ଗଣେଶରାମ ନାହାକ
ଗଣେଶରାମ ନାହାକ | |
---|---|
ଜନ୍ମ | ଗଣେଶରାମ ନାହାକ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ବୃତ୍ତି | ଲେଖକ |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଏବଂ ସାହିତ୍ୟ) - ୨୦୧୪ |
ଗଣେଶରାମ ନାହାକ ଓଡ଼ିଆ ଭାଷାର ଜଣେ ଜୀବନୀ ଏବଂ ଭ୍ରମଣ ସାହିତ୍ୟ ଲେଖକ । ତାଙ୍କଦ୍ୱାରା ରଚିତ ପଶ୍ଚିମ ଓଡ଼ିଶାର ବରପୁତ୍ର ଲେଖା ପାଇଁ ତାଙ୍କୁ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧][୨]
ସେ ୨୦୧୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ମଧ୍ୟ ଥିଲେ । ଏଥିରେ ସେ ସମ୍ବଲପୁର ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ ।[୩]
ରଚନାବଳୀ[ସମ୍ପାଦନା]
- ସ୍ୱଭାବକବି ଗଙ୍ଗାଧର ଜୀବନୀ ଓ ସାହିତ୍ୟ - ୨୦୧୦ (କଟକ ଟ୍ରେଡିଂ କମ୍ପାନୀ)
- ଜାତିପ୍ରାଣ ଚନ୍ଦ୍ରଶେଖର (ଓଡ଼ିଶା ସାହିତ୍ୟ ଏକାଡେମୀ)
- ଭକ୍ତମଧୁଙ୍କ ସ୍ମରଣୀୟ କବିତା - ୨୦୧୪ (ଓଡ଼ିଶା ସାହିତ୍ୟ ଏକାଡେମୀ)
- ପଶ୍ଚିମ ଓଡ଼ିଶାର ଢଗଢମାଳି ଓ ପ୍ରବାଦ ପ୍ରବଚନ - ୨୦୦୭ (ବୀଣାପାଣି ପ୍ରକାଶନୀ)
- ଶ୍ରୀମଦ୍ ଭାଗବତ ସୁକ୍ତିତମାଳା - ୨୦୦୬ (ସାହିତ୍ୟ ପ୍ରତିଷ୍ଠାନ)[୪]
ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]
- ଜୀବନୀ ଏବଂ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪ ମସିହା
ଆଧାର[ସମ୍ପାଦନା]
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-23.
- ↑ "24 litterateurs to get Odisha Sahitya Akademi award | OTV" (in ଆମେରିକୀୟ ଇଂରାଜୀ). 2017-10-28. Retrieved 2019-02-23.
- ↑ editor. "ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଗଠିତ" (in ଆମେରିକୀୟ ଇଂରାଜୀ). Retrieved 2019-02-23.
{{cite web}}
:|last=
has generic name (help) - ↑ "National Library Online Catalogue". opac.nationallibrary.gov.in. National Library Online Catalogue. Retrieved 24 February 2019.