ପ୍ରଦୀପ ଦାଶ
Appearance
ପ୍ରଦୀପ ଦାଶ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୬୧ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮ |
ପ୍ରଦୀପ ଦାଶ, ଜଣେ ଓଡ଼ିଆ ଗାଳ୍ପିକ । ୧୯୯୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଘୁମ୍ ପାହାଡ଼ର ନଈ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ପୁସ୍ତକ "ମୀମାଂସା" ଉପରେ ପର୍ଯ୍ୟବସିତ, ସମନାମରେ ଏକ ଓଡ଼ିଆ କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଦାଶ, ସେହି ଚଳଚ୍ଚିତ୍ରର ସଂଳାପ ମଧ୍ୟ ରଚନା କରିଥିଲେ । ବୃତ୍ତିରେ ଦାଶ, ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।[୧]
ରଚନାବଳୀ
[ସମ୍ପାଦନା]- ଚରୁ ଚିବର ଓ ଚର୍ଯ୍ୟା
- ଅରୁନ୍ଧତୀର ଆଲୁଅ - ୨୦୧୫ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
- ଘୁମ୍ ପାହାଡ଼ର ନଈ - ୨୦୦୧ (ସରସ୍ୱତୀ ଦେବୀ)
- ମୀମାଂସା - ୨୦୦୪ (ଜ୍ୟୋତ୍ସ୍ନା ମିଶ୍ର)
- ରାଧା ତମାଳ - ୨୦୦୯ (ଅଗ୍ରଦୂତ)
- ସୁବର୍ଣ୍ଣା ଆଁରେ ଗାଁ - ୨୦୦୭ (ସୁଧା ପ୍ରକାଶନ)
- ସୁତ ଉବାଚ - ୨୦୧୧ (ବିଦ୍ୟାପୁରୀ)[୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଘୁମ୍ ପାହାଡ଼ର ନଈ) - ୧୯୯୮ [୩]
- ଶାରଳା ପୁରସ୍କାର - ୨୦୧୯[୪]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୧୮[୫]
ଆଧାର
[ସମ୍ପାଦନା]- ↑ "କଥାକାର ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର". odishasambad.in. odisha sambad. Retrieved 7 September 2019.
- ↑ "National Library of India". opac.nationallibrary.gov.in. Retrieved 27 December 2018.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 December 2018.
- ↑ "ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର". sambad.in. sambad.in. Retrieved 7 September 2019.
- ↑ "ଉତ୍କଳ ସାହିତ୍ୟ ସମାଜ ସମାବର୍ତ୍ତନ ଉତ୍ସବ ମେ ୫ରେ : ପ୍ରଫେସର ପ୍ରଭାତ ପଟ୍ଟନାୟକ ପାଇବେ ଉତ୍କଳ ରତ୍ନ". ସମ୍ବାଦ. Retrieved 7 December 2020.