ଭୀମ ପୃଷ୍ଟି
Jump to navigation
Jump to search
ଭୀମ ପୃଷ୍ଟି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୫୯ |
ବୃତ୍ତି | ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ |
ଭୀମ ପୃଷ୍ଟି (ଜନ୍ମ: ୧୯୫୯) ଜଣେ ଓଡ଼ିଆ ଲେଖକ । ଉଭୟ ଗଳ୍ପ ଓ ଉପନ୍ୟାସରେ ସେ ନିଜ ଲେଖନୀ ଚାଳନା କରନ୍ତି ।[୧] ୨୦୦୮ ମସିହାରେ ନିଜ ଉପନ୍ୟାସ "ସମୁଦ୍ର ମଣିଷ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨]
ରଚନାବଳୀ[ସମ୍ପାଦନା]
- ହୋ ମଶିଷମାନେ - ୨୦୦୨ (ଶ୍ରଦ୍ଧା ପବ୍ଲିକେଶନ୍ସ)
- ପ୍ରଥମ ବହି - ୨୦୦୧ (ବତିଘର)
- କବିତାର ଉପନ୍ୟାସ - ୨୦୦୨ (କାହାଣୀ)
- ଅଧେ ମଣିଷ - ୨୦୦୩ (ଜଗନ୍ନାଥ ରଥ)
- ଗପର ହାତଗୋଡ଼ - ୨୦୦୮ (ପ୍ରଗତି)
- କୁଆଡେ ଚାଲିଛ ରୁହ ପଞ୍ଚଭୂତ - ୨୦୧୧ (ସ୍ୱସ୍ତିକ)
- ଲଛମନିଆ - ୨୦୦୮ (ଡ୍ରିମସ୍)
- ମୁହାଣ - ୨୦୦୧ (ଚନ୍ଦ୍ରଭାଗା ପ୍ରକାଶନୀ)
- ଓଁ - ୨୦୦୯ (ପ୍ରଗତି)
- ସମୁଦ୍ର ମଣିଷ - ୨୦୦୬ (ସରସ୍ୱତୀ)[୩]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ (ସମୁଦ୍ର ମଣିଷ ପାଇଁ)
ଆଧାର[ସମ୍ପାଦନା]
- ↑ Malayalam Literary Survey. Kerala Sahitya Akademi. 1993.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
- ↑ "National Library of India". opac.nationallibrary.gov.in. National Library of India. Retrieved 4 January 2019.