ବିଜୟ ପ୍ରସାଦ ମହାପାତ୍ର
Appearance
ବିଜୟ ପ୍ରସାଦ ମହାପାତ୍ର | |
---|---|
ଜନ୍ମ | |
ମୃତ୍ୟୁ | ୨୦୧୩ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, ପି.ଏଚ.ଡି |
ଶିକ୍ଷାନୁଷ୍ଠାନ | ଲଣ୍ଡନ ବିଶ୍ୱବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ |
ଉଲ୍ଲେଖନୀୟ କୃତି | ଅନ୍ୟ ସ୍ରୋତର ଗଳ୍ପ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ବିଜୟ ପ୍ରସାଦ ମହାପାତ୍ର (୧ ଅଗଷ୍ଟ ୧୯୩୮[୧] - ୨୦୧୩) ଜଣେ ଓଡ଼ିଆ ଗାଳ୍ପିକ ଓ ଭାଷାବିତ ଥିଲେ ।[୨] ସେ ଲଣ୍ଡନରୁ ସ୍ନାତକୋତ୍ତର ଓ କଲିକତା ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ଭାରତ ସରକାରଙ୍କ ଭାଷା ବିଭାଗରେ ସେ ଡେପୁଟି ରେଜିଷ୍ଟର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ ।[୩]
ସାହିତ୍ୟ ସର୍ଜନା
[ସମ୍ପାଦନା]- ଅନ୍ୟ ସ୍ରୋତର ଗଳ୍ପ
- ପ୍ରେମ ଗଳ୍ପ
- ଗୋଲାପ
- ବଗିଚାର ଗଳ୍ପ
- କଳାପାନ ଗୋଲାମର ଗଳ୍ପ
- ପୁରୀର ଗଳ୍ପ
- କଣ୍ଢେଇଙ୍କ ଗଳ୍ପ
- ମୃଗତୃଷ୍ଣାର ଗଳ୍ପ
- ଅଦିନିଆ ଗଳ୍ପ
- ଭୟାନକ ଗଳ୍ପ
- ଓଡ଼ିଆ ଭାଷା ବିଭବ
- ଓଡ଼ିଆ ଭାଷାତାତ୍ତ୍ୱିକ ପ୍ରବନ୍ଧ
- ପ୍ରଚଳିତ ଓଡ଼ିଆ ଭାଷାର ଏକ ବ୍ୟାକରଣ
- ପ୍ରାଥମିକ ଓଡ଼ିଆ ବ୍ୟାକରଣ[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮[୫]
- ବିଷୁବ ସମ୍ମାନ
- ସୁଧନ୍ୟା ସମ୍ମାନ
ଆଧାର
[ସମ୍ପାଦନା]- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 689–. ISBN 978-81-260-0873-5.
- ↑ Ira Raja (3 February 2010). Grey areas: an anthology of Indian fiction on ageing. Oxford University Press. ISBN 978-0-19-568958-7.
- ↑ Krishna Bhattacharya (1993). Bengali-Oriya Verb Morphology: A Contrastive Study. Das Gupta & Company.
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୯- ଅପ୍ରେଲ ୧ ପୃଷ୍ଠା ୪. Retrieved 24 March 2016.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 April 2017.