ପ୍ରମିଳା ନାୟକ
Appearance
ପ୍ରମିଳା ନାୟକ | |
---|---|
ଜନ୍ମ | ପ୍ରମିଳା ନାୟକ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକ |
ଉଲ୍ଲେଖନୀୟ କୃତି | "ନାଲି ସୁରୁଜ ବୁଣେ ମୁରୁଜ"[୧] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୨] |
ପ୍ରମିଳା ନାୟକ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଶିଶୁ ସାହିତ୍ୟ ପୁସ୍ତକ "ନାଲି ସୁରୁଜ ବୁଣେ ମୁରୁଜ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୭୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୨][୧]
ରଚନାବଳୀ
[ସମ୍ପାଦନା]- "ନାଲି ସୁରୁଜ ବୁଣେ ମୁରୁଜ" (୧୯୭୯, ଶିଶୁ ସାହିତ୍ୟ ପୁସ୍ତକ)[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Archived from the original on 17 January 2020. Retrieved 17 August 2021.
{{cite web}}
: CS1 maint: bot: original URL status unknown (link) - ↑ ୨.୦ ୨.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Archived from the original (PDF) on 8 July 2019. Retrieved 17 August 2021.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |