ଗୌରହରି ଦଳାଇ
ଦେଖଣା
ଗୌରହରି ଦଳାଇ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗୌରହରି ଦଳାଇ ୧୧ ଜୁଲାଇ ୧୯୪୨ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ପାଦପଦ୍ମ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦[୧] |
ଗୌରହରି ଦଳାଇ ଜଣେ ଓଡ଼ିଆ ଗୀତିକବି ।[୨] ୨୦୧୦ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ପାଦପଦ୍ମ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ରଚନାବଳୀ
[ସମ୍ପାଦନା]- ପାଦପଦ୍ମ (ଗୀତିକବିତା)
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "୨୦୦୭, ୨୦୦୮, ୨୦୦୯ ମସିହାରେ ପ୍ରକାଶିତ ୨୦୧୦ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 5 December 2021. Retrieved 15 July 2022.
- ↑ "୨୯ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ". Sambad (in ଆମେରିକୀୟ ଇଂରାଜୀ). Retrieved 2022-07-30.