Jump to content

ଶଙ୍କର୍ଷଣ ସାମଲ

ଉଇକିପିଡ଼ିଆ‌ରୁ
ଶଙ୍କର୍ଷଣ ସାମଲ
ଜନ୍ମ ଓ ଜନ୍ମସ୍ଥାନ୧୯୫୧
ହରିପୁର, ବଡ଼ଚଣା, ଯାଜପୁର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସେମାନେ ଫେରିଗଲେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୮)

ଶଙ୍କର୍ଷଣ ସାମଲ (ଜନ୍ମ: ୧୯୫୧) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁସାହିତ୍ୟ ସେମାନେ ଫେରିଗଲେ ପାଇଁ ୧୯୯୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[][]

ରଚନାବଳୀ

[ସମ୍ପାଦନା]
  • ବଗ ଉଡ଼ିଗଲା
  • ଜାତି ଜାତିକା
  • କାହାଣୀ କୋଡ଼ିଏ
  • ଆକାଶ ନେଳିରୁ ଲୁହା ପଞ୍ଜୁରୀ
  • ଭୁବନେଶ୍ୱର (କବିତା) ୨୦୦୪
  • ବଣରେ ସୁନ୍ଦର ସକାଳଟିଏ
  • ଠିଆକାନ ଠେକୁଆ ଓ କୁନିତାନି
  • ସେଇ ଛବି ସେଇ ଗପ
  • ଗାନ୍ଧିଜୀଙ୍କ ମହତବାଣୀ
  • କୁନାକୁନିଙ୍କ କୁନି କବିତା
  • ଜହ୍ନଧରା ବାଇଆ
  • ସେମାନେ ଫେରିଗଲେ[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୮ ସେମାନେ ଫେରିଗଲେ ପାଇଁ
  • ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ ୨୦୨୪[]
  1. http://odishasahityaakademi.org/English/sahitya-award8.php
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ଶିଶୂ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୩୧. ISBN 81-7400-331-2.
  3. ସଂକର୍ଷଣ ସାମଲ (୧୯୯୬). ସେମାନେ ଫେରିଗଲେ.
  4. "Page No 12 - BHUBANESWAR - 01 Dec, 2024 - Prameya Epaper". www.prameyaepaper.com. Retrieved 2024-12-09.