ସୀତାକାନ୍ତ ମହାପାତ୍ର |
---|
 |
ଜନ୍ମ ଓ ଜନ୍ମସ୍ଥାନ | (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୫)
|
---|
ଜୀବିକା | ପ୍ରଶାସନିକ ଅଧିକାରୀ |
---|
ପ୍ରସିଦ୍ଧି | କବି, ସାହିତ୍ୟ ସମାଲୋଚକ |
---|
Notable work | ଶବଦର ଆକାଶ (୧୯୭୧) ସମୁଦ୍ର (୧୯୭୭) |
---|
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।[୧]
ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
- ଦୀପ୍ତି ଓ ଦ୍ୟୁତି (୧୯୬୩)
- ଅଷ୍ଟପଦୀ (୧୯୬୭)
- ଶବଦର ଆକାଶ (୧୯୭୧)
- ସମୁଦ୍ର (୧୯୭୭)
- ଚିତ୍ରନଦୀ (୧୯୭୯)
- ଆର ଦୃଶ୍ୟ (୧୯୮୧)
- ସମୟର ଶେଷ ନାମ (୧୯୮୪)
- କାହାକୁ ପୁଚ୍ଛିବା କୁହ (୧୯୮୭)
- ଚଢେଇରେ ତୁ କି ଜାଣୁ (୧୯୯୦)
- ଫେରି ଆସିବାର ବେଳ (୧୯୯୧)
|
- ଶ୍ରେଷ୍ଠ କବିତା (୧୯୯୨)
- ବର୍ଷା ସକାଳ (୧୯୯୩)
- ପାଦ ଚିହ୍ନ ( ୧୯୯୬)
- ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭)
- ନିର୍ବାଚିତ କବିତା (୧୯୯୮)
- କପଟ ପାସ (୨୦୦୦)
- ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ)
- ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
- ପ୍ରଦକ୍ଷିଣା ( ୨୦୦୨)
|
- ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)
- ନିଶଙ୍ଗ ମଣିଷ (୧୯୮୦)
- ଶବ୍ଦ, ସ୍ୱପ୍ନ ଓ ନିର୍ଭୀକତା (୧୯୯୦)
- ଅନ୍ଧାରର ଝୋଟି ଚିତ୍ର (୧୯୯୦)
- ସମୟର ଆରପାରି (୧୯୯୮)
|
|
- The curve of meaning (୧୯୭୪)
- Bare foot in two reality (୧୯୭୫)
- Gestures of Intimacy (୧୯୭୬)
- Bhima Bhoi (୧୯୮୩)
- Modernisation & Ritual (୧୯୮୬)
- Tradition & Modern Artist (୧୯୮୭)
|
- Mohabharat & Modern India Literature (୧୯୮୮)
- Jagannath Dash (୧୯୯୦)
- Tribal Wall Paintings of Orissa (୧୯୯୧)
- Tribal Life and Culture of Orissa (୧୯୯୨)
- The ruined Temple and other poems, 1996 (କବିତା, ଅନୁବାଦ)
- Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)
|
ପଦ, ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ପଦ୍ମ ବିଭୂଷଣ, ୨୦୧୦
- ପଦ୍ମ ଭୂଷଣ, ୨୦୦୩
- ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
- ଶାରଳା ପୁରସ୍କାର[୨] (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୯) - ଅଷ୍ଟପଦୀ ପୁସ୍ତକ ପାଇଁ[୩]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ[୪]
- ବିଷୁବ ପୁରସ୍କାର, ୧୯୮୩[୫]
- ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର (କବିତା), ୧୯୭୧
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
- ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)[୬]
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୦[୭]
- ଉତ୍କଳ ରତ୍ନ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୮]
ଜ୍ଞାନପୀଠ ପୁରସ୍କାର |
---|
୧୯୬୫-୧୯୮୫ | |
---|
୧୯୮୬-୨୦୦୦ | |
---|
୨୦୦୧-ଏବେଯାଏଁ | |
---|
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା) |
---|
୧୯୫୯-୨୦୦୦ | |
---|
୨୦୦୧-ଏବେଯାଏଁ | |
---|
|
---|
୧୯୮୦-୧୯୯୯ | |
---|
୨୦୦୦-୨୦୧୯ | |
---|
୨୦୨୦-ଏବେଯାଏଁ | |
---|
ବିଷୁବ ପୁରସ୍କାର |
---|
୧୯୮୩–୨୦୦୦ | |
---|
୨୦୦୧–ଏବେଯାଏଁ | |
---|
|
ଝଙ୍କାର ପୁରସ୍କାର (କବିତା) |
---|
୧୯୭୦-୧୯୮୯ | |
---|
୧୯୯୦- ୨୦୦୯ | |
---|
୨୦୧୦-ଏବେଯାଏଁ | |
---|
- (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
|
ସାହିତ୍ୟ ଭାରତୀ ସମ୍ମାନ |
---|
୧୯୯୬-୨୦୦୫ | |
---|
୨୦୦୬-୨୦୧୫ | |
---|
୨୦୧୬-ଏବେଯାଏଁ | |
---|
- (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ ସମ୍ମାନ)
|