ମାନସୀ ଦାସ

ଉଇକିପିଡ଼ିଆ‌ରୁ
ମାନସୀ ଦାସ
ଜନ୍ମ ଓ ଜନ୍ମସ୍ଥାନ (1943-05-06) ୬ ମଇ ୧୯୪୩ (ବୟସ ୮୦)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିନିସ୍ତବ୍ଧ କୋଳାହଳ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬

ମାନସୀ ଦାସ (ଜନ୍ମ: ୬ ମଇ ୧୯୪୩) ଜଣେ ଓଡ଼ିଆ ଗାଳ୍ପିକା ଓ ଔପନ୍ୟାସିକା । ସେ ତିନୋଟି କ୍ଷୁଦ୍ରଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ ଓ ଗୋଟିଏ ଭ୍ରମଣ କାହାଣୀ ଲେଖିଛନ୍ତି । ତାଙ୍କର ରଚନା ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧] ଓ ୨୦୧୫ ମସିହାରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ସମ୍ମାନୀତ ।[୨] ତାଙ୍କ ରଚନାବଳୀ ଛୋଟ ଛୋଟ ସହରନିବାସୀଙ୍କ ଜୀବନ ଓ ଅଙ୍ଗେନିଭା ପାରିବାରିକ ଘଟଣା ଆଧାରରେ ଲିଖିତ ।[୩] ଦାସ ଓଡ଼ିଶାର ଜଣାଶୁଣା ନାରୀବାଦୀ ଲେଖିକାମାନଙ୍କ ମଧ୍ୟରୁ ଅନ୍ୟତମ ।[୪] ତାଙ୍କ ଉପନ୍ୟାସ ନିସ୍ତବ୍ଧ କୋଳାହଳ ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

ଆଧାର[ସମ୍ପାଦନା]

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 22 February 2019.
  2. Patnaik, Lalmohan (1 July 2015). "Sahitya award for surgeon". www.telegraphindia.com (in ଇଂରାଜୀ). Retrieved 22 February 2019.
  3. National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
  4. Mohanty, J.N. "Oriya Scene: Many Women Writers". Sahitya Akademi. Retrieved 22 February 2019.