ଶୈଳେଶ୍ୱର ନନ୍ଦ

ଉଇକିପିଡ଼ିଆ ରୁ
Jump to navigation Jump to search
ଶୈଳେଶ୍ୱର ନନ୍ଦ
ଜନ୍ମ ଓ ଜନ୍ମସ୍ଥାନ
ଶୈଳେଶ୍ୱର ନନ୍ଦ

(1944-11-04) 4 November 1944 (age 74)
ଘରଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜୀବିକାନାଟ୍ୟକାର, ଅଭିନେତା ଓ ଡାକ୍ତର
ବାପା ବୋଉଆର୍ତ୍ତତ୍ରାଣ ନନ୍ଦ, ଶ୍ରଦ୍ଧାମଣି ନନ୍ଦ
ସମ୍ପର୍କୀୟଚନ୍ଦ୍ରଶେଖର ନନ୍ଦ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଶୈଳେଶ୍ୱର ନନ୍ଦ ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର । ସେ ଓଡ଼ିଆ ନାଟକମାନ ରଚନା କରିବା ସହିତ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ବଡ଼ଭାଇ ଚନ୍ଦ୍ରଶେଖର ନନ୍ଦଙ୍କ ସହ ମିଶି, ସେ 'ଆରୋହଣ' ନାମକ ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲେ । ୧୯୯୦-୯୩ ପର୍ଯ୍ୟନ୍ତ, ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ନାଟକ[ସମ୍ପାଦନା]

  • ନାସିକା ଉପାଖ୍ୟାନମ
  • ଜାହାନରା
  • ପିରାମିଡ
  • ମା
  • ତୁଷାର କନ୍ୟା
  • ମୁଁ ମଣିଷ
  • ଆହୁତି[୧]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬(କଲ୍ଲୋଳେ କଲ୍ଲୋଳ ନାଟକ ପାଇଁ)[୨]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର- ୨୦୦୩-୦୪[୩]

ଆଧାର[ସମ୍ପାଦନା]

  1. ଧରିତ୍ରୀ ୦୬/୦୩/୨୦୧୪ ପୃଷ୍ଠା ୧୨ରେ ପ୍ରକାଶିତ 'ଧରିତୀ ଆଳାପ'
  2. http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
  3. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf