ବଳରାମ ପଟ୍ଟନାୟକ
ବଳରାମ ପଟ୍ଟନାୟକ | |
---|---|
ଜନ୍ମ | ବଳରାମ ପଟ୍ଟନାୟକ ୨୩ ଜାନୁଆରୀ ୧୯୨୮ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ବୃତ୍ତି | ଲେଖକ ଔପନ୍ୟାସିକ |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ)- ୧୯୯୫ |
ବଳରାମ ପଟ୍ଟନାୟକ (ଜନ୍ମ: ୨୩ ଜାନୁଆରୀ ୧୯୨୮) ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ ।[୧][୨] ସେ ତାଙ୍କ ରଚିତ ଉପନ୍ୟାସ ଚରୈବେତି ପାଇଁ ୧୯୯୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩]
ରଚନାବଳୀ[ସମ୍ପାଦନା]
- ଚରୈବେତି - ୧୯୯୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
- ଅନାଦି ଅନନ୍ତ
- ଅରକ୍ଷ
- କେତେ ଏ ଅକୁହା କଥା
- ମହାନଦୀର ଢେଉ
- ମନ ଅରଣ୍ୟ
- ପ୍ରତିଧ୍ୱନି, ୧୯୮୦
- ରୂପାଲି ଚକର ଇତିକଥା
ଆଧାର[ସମ୍ପାଦନା]
- ↑ "000 - 099 : Generalities 004 - 006: Computer science 020 - 029 ..." dokumen.tips (in ଇଂରାଜୀ). Retrieved 26 February 2019.
- ↑ "Sahitya Academy Award entires" (PDF). Retrieved 26 February 2019.
{{cite journal}}
: Cite journal requires|journal=
(help) - ↑ "Odisha Sahitya Akademi". odishasahityaakademi.org. Retrieved 2019-02-26.