Jump to content

ସୂର୍ଯ୍ୟମଣି ସାମନ୍ତରାୟ

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟମଣି ସାମନ୍ତରାୟ
ଜନ୍ମ(1946-10-01)୧ ଅକ୍ଟୋବର ୧୯୪୬
ଜାତୀୟତାଭାରତୀୟ
ବୃତ୍ତିଶିକ୍ଷକ
ଉଲ୍ଲେଖନୀୟ କୃତିଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୩

ସୂର୍ଯ୍ୟମଣି ସାମନ୍ତରାୟ (ଜନ୍ମ: ୧ ଅକ୍ଟୋବର ୧୯୪୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ୨୦୧୩ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସୂର୍ଯ୍ୟମଣି ବ୍ରହ୍ମପୁର କୃଷି କାର୍ଯ୍ୟାଳୟରୁ ଉପ-କୃଷି ନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ । ତାଙ୍କର ଶିଶୁ କବିତା ଓ ଗଳ୍ପସବୁ ଶିଶୁଲେଖା, ସଂସାର, ବାନରସେନା, ମୀନାବଜାର, ସମାଜ "ଶିଶୁ ରାଇଜ", ସମ୍ବାଦ "ଶିଶୁବିହାର"ରେ ପ୍ରକାଶିତ ।[]

ରଚନାବଳୀ

[ସମ୍ପାଦନା]
  • ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ
  • ମୋ ମଣି ମାଣିକ

ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ (ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ ପାଇଁ)
  • ମାତୃଭୂମିରୁ ବାଳକୃଷ୍ଣ ସ୍ମୃତି ପୁରସ୍କାର
  • ଓଡ଼ିଶା ଶିଶୁ ସାହିତ୍ୟ ପରିଷଦ ପକ୍ଷରୁ ପୁରସ୍କୃତ
  1. http://odishasahityaakademi.org/English/sahitya-award13.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୬୯.

ଅଧିକ ତଥ୍ୟ

[ସମ୍ପାଦନା]