କମଳଲୋଚନ ବରାଳ
ଦେଖଣା
କମଳଲୋଚନ ବରାଳ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୯ ଜୁନ ୧୯୩୪ |
ମୃତ୍ୟୁ | ଜିରା, ପଳାଶୋଳ, ଜଗତସିଂହପୁର |
ଭାଷା | ଓଡ଼ିଆ |
ଜାତୀୟତା | ![]() |
ସାହିତ୍ୟ କୃତି | ଆଦି ମାନବର ଇତିବୃତ୍ତ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୬୫ |
କମଳଲୋଚନ ବରାଳ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ୧୯୬୫ ମସିହାରେ କ୍ଷୁଦ୍ରଗଳ୍ପ ପୁସ୍ତକ ଆଦି ମାନବର ଇତିବୃତ୍ତ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ଆଦି ମାନବର ଇତିବୃତ୍ତ[୨]
- ନେତାଜୀ ସୁଭାଷ (ଫ୍ରେଣ୍ଡସ ପବ୍ଲିସରସ)
- ଛାୟା ମହଲ (ଫ୍ରେଣ୍ଡସ ପବ୍ଲିସରସ)
- ସରସ କଥାମାଳା (ଜ୍ଞାନ ବିକାଶ ମନ୍ଦିର)
- କବୀର ସାହେବ ଦୋହାବଳୀ (ଧର୍ମ ଗ୍ରନ୍ଥଷ୍ଟୋର)
- ଏ ଦେଶର ଗାଉଁଲି ଗପ (ଇଉନାଇଟେଡ ବୁକ୍ ହାଉସ)
- ଚମ୍ପାବତୀ (ଟିକି ଦୁନିଆ ପ୍ରକାଶନ)
- ଟିକି ଦୁନିଆ ଶ୍ରେଷ୍ଠ କାହାଣୀ ସଂକଳନ (ସହ ଲେଖକ: ସୁଭାଷ ଚନ୍ଦ୍ର ମହାନ୍ତି; ଟିକି ଦୂନିଆ ପ୍ରକାଶନ)[୩]
- ତୁଳସୀ ଦୋହାବଳୀ
- ଏ ଦେଶର ଲୋକ କଥା
- ଦୁଇଟି ରେଖାର ବ୍ୟବଧାନ
- ଆମ ଲୋକକଥା
- ପିଲାଙ୍କ ଚିଲିକା
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. Retrieved 21 December 2018.
- ↑ Syed Amanur Rahman; Balraj Verma (6 December 2005). The Beautiful India - Orissa. Reference Press. ISBN 978-81-8405-005-9.
- ↑ "National Library of India". opac.nationallibrary.gov.in/. Retrieved 21 December 2018.