ଲାର ବାଣପୁରର ଖଜୁରିଆ ।
ରଚନାବଳୀ
[ସମ୍ପାଦନା]ପରେଶଙ୍କର ଅନେକ ଗଳ୍ପ ସଂକଳନ,ଉପନ୍ୟାସ ଓ ଶିଶୁ ସାହିତ୍ୟ ପ୍ରକାଶ ପାଇସାରିଛି ।
ଗଳ୍ପ ସଂକଳନ
|
ଉପନ୍ୟାସ
ଶିଶୁସାହିତ୍ୟ
|
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL070
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଜୁଲାଇ ୯-୨୨, ୨୦୧୬ ପୃଷ୍ଠା ୪. Retrieved 11 July 2016.
- ↑ http://www.orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧.
{{cite web}}: Check date values in:|accessdate=(help) - ↑ "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪. ଧରିତ୍ରୀ. Retrieved 10 June 2019.[permanent dead link]