ସୁଚେତା ମିଶ୍ର
Jump to navigation
Jump to search
ସୁଚେତା ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(ଅର୍ଥନୀତି), ବିଏଡ଼ |
ଜୀବିକା | ଅଧ୍ୟାପନା |
ଜଣାଶୁଣା କାମ | ଅଜନ୍ମା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ |
ସୁଚେତା ମିଶ୍ର(୧୪ ନଭେମ୍ବର ୧୯୬୫), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୨୦୧୩ ମସିହାରେ ନିଜ କବିତା ପୁସ୍ତକ ଅଜନ୍ମା ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[୧]
ରଚନାବଳୀ[ସମ୍ପାଦନା]
- ଅଜନ୍ମା - ୨୦୧୨(ସାହିତ୍ୟ ଶ୍ୱେତାପଦ୍ମା)
- ନିଜ ନିଜ କୁରୁକ୍ଷେତ୍ର - ୨୦୦୫(ଅପୂର୍ବା)
- ଶବ୍ଦମାନେ ମୋର - ୨୦୧୧(ପଶ୍ଚିମା ପବ୍ଲିକେଶନ୍ସ)
- ଅସୀମା (ସୁଚେତା ମିଶ୍ର ଏବଂ ସୀତେଶ ତ୍ରିପାଠୀଙ୍କଦ୍ୱାରା ସମ୍ପାଦିତ) - ୨୦୧୪(ତୃପ୍ତି)
- ଅକାଳ = ଟୁକୁଡ଼ାଏ ଖରା - ୨୦୦୪(ଅଧ୍ୟୟନ)
- ଗୋଟିଏ ସକାଳର କଥା - ୨୦୧୧(ସମନ୍ୱୟ)
- କବିତା କାହା ପାଇଁ - ୨୦୦୨(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ପାପୁଲି ବାହାରେ ଭାଗ୍ୟରେଖା - ୨୦୧୧(ଏଥେନା ବୁକ୍ସ୍)[୨]
- ଉତ୍ତରପକ୍ଷ - ୧୯୯୬
- ଅସୀମା(ଗଳ୍ପ ସଂକଳନ) - ୨୦୦୨
- ଟୁକୁଡାଏ ଖରା - ୨୦୧୧
- ପୂର୍ବରଙ୍ଗ - ୧୯୯୧
- ଶିଳାଲିପି - ୧୯୯୫
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ ('ଅଜନ୍ମା'ପାଇଁ)[୩]
- ସତ୍ୟବାଦୀ ପ୍ରତିଭା ସମ୍ମାନ - ୨୦୧୯[୪]
- ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନ - ୧୯୯୩
- ଅଭିନନ୍ଦିକା ସମ୍ମାନ - ୧୯୯୪
- ବସନ୍ତ ମୁଦୁଲୀ କବିତା ପୁରସ୍କାର - ୧୯୯୫
- ରାଜ୍ୟ ଯୁବ ପୁରସ୍କାର - ୧୯୯୬
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର - ୧୯୯୭[୫]
ଆଧାର[ସମ୍ପାଦନା]
- ↑ "୨୦୧୩ ଓ ୧୪ ଲାଗି ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର" (ସମ୍ବାଦ ୨୮ ଅକ୍ଟୋବର ୨୦୧୭). Retrieved 18 April 2019.
- ↑ "National Library of India Online Catalog". opac.nationallibrary.gov.in. National Library of India. Retrieved 18 April 2019.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 18 April 2019.
- ↑ "ସତ୍ୟବାଦୀ ତୃତୀୟ ବାର୍ଷିକ ସମାରୋହ ଅନୁଷ୍ଠିତ". /www.samajalive.in. ସମାଜ. Retrieved 18 April 2019.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 769–. ISBN 978-81-260-0873-5.