ରମେଶ ଚନ୍ଦ୍ର ଭଞ୍ଜ
Appearance
ରମେଶ ଚନ୍ଦ୍ର ଭଞ୍ଜ | |
---|---|
ଜନ୍ମ | ହଳଦିଆଗଡ଼, ଖୋର୍ଦ୍ଧା | ୧୭ ଅପ୍ରେଲ ୧୯୪୧
ମୃତ୍ୟୁ | ୧୮ ମାର୍ଚ୍ଚ ୨୦୧୫ | (ବୟସ ୭୩)
ମୃତ୍ୟୁର କାରଣ | ପାର୍କିନ୍ସନ୍ ରୋଗ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଶିକ୍ଷାବିତ, ଭାଷାବିତ |
ଉଲ୍ଲେଖନୀୟ କୃତି | ଗପ ଗଣ୍ଠିଲି |
ସନ୍ତାନ | ପ୍ରତାପ ଭଞ୍ଜ (ଜ୍ୟେଷ୍ଠ ପୁତ୍ର) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୨ |
ରମେଶ ଚନ୍ଦ୍ର ଭଞ୍ଜ (୧୭ ଅପ୍ରେଲ ୧୯୪୧ - ୧୮ ମାର୍ଚ୍ଚ ୨୦୧୫)[୧], ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଶିକ୍ଷାବିତ ଓ ଭାଷାବିତ ।[୨] "ଗପ ଗଣ୍ଠିଲି" ପୁସ୍ତକ ପାଇଁ, ସେ ୧୯୮୨ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩]
ରମେଶ ଚନ୍ଦ୍ର ଭଞ୍ଜଙ୍କର ୨୦୧୫ ମସିହା ମାର୍ଚ୍ଚ ୧୫ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ପତ୍ନୀ, ତିନି ଝିଅ ଓ ତିନି ପୁଅ ଅଛନ୍ତି ।
ଜୀବନୀ
[ସମ୍ପାଦନା]୧୯୪୧ ମସିହାର ଅପ୍ରେଲ ୧୭ ତାରିଖରେ ସେ ଖୋର୍ଦ୍ଧା ଜିଲ୍ଲାର ହଳଦିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିକ୍ଷକ ଭାରେ ୧୯୯୯ ମସିହାରେ ଅବସର ନେଇଥିଲେ ।[୪]
ରଚନାବଳୀ
[ସମ୍ପାଦନା]- କାଠି କୁଟା ପତର (କବିତା ସଂକଳନ)
- ଭେରୀ ତୁରୀ ମହୁରୀ (କବିତା ସଂକଳନ)
- ଗପ ଗଣ୍ଠିଲି (ଗଳ୍ପ ସଂକଳନ)
- କଥା କୋଥଳି (ଗଳ୍ପ ସଂକଳନ)
- ମୁଠାଏ ମହକ (ଗଳ୍ପ ସଂକଳନ)
- କଥା କହୁଛି ଶୁଣ (ଗଳ୍ପ ସଂକଳନ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨[୫]
- ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର[୬]
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୨୦୧୫[୭]
- ମୀନାବଜାର ପୁରସ୍କାର
- ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ର·ର ସମିତି, କଟକ, ୨୦୦୩)
- ଓଡ଼ିଶା ଶିଶୁ ସାହିତ୍ୟ ପୁରସ୍କାର (କଳା ବିକାଶ କେନ୍ଦ୍ର, କଟକ)
- ଖଦି ଓ ଗ୍ରାମୋଦ୍ୟୋଗ ପୁରସ୍କାର (ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍, ଭୁବନେଶ୍ୱର)
- ହରେକୃଷ୍ଣ ଶିଶୁ ସାହିତ୍ୟ ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର)
- ଜ୍ଞାନଜ୍ୟୋତି ପୁରସ୍କାର (ଖୋର୍ଦ୍ଧା ବିଷୁବ ମିଳନ ସମିତି,୨୦୧୧)
- ସଂସାର ସମ୍ମାନ (ସଂସାର ପତ୍ରିକା, କଟକ)
- ରାମକୃଷ୍ଣ ନନ୍ଦ ସ୍ମାରକୀ ସମ୍ମାନ,କଟକ
- କୁନ୍ତଳା ସାହୁ ସାହିତ୍ୟ ସମ୍ମାନ, ଭୁବନେଶ୍ୱର
- କୁନି ରାଇଜ ସାହିତ୍ୟ ସମ୍ମାନ, ଭୁବନେଶ୍ୱର
- ଓଡ଼ିଆ ସମ୍ମିଳନୀ ସମ୍ମାନ, ଭୁବନେଶ୍ୱର
- ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ, ପୁରୀ
- ବୀରେନ୍ଦ୍ର ଭୂୟାଁ ସ୍ମୃତି ସମ୍ମାନ, ୧୯୯୭
- ଝୁମୁକା ସାରସ୍ୱତ ସମ୍ମାନ, ୨୦୧୧
- ଅଙ୍ଗୀକାର ସମ୍ମାନ, ଜଟଣୀ, ୨୦୦୪
- ବାଗ୍ମୟୀ ସମ୍ମାନ (ନାଟୁଆ, ନିମାପଡ଼ା)
ଆଧାର
[ସମ୍ପାଦନା]- ↑ ପୃଷ୍ଟି, ସଂଗ୍ରାମ କେଶରୀ (17 April 2021). "ଶିଶୁ ସାହିତ୍ୟର ଅନନ୍ୟ ସ୍ରଷ୍ଟା: ରମେଶ ଚନ୍ଦ୍ର ଭଞ୍ଜ". ନିତିଦିନ. p. ୮. Archived from the original on 23 April 2021. Retrieved 23 April 2021.
- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 24–. ISBN 978-81-8450-151-3.
- ↑ http://orissa.gov.in/e-magazine/orissaannualreference/ORA-2004/pdf/orissa_sahitya_akademi_awarded-books-and_writers.pdf
- ↑ ବଳିଆର ସିଂହ, ସତ୍ୟବାଦୀ (1 March 2014). "ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଭଞ୍ଜଙ୍କ ସହ ଏକ ଅନ୍ତରଙ୍ଗ ଆଳାପ" (PDF). ଆମରିସତ୍ୟ: 40, 41. Retrieved 30 August 2023.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 April 2019.
- ↑ ସମାଜ ୧୯/୦୩/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪
- ↑ "Eminent Linguist Ramesh Chandra Bhanja passed away". eOdisha. Archived from the original on 2 April 2015. Retrieved 19 March 2015.