ପଞ୍ଚାନନ ପାତ୍ର
Appearance
ପଞ୍ଚାନନ ପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୪୩ ଓଡ଼ିଶା |
ମୃତ୍ୟୁ | ୨୦୦୬ |
ବିଷୟ | ନାଟକ, ଗପ, ଏକାଙ୍କିକା |
ପଞ୍ଚାନନ ପାତ୍ର (୧୯୪୩ - ୨୦୦୬) ଜଣେ ଓଡ଼ିଆ ନାଟ୍ୟକାର । ସେ ଅନେକ ମଞ୍ଚ ଓ ବେତାର ନାଟକ ଲେଖିଯାଇଛନ୍ତି । ସମାଜ ପ୍ରତି ସମବେଦନା ଓ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନି କାଳକୁ ନେଇ ତାଙ୍କ ଲେଖା । ବିଜ୍ଞାନଙ୍କୁ ନେଇ ସେ କେତେଗୁଡ଼ିଏ ନାଟକ ଲେଖିଛନ୍ତି ।
ରଚନାବଳୀ
[ସମ୍ପାଦନା]ନାଟକ
[ସମ୍ପାଦନା]- ସ୍ୱର୍ଣ୍ଣଯୁଗର ସନ୍ଧ୍ୟା
- ଆରଣ୍ୟକ
- ଜ୍ୱାଳାମୁଖୀ
- ନିକୁମ୍ଭିଲା
- ଘୋଡ଼ା ମୁହଁ
- ନରଃ ନରୌ ନରାଃ
- ପ୍ରତିବିମ୍ବ
- କେତେଦୂର ହେ ପୃଥିବୀ
- ପଦ୍ମତୋଳା
- କ୍ଲାନ୍ତ ବସୁନ୍ଧରା
- ଅଶାନ୍ତ ଅରଣ୍ୟ
- ଏ ନବଘନର ଘର
- ଏ ଚୁପ୍ ହଜୁର୍ ଆସୁଛନ୍ତି
- ଜୀବନ ଯେମିତି
- ଅନାମିକା ତାରା
- ପାହାନ୍ତି ତାରାକୁ ଚିଠି
- ନଈର ଠିକଣା
- ଇଶ୍ୱର ଶୋଇଛନ୍ତି
- ବିବର୍ଣ୍ଣ ବସୁଧା
- ଗ୍ରସ୍ତ ଉପତ୍ୟକା
ଏକାଙ୍କିକା
[ସମ୍ପାଦନା]- ପ୍ରତିଦ୍ୱନ୍ଦୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭ (ପ୍ରତିବିମ୍ବ) [୧]
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.