ବେଣୁଧର ରାଉତ
Appearance
ବେଣୁଧର ରାଉତ | |
---|---|
ଜନ୍ମ | ବେଣୁଧର ରାଉତ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | (ଓଡ଼ିଆ) କବି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮ |
ବେଣୁଧର ରାଉତ ଜଣେ ଓଡ଼ିଆ କବି ଓ ଅଧ୍ୟାପକ । ୧୯୬୮ ମସିହାରେ ତାଙ୍କ ରଚିତ କାବ୍ୟ ପିଙ୍ଗଳାର ସୂର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
୧୯୭୩ ମସିହାରେ କଟକର ନାଳନ୍ଦା ପ୍ରକାଶନଦ୍ୱାରା ତାଙ୍କ ରଚିତ ପ୍ରବନ୍ଧ ପରିଚିତି ପ୍ରକାଶ ପାଇଥିଲା, ଯାହାକି ସେ ପଠାଣି ପଟ୍ଟନାୟକ ସହ ମିଶି ରଚନା କରିଥିଲେ ।[୧] ସେ ନାଟ୍ୟକାର ଜଗନମୋହନ ଲାଲଙ୍କ ୨୦୦୧ ମସିହାରେ ପ୍ରକାଶକ ପାଇଥିବା ନାଟକ ବାବାଜୀର ସମ୍ପାଦନା କରିଥିଲେ ।
ସେ କଟକସ୍ଥିତ ରେଭେନ୍ସା କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ପିଙ୍ଗଳାର ସୂର୍ଯ୍ୟ[୨]
- ପ୍ରବନ୍ଧ ପରିଚିତି
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮ (ପିଙ୍ଗଳାର ସୂର୍ଯ୍ୟ)[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ପ୍ରବନ୍ଧ ପରିଚିତି. ବିନୋଦବିହାରୀ, କଟକ-୨: ନାଳନ୍ଦା. 1973. Retrieved 25 July 2022.
{{cite book}}
: CS1 maint: location (link) - ↑ "ଅସଙ୍ଗ, ନିଃସଙ୍ଗ ଓ ସଙ୍ଗରୋଧ". Sambad. Archived from the original on 2022-07-25. Retrieved 2022-07-25.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 July 2022. Retrieved 24 July 2022.