ବେଣୁଧର ରାଉତ

ଉଇକିପିଡ଼ିଆ‌ରୁ
ବେଣୁଧର ରାଉତ
Born
ବେଣୁଧର ରାଉତ
Nationality ଭାରତୀୟ
Known for(ଓଡ଼ିଆ) କବି
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮

ବେଣୁଧର ରାଉତ ଜଣେ ଓଡ଼ିଆ କବି ଓ ଅଧ୍ୟାପକ । ୧୯୬୮ ମସିହାରେ ତାଙ୍କ ରଚିତ କାବ୍ୟ ପିଙ୍ଗଳାର ସୂର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

୧୯୭୩ ମସିହାରେ କଟକର ନାଳନ୍ଦା ପ୍ରକାଶନଦ୍ୱାରା ତାଙ୍କ ରଚିତ ପ୍ରବନ୍ଧ ପରିଚିତି ପ୍ରକାଶ ପାଇଥିଲା, ଯାହାକି ସେ ପଠାଣି ପଟ୍ଟନାୟକ ସହ ମିଶି ରଚନା କରିଥିଲେ ।[୧] ସେ ନାଟ୍ୟକାର ଜଗନମୋହ‌ନ ଲାଲଙ୍କ ୨୦୦୧ ମସିହାରେ ପ୍ରକାଶକ ପାଇଥିବା ନାଟକ ବାବାଜୀର ସମ୍ପାଦନା କରିଥିଲେ ।

ସେ କଟକସ୍ଥିତ ରେଭେନ୍ସା କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।[୧]

ରଚନାବଳୀ[ସମ୍ପାଦନା]

  • ପିଙ୍ଗଳାର ସୂର୍ଯ୍ୟ[୨]
  • ପ୍ରବନ୍ଧ ପରିଚିତି

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮ (ପିଙ୍ଗଳାର ସୂର୍ଯ୍ୟ)[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ପ୍ରବନ୍ଧ ପରିଚିତି. ବିନୋଦବିହାରୀ, କଟକ-୨: ନାଳନ୍ଦା. 1973. Retrieved 25 July 2022.{{cite book}}: CS1 maint: location (link)
  2. "ଅସଙ୍ଗ, ନିଃସଙ୍ଗ ଓ ସଙ୍ଗରୋଧ". Sambad. Archived from the original on 2022-07-25. Retrieved 2022-07-25.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 July 2022. Retrieved 24 July 2022.