ମମତା ଦାଶ

ଉଇକିପିଡ଼ିଆ‌ରୁ
ମମତା ଦାଶ
Born (1947-10-04) ୪ ଅକ୍ଟୋବର ୧୯୪୭ (ବୟସ ୭୬)
Nationality ଭାରତୀୟ
Alma materରେଭେନ୍ସା ବାଳିକା ବିଦ୍ୟାଳୟ
Known forସାହିତ୍ୟିକ
Parentରାମଚନ୍ଦ୍ର ମହାପାତ୍ର
ପଙ୍କଜମାଳା
Awardsଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ

ମମତା ଦାଶ (ଜନ୍ମ: ୪ ଅକ୍ଟୋବର ୧୯୪୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୀ ଓ ଅନୁବାଦକ ।[୨] କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଅନୁବାଦ ଓ କବିତା[୩] ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ମମତାଙ୍କ ପିତା ଥିଲେ ଡାକ୍ତର ରାମଚନ୍ଦ୍ର ମହାପାତ୍ର ଓ ମାତା ପଙ୍କଜମାଳା । ସେମାନେ ଥିଲେ ୫ ଭଉଣୀ ଓ ୩ ଭାଇ । ଜଗତସିଂହପୁରରେ ସେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତାପରେ କଟକର ରେଭେନ୍ସା ବାଳିକା ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପିଲାଦିନୁ ସେ ନାଚ, ଗୀତ ଓ ଅଭିନୟରେ ରୁଚି ରଖୁଥିଲେ । କବିତା ଲେଖି ସେ ମୀନାବଜାର ଆଦି ପତ୍ରିକାକୁ ପଠାଉଥିଲେ ଓ ତାହା ଛପା ଯାଉଥିଲା ।[୪]

ଓଡ଼ିଆ ସାହିତ୍ୟକୁ ଅବଦାନ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ ( ଏକତ୍ର ଚନ୍ଦ୍ରସୂର୍ଯ୍ୟ ପାଇଁ )[୬]
  • ବିଷୁବ ପୁରସ୍କାର, ୨୦୨୨ [୭] (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଝଙ୍କାର ପୁରସ୍କାର (କବିତା), ୨୦୦୧[୮](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୧୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୪ (୩୪ତମ ଭୁବନେଶ୍ୱର ପୁସ୍ତକମେଳା)
  • ଧରିତ୍ରୀ ସମ୍ମାନ - ୧୯୮୯
  • ଭାରତ ନାୟକ ସ୍ମୃତି ସମ୍ମାନ - ୧୯୮୯
  • ଇସ୍ତାହାର ସମ୍ମାନ - ୨୦୧୧
  • ବର୍ଣ୍ଣମାଳା ପୁରସ୍କାର - ୧୯୮୭
  • ଗୋକର୍ଣ୍ଣିକା ସମ୍ମାନ - ୧୯୮୮
  • ଚେତାବନୀ ସାହିତ୍ୟ ସଂସଦ ପୁରସ୍କାର - ୧୯୯୧
  • ଜୀବନ ରଂଗ ସମ୍ମାନ[୯]

ଆଧାର[ସମ୍ପାଦନା]

  1. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ମେ ୩୦ - ଜୁନ ୧୨ପୃଷ୍ଠା ୬. Retrieved 1 June 2018.
  2. Jagannātha Prasāda Dāsa; Arlene Zide (1992). Under a silent sun: a selection of Oriya women's poems. Vikas Pub. House.
  3. http://www.telegraphindia.com/1140704/jsp/odisha/story_18579388.jsp#.VNHHSSwwDSg
  4. "ସ୍ମରଣୀୟ ପିଲାଦିନ". No. ନିତିଦିନ ନଜର ୨୪ ନଭେମ୍ବର ୨୦୧୯ ପୃଷ୍ଠା ୨. ନିତିଦିନ. Archived from the original on 2020-04-26. Retrieved 28 November 2019.
  5. "'ମାୟାନ୍ଧକାର' ଲୋକାର୍ପିତ" (PDF). ନିତିଦିନ ୨୭/୦୩/୨୦୧୮ ପୃଷ୍ଠା ୪. Retrieved 1 June 2018.[permanent dead link]
  6. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  7. "ସାମ୍ୟ, ମୈତ୍ରୀ ଓ ଭ୍ରାତୃତ୍ୱର କଥା କହୁ ସାହିତ୍ୟ". ପ୍ରଜାତନ୍ତ୍ର. ୧୫ ଅପ୍ରେଲ ୨୦୨୨. p. ୧. Archived from the original on ୧୫ ଅପ୍ରେଲ ୨୦୨୨. Retrieved 15 April 2022. {{cite web}}: Check date values in: |date= and |archivedate= (help)
  8. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୦ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  9. ପ୍ରମେୟ ସାହିତ୍ୟ ସପ୍ତାହ ୦୧-୦୭ ଫେବୃଆରୀ ୨୦୧୫ ପୃଷ୍ଠା ୨୩