ବଂଶୀଧର ମହାନ୍ତି
Appearance
ବଂଶୀଧର ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବଂଶୀଧର ମହାନ୍ତି ୧୯୨୪ |
ମୃତ୍ୟୁ | ୧୯୯୦[୧] |
ବୃତ୍ତି | ଲେଖକ, ସମାଲୋଚକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଓଡ଼ିଆ ଭାଷାତତ୍ତ୍ୱର ଭୂମିକା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ ବିଷୁବ ପୁରସ୍କାର, ୧୯୮୬ |
ବଂଶୀଧର ମହାନ୍ତି (୧୯୨୪ - ୧୯୯୦) ଜଣେ ଓଡ଼ିଆ ଲେଖକ ଓ ସମାଲୋଚକ ଥିଲେ । ସେ ପେଶାରେ ଜଣେ ଅଧ୍ୟାପକ ଥିଲେ । ୧୯୭୩ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ଓଡ଼ିଆ ଭାଷାତତ୍ତ୍ୱର ଭୂମିକା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ରଚନାବଳୀ
[ସମ୍ପାଦନା]- ଓଡ଼ିଆ ଭାଷାତତ୍ତ୍ୱର ଭୂମିକା (ସମାଲୋଚନା ପୁସ୍ତକ)
- ମୌନୀ ସାଧୁର ମୂକ ସାଧନା (ଅନୁବାଦ ପୁସ୍ତକ, ୧୯୫୨ରେ ପ୍ରକାଶିତ)[୨]
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪[୩]
- ବିଷୁବ ପୁରସ୍କାର, ୧୯୮୬[୪]
- ସାରଳା ସମ୍ମାନ, ୧୯୮୫
ମୃତ୍ୟୁ
[ସମ୍ପାଦନା]ସେ ୧୯୯୦ ମସିହାରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Das, Sisir Kumar (2005). A History of Indian Literature: 1911-1956, struggle for freedom : triumph and tragedy (in ଇଂରାଜୀ). Sahitya Akademi. ISBN 978-81-7201-798-9. Retrieved 23 January 2023.
- ↑ ପ୍ରବୋଧଚନ୍ଦ୍ର ମିତ୍ର (1952). ମୌନୀ ସାଧୁର ମୂକ ସାଧନା (in ଓଡ଼ିଆ). କଟକ: ନରେନ୍ଦ୍ରନାଥ ସୁର. Retrieved 23 January 2023.
{{cite book}}
: CS1 maint: unrecognized language (link) - ↑ "୧୯୬୯, ୧୯୭୦, ୧୯୭୧, ୧୯୭୨ ଓ ୧୯୭୩ ମସିହାରେ ପ୍ରକାଶିତ ୧୯୭୪ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 3 November 2017. Retrieved 23 January 2023.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ବିହାରୀବାଗ, କଟକ-୨: ପ୍ରଜାତନ୍ତ୍ର ପ୍ରଚାର ସମିତି. p. 1. Archived from the original (PDF) on 8 October 2020. Retrieved 23 January 2023.
{{cite web}}
: CS1 maint: location (link)