ରମେଶ ଚନ୍ଦ୍ର ଭଞ୍ଜ
ରମେଶ ଚନ୍ଦ୍ର ଭଞ୍ଜ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୭ ଅପ୍ରେଲ ୧୯୪୧ ହଳଦିଆଗଡ଼, ଖୋର୍ଦ୍ଧା |
ମୃତ୍ୟୁ | ୧୮ ମାର୍ଚ୍ଚ ୨୦୧୫ | (ବୟସ ୭୩)
ମୃତ୍ୟୁର କାରଣ | ପାର୍କିନ୍ସନ୍ ରୋଗ |
ଜାତୀୟତା | ଭାରତୀୟ |
ଜୀବିକା | ଶିକ୍ଷାବିତ, ଭାଷାବିତ |
Notable work | ଗପ ଗଣ୍ଠିଲି |
ସନ୍ତାନ | ପ୍ରତାପ ଭଞ୍ଜ (ଜ୍ୟେଷ୍ଠ ପୁତ୍ର) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୨ |
ରମେଶ ଚନ୍ଦ୍ର ଭଞ୍ଜ (୧୭ ଅପ୍ରେଲ ୧୯୪୧ - ୧୮ ମାର୍ଚ୍ଚ ୨୦୧୫)[୧], ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଶିକ୍ଷାବିତ ଓ ଭାଷାବିତ ।[୨] "ଗପ ଗଣ୍ଠିଲି" ପୁସ୍ତକ ପାଇଁ, ସେ ୧୯୮୨ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩]
ରମେଶ ଚନ୍ଦ୍ର ୨୦୧୫ ମସିହା ମାର୍ଚ୍ଚ ୧୫ତାରିଖରେ ପରଲୋକ ଗମନ କରିଥିଲେ । ତାଙ୍କ ପରିବାରରେ ପତ୍ନୀ, ତିନି ଝିଅ ଓ ତିନି ପୁଅ ଅଛନ୍ତି ।
ରଚନାବଳୀ[ସମ୍ପାଦନା]
- କାଠି କୁଟା ପତର (କବିତା ସଂକଳନ)
- ଭେରୀ ତୁରୀ ମହୁରୀ (କବିତା ସଂକଳନ)
- ଗପ ଗଣ୍ଠିଲି (ଗଳ୍ପ ସଂକଳନ)
- କଥା କୋଥଳି (ଗଳ୍ପ ସଂକଳନ)
- ମୁଠାଏ ମହକ (ଗଳ୍ପ ସଂକଳନ)
- କଥା କହୁଛି ଶୁଣ (ଗଳ୍ପ ସଂକଳନ)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨[୪]
- ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର[୫]
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୨୦୧୫[୬]
- ମୀନାବଜାର ପୁରସ୍କାର
ଆଧାର[ସମ୍ପାଦନା]
- ↑ "ଶିଶୁ ସାହିତ୍ୟର ଅନନ୍ୟ ସ୍ରଷ୍ଟା: ରମେଶ ଚନ୍ଦ୍ର ଭଞ୍ଜ". enewspapr.com/News/NITIDIN. ୧୭ ଅପ୍ରେଲ ୨୦୨୧. p. ୮. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}
: Check date values in:|date=
and|archivedate=
(help) - ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 24–. ISBN 978-81-8450-151-3.
- ↑ http://orissa.gov.in/e-magazine/orissaannualreference/ORA-2004/pdf/orissa_sahitya_akademi_awarded-books-and_writers.pdf
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 11 April 2019.
- ↑ ସମାଜ ୧୯/୦୩/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪
- ↑ "Eminent Linguist Ramesh Chandra Bhanja passed away". eOdisha. Retrieved 19 March 2015.