ଅମରେଶ ପଟ୍ଟନାୟକ
Jump to navigation
Jump to search
ଅମରେଶ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକତ୍ତୋର(ଇଂରାଜୀ), ସ୍ନାତକ(ଆଇନ) |
ବାପା ବୋଉ | ଅନନ୍ତ ପଟ୍ଟନାୟକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୦ |
ଅମରେଶ ପଟ୍ଟନାୟକ (ଜନ୍ମ: ୨୪ ମଇ ୧୯୪୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧] ନିଜ କବିତା ପୁସ୍ତକ "ଆକାଶି ମଣିଷ" ପାଇଁ ସେ ୨୦୦୫ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ଅମରେଶ ୧୯୪୮ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସାହିତ୍ୟିକ ଅନନ୍ତ ପଟ୍ଟନାୟକ ।[୨] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ଆଇନରେ ମଧ୍ୟ ସେ ସ୍ନାତକ ।[୩] ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ରଚନାବଳୀ[ସମ୍ପାଦନା]
- ଆକାଶି ମଣିଷ - ୨୦୦୪ (ପ୍ରିୟଦର୍ଶୀ)
- ଅବୁଦ୍ଧ ଗରୁଡ଼ - ୧୯୯୪ (ଆର୍ଯ୍ୟ ପ୍ରକାଶନ)
- ଘଟ ଘଟାନ୍ତର - ୨୦୦୦ (ଶ୍ରଦ୍ଧା ପ୍ରକାଶନ)
- ଆରତ ଅବିରତ - ୧୯୯୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)[୪]
ସମ୍ପାଦନା[ସମ୍ପାଦନା]
- ସୋଭିଏତ ଦେଶ
- ପ୍ରତିବେଶୀ
- ଆସନ୍ତାକାଲି[୫]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Indian Literature. Sahitya Akademi. 2002.
- ↑ "No more dreams for "Asantakali"". orissadiary.com. ଓଡ଼ିଶା ଡାଏରୀ. Retrieved 21 February 2019. Cite has empty unknown parameter:
|dead-url=
(help) - ↑ Reference India. Tradesman & Men India. 2007.
- ↑ "National Library Online Catalogue". opac.nationallibrary.gov.in. National Library of India. Retrieved 21 February 2019.
- ↑ Ravi Bhushan (2005). Reference India: Biographical Notes about Men & Women of Achievement of Today & Tomorrow. Rifacimento International.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 21 February 2019.
- ↑ "ହରପ୍ରସାଦ, ଅମରେଶ ପାଇବେ ବିଷୁବ ପୁରସ୍କାର" (ସମ୍ବାଦ ୦୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩). ଇଷ୍ଟର୍ଣ୍ଣ ମିଡ଼ିଆ. 3 April 2021. p. ୩. Archived from the original on 3 April 2021. Retrieved 3 April 2021.