ପଞ୍ଚାନନ ପାତ୍ର
ପଞ୍ଚାନନ ପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୧୪ ଓଡ଼ିଶା |
ମୃତ୍ୟୁ | ୧୯୯୮ |
ବିଷୟ | ନାଟକ, ଗପ, ଏକାଙ୍କିକା |
ପଞ୍ଚାନନ ପାତ୍ର (୧୯୧୪ - ୧୯୯୮) ଜଣେ ଓଡ଼ିଆ ନାଟ୍ୟକାର । ସେ ଅନେକ ମଞ୍ଚ ଓ ବେତାର ନାଟକ ଲେଖିଯାଇଛନ୍ତି । ସମାଜ ପ୍ରତି ସମବେଦନା ଓ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନି କାଳକୁ ନେଇ ତାଙ୍କ ଲେଖା । ବିଜ୍ଞାନଙ୍କୁ ନେଇ ସେ କେତେଗୁଡ଼ିଏ ନାଟକ ଲେଖିଛନ୍ତି ।
ରଚନାବଳୀ[ସମ୍ପାଦନା]
ନାଟକ[ସମ୍ପାଦନା]
- ସ୍ୱର୍ଣ୍ଣଯୁଗର ସନ୍ଧ୍ୟା
- ଆରଣ୍ୟକ
- ଜ୍ୱାଳାମୁଖୀ
- ନିକୁମ୍ଭିଲା
- ଘୋଡ଼ା ମୁହଁ
- ନରଃ ନରୌ ନରାଃ
- ପ୍ରତିବିମ୍ବ
- କେତେଦୂର ହେ ପୃଥିବୀ
ଏକାଙ୍କିକା[ସମ୍ପାଦନା]
- ପ୍ରତିଦ୍ୱନ୍ଦୀ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭ (ପ୍ରତିବିମ୍ବ) [୧]
ଆଧାର[ସମ୍ପାଦନା]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.