କୃପାସାଗର ସାହୁ
Appearance
କୃପାସାଗର ସାହୁ | |
---|---|
ଜନ୍ମ | ମଠକରଗୋଳା, କାମାକ୍ଷାନଗର, ଢେଙ୍କାନାଳ | ୧୬ ଜୁଲାଇ ୧୯୫୨
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ବୃତ୍ତି | ରେଳବାଇ ଅଧିକାରୀ |
ୱେବସାଇଟ | http://www.krupasagarsahoo.com/ |
କୃପାସାଗର ସାହୁ (ଜନ୍ମ: ୧୬ ଜୁଲାଇ ୧୯୫୨) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ।[୧] କବିତାରୁ ଆରମ୍ଭ ହୋଇଥିବା ତାଙ୍କ ସାହିତ୍ୟ ସର୍ଜନା କ୍ରମେ ଗଳ୍ପ, ଉପନ୍ୟାସ ଭଳି ସାହିତ୍ୟର ଅନ୍ୟ ବିଧାକୁ ବ୍ୟାପିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ ପଢ଼ିଥିଲେ । ରେଳବାଇରେ ଚାକିରି କରି ସେ ସେବାନିବୃତ ହୋଇସାରିଛନ୍ତି ।[୨]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଉପରେ ଫର୍ଚ୍ଚା ଆକାଶ
- ତଳେ ବସୁମାତା
ଗଳ୍ପ
[ସମ୍ପାଦନା]- କାହାଣୀ ୧୯୯୮
- କାହାଣୀ ୨୦୦୫
- ଅରଣ୍ୟର ଅଜଗର ଓ ଅନ୍ୟାନ୍ୟ କାହାଣୀ
- ରେଳ ଗଳ୍ପ
- ଗଡ଼ଜାତ ଗଳ୍ପ
- ଭ୍ରାନ୍ତ ନିର୍ଝର ଓ ଅନ୍ୟାନ୍ୟ ଗଳ୍ପ
- ଶୁଆ କହେ ଶାରୀଲୋ
- ହଂସଧ୍ୱନି
ଉପନ୍ୟାସ
[ସମ୍ପାଦନା]- ଶେଷ ଶରତ
- ଶ୍ରାବଣର ସକାଳ
- ଝରାପତ୍ରର ଝଡ଼
- କରମଣ୍ଡଳ ଏକ୍ସପ୍ରେସ୍[୩]
ଶିଶୁ ସାହିତ୍ୟ
[ସମ୍ପାଦନା]- ନାଁ ମୋ ରେଳଗାଡ଼ି[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯ (ଶେଷ ଶରତ ପାଇଁ)[୫]
- ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର - ୨୦୧୯(ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
ଆଧାର
[ସମ୍ପାଦନା]- ↑ Reference India. Tradesman & Men India. 2007.
- ↑ Ravi Bhushan (2007). Reference India: S-Z. Rifacimento International.
- ↑ http://www.sambad.in/news/metro/74903.html[permanent dead link]
- ↑ http://www.odiasahitya.com/galpa-and-prabandha/adhunika-galpa/nida-oushadha/
- ↑ "ସ୍ମରଣୀୟ". ଧରିତ୍ରୀ ଛୁଟିଦିନ ସେପ୍ଟେମ୍ବର ୭-୧୫' ୨୦୧୭ ପୃଷ୍ଠା ୪. Retrieved 8 September 2017.
- ↑ "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ସମ୍ବାଦ. Retrieved 18 March 2019.[permanent dead link]