କନକ ମଞ୍ଜରୀ ମହାପାତ୍ର
Appearance
କନକ ମଞ୍ଜରୀ ମହାପାତ୍ର | |
---|---|
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଚକ୍ରଧର ମହାପାତ୍ର |
ସନ୍ତାନ | ମନୋଜ ମଞ୍ଜରୀ ମିଶ୍ର |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
କନକ ମଞ୍ଜରୀ ମହାପାତ୍ର ଓଡ଼ିଆ ଭାଷାର ଜଣେ ଶିଶୁ ସାହିତ୍ୟିକା ଥିଲେ ।[୧] ତାଙ୍କର ଲେଖନୀ କାଳ ଥିଲା ବିଂଶ ଶତାବ୍ଦୀ ମଧ୍ୟ ଭାଗ ।
ଗାଉଁଲି ଗୀତ ସଂଗ୍ରାହିକା
[ସମ୍ପାଦନା]କେବଳ ଶିଶୁ ସାହିତ୍ୟିକା ରୂପେ ନୁହଁ, ଓଡ଼ିଆ ଗାଉଁଲି ଗୀତର ସଂଗ୍ରାହିକା ଭାବରେ ସେ ପରିଚିତା ଥିଲେ । ସ୍ୱାମୀ ଚକ୍ରଧର ମହାପାତ୍ରଙ୍କ[୨] ସହ ଗାଉଁଲି ଗୀତ ସଂଗ୍ରହ କରିବାରେ ତାଙ୍କ ଜୀବନର ଅନେକ ଦିନ ବିତି ଯାଇଥିଲା ।
ଗଳ୍ପ ପୁସ୍ତକ
[ସମ୍ପାଦନା]କନକ ମଞ୍ଜରୀ ମହାପାତ୍ର ଦୁଇଟି ଗଳ୍ପ ପୁସ୍ତକ ଲେଖି ଯାଇଛନ୍ତି । ସେଗୁଡିକ ହେଲା:
ପୁସ୍ତକ ଦୁଇଟି ୧୯୫୭ରେ ପ୍ରଥମେ ପ୍ରକାଶିତ ହୋଇଥିଲା । କଳିଙ୍ଗ କାହାଣୀ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୬-୫୮ରେ ପାଇଥିଲେ । [୫]
ତାଙ୍କର ଏହି ଗଳ୍ପଗୁଡ଼ିକ କଳିଙ୍ଗର ସାଧବ କନ୍ୟା, ରାଜକୁମାରୀମାନଙ୍କ ଉପରେ ଲିଖିତ ଥିଲା ଓ ସେମାନଙ୍କୁ ସାହାସିନୀ ଓ ବୀରାରମଣୀ ଭାବରେ ପରିଚିତ କରାଏ । ଏ କାହାଣୀଗୁଡ଼ିକ ମଧ୍ୟ ଓଡ଼ିଶାର ଅତୀତର ଐତିହ୍ୟ, ନୌବାଣିଜ୍ୟ, ରାଜନୀତି, ଲୋକଜୀବନ ଓ ଲୋକସଂସ୍କୃତିର ଚିତ୍ର ଉପସ୍ଥାପନା କରଂତି ।
ପୁରସ୍କାର ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୯(କଳିଙ୍ଗ କାହାଣୀ ପାଇଁ)
ଆଧାର
[ସମ୍ପାଦନା]- ↑ ORISSA REFERENCE MANNUAL: ORISSA SAHITYA ACADEMY AWARDED BOOKS AND WRITERS (PDF). Government of Odisha. 2005.
- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ The Indian P.E.N. P.E.N. All-India Centre. 1962.
- ↑ ମହାପାତ୍ର, କନକ ମଞ୍ଜରୀ (1990). ଉତ୍କଳ କାହାଣୀ. Balubazar Cuttack-2: Cuttack Students' Store. p. 123.
{{cite book}}
: CS1 maint: location (link) - ↑ http://odishasahityaakademi.org/sahitya-award.php