ମନୋରମା ବିଶ୍ୱାଳ ମହାପାତ୍ର

ଉଇକିପିଡ଼ିଆ‌ରୁ
ମନୋରମା ବିଶ୍ୱାଳ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1948-11-27) ୨୭ ନଭେମ୍ବର ୧୯୪୮ (ବୟସ ୭୪)
ଜଗାଇ, ବାଲେଶ୍ୱର ଜିଲ୍ଲା
ସମାଧି ସ୍ଥଳଭୁବନେଶ୍ୱର
ବୃତ୍ତିଅଧ୍ୟାପନା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାପି.ଏଚ.ଡି.
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ, କଲିକତା
ସମୟଆଧୁନିକ ଯୁଗ
ଶୈଳୀକବିତା, ପ୍ରବନ୍ଧ, ଶିଶୁସାହିତ୍ୟ
ସାହିତ୍ୟ କୃତିଫାଲଗୁନି ତିଥିର ଝିଅ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦସ୍ତଖତବାଲେଶ୍ୱରର ଶାନ୍ତିକାନନଠାରେ ନିଆଯାଇଥିବା ଦସ୍ତଖତ

ମନୋରମା ବିଶ୍ୱାଳ ମହାପାତ୍ର (ଜନ୍ମ ୨୭ ନଭେମ୍ବର ୧୯୪୮)[୧] ଜଣେ ଓଡ଼ିଆ କବୀ, ଗାଳ୍ପିକା, ଔପନ୍ୟାସିକା ଓ ଶିଶୁସାହିତ୍ୟିକା । ଓଡ଼ିଆ ସାହିତ୍ୟରେ ନାରୀ ଓ ନାରୀପଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଅନେକ ସାହିତ୍ୟ ସେ ତିଆରି କରିଛନ୍ତି । [୨] ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ, ତାଙ୍କ ରଚିତ ପ୍ରଥମ କବିତା ସଂକଳନ 'କିଶଳୟ' ପ୍ରକାଶ ପାଇଥିଲା ।

ଜୀବନକାଳ[ସମ୍ପାଦନା]

ମନୋରମା ବାଲେଶ୍ୱର ଜିଲ୍ଲାରେ ଥିବା ଜଗାଇ ଗାଁରେ ନଭେମ୍ବର ୨୭, ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତାର ଶାନ୍ତିନିକେତନଠାରେ ଶିକ୍ଷାଲାଭ କରିଥିଲେ । ସେ ଭୁବନେଶ୍ୱରର ବି.ଜେ.ବି ମହାବିଦ୍ୟାଳୟରେ ପ୍ରାଧ୍ୟାପିକା ଭାବରେ କାମ କରିଥିଲେ । ଗୀତିକାର ଭାବରେ ମନୋରମା ବିଶ୍ୱାଳ ମହାପାତ୍ରଙ୍କର 'ଅଧାଲେଖା ଚିଠି' ନାମରେ ଏକ ଆଲବମ ପ୍ରସ୍ତୁତ ହୋଇ ଲୋକପ୍ରିୟ ହୋଇପାରିଛି [୩]। ତାଙ୍କ କବିତା ସଙ୍କଳନକୁ ତାମିଲ ଭାଷାରେ ଅନୁବାଦ କରି, ବିଶିଷ୍ଟ ଅନୁବାଦକ ଇନ୍ଦ୍ରନ (ବି. ଜି. ରାଜେନ୍ଦ୍ରନ) ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । [୪] ସେ ଗ୍ରୀସରେ ଅନୁଷ୍ଠିତ ବିଶ୍ୱ କବି କଂଗ୍ରେସ ସେମିନାରରେ ଯୋଗଦାନ କରିଛନ୍ତି । [୫]

ରଚନାବଳୀ[ସମ୍ପାଦନା]

ମାନ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "DR. MANORAMA BISWAL MOHAPATRA". orissadiary.com. Retrieved 26 November 2016.
  2. G K Das : Face Book of Oriya Literary Culture . G K Das.
  3. http://www.odiamusic.com/Category/CategoryResult.php?first=5&second=Adha%20Lekha%20Chithi
  4. http://www.thehindu.com/news/states/tamil-nadu/article3342549.ece?css=print
  5. Manorama Biswal Mohapatra. Odisha360.com. Feb 14, 2011
  6. http://www.odiasahitya.com/featured/dr-manorama-biswal-mohapatranka-sahita-sakhyatkar/
  7. Vat-varsa aye to.. (hindi). Vani Prakashan/Rightbook.in
  8. Dr. Manorama biswal Mohapatra. Orissadiary.com
  9. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". orissasahityaakademi.org. Retrieved 26 November 2016.
  10. "Manorama Biswal Mohapatra". nuaodisha.com. Retrieved 26 November 2016.
  11. http://www.hindu.com/2010/08/02/stories/2010080254690300.htm