ରମେଶ ଚନ୍ଦ୍ର ଦାସ
Appearance
ରମେଶ ଚନ୍ଦ୍ର ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩ ଜାନୁଆରୀ ୧୯୪୫ |
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ବରଂ ନିବାସ ଭଲ ରଣକ୍ଷେତ୍ରରେ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୧୩ |
ରମେଶ ଚନ୍ଦ୍ର ଦାସ (ଜନ୍ମ: ୩ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୧୩ ମସିହାରେ ତାଙ୍କ ରଚିତ ପୁସ୍ତକ ବରଂ ନିବାସ ଭଲ ରଣକ୍ଷେତ୍ରରେ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଜୀବନୀ
[ସମ୍ପାଦନା]ରମେଶ ଚନ୍ଦ୍ର ଦାସ ୧୯୪୫ ମସିହାର ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୨୦୧୩[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 19 April 2024.
{{cite web}}
:|archive-date=
/|archive-url=
timestamp mismatch; 9 ଜାନୁଆରୀ 2024 suggested (help) - ↑ "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
- ↑ "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.