ରମେଶ ଚନ୍ଦ୍ର ଦାସ

ଉଇକିପିଡ଼ିଆ‌ରୁ
ରମେଶ ଚନ୍ଦ୍ର ଦାସ
ଜନ୍ମ ଓ ଜନ୍ମସ୍ଥାନ (1945-01-03) ୩ ଜାନୁଆରୀ ୧୯୪୫ (ବୟସ ୭୯)
ବୃତ୍ତି
  • ଲେଖକ
  • ନାଟ୍ୟକାର
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିବରଂ ନିବାସ ଭଲ ରଣକ୍ଷେତ୍ରରେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୧୩

ରମେଶ ଚନ୍ଦ୍ର ଦାସ (ଜନ୍ମ: ୩ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୧୩ ମସିହାରେ ତାଙ୍କ ରଚିତ ପୁସ୍ତକ ବରଂ ନିବାସ ଭଲ ରଣକ୍ଷେତ୍ରରେ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ଜୀବନୀ[ସମ୍ପାଦନା]

ରମେଶ ଚନ୍ଦ୍ର ଦାସ ୧୯୪୫ ମସିହାର ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ବରଂ ନିବାସ ଭଲ ରଣକ୍ଷେତ୍ରରେ[୨][୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 19 April 2024. {{cite web}}: |archive-date= / |archive-url= timestamp mismatch; 9 ଜାନୁଆରୀ 2024 suggested (help)
  2. "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
  3. "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.