ଅମରେଶ ପଟ୍ଟନାୟକ
Appearance
ଅମରେଶ ପଟ୍ଟନାୟକ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକତ୍ତୋର(ଇଂରାଜୀ), ସ୍ନାତକ(ଆଇନ) |
ପିତାମାତା(s) | ଅନନ୍ତ ପଟ୍ଟନାୟକ (ବାପା) ନୀରଦପ୍ରଭା ପଟ୍ଟନାୟକ (ମାଆ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୦ |
ଅମରେଶ ପଟ୍ଟନାୟକ (ଜନ୍ମ: ୨୪ ମଇ ୧୯୪୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧] ନିଜ କବିତା ପୁସ୍ତକ "ଆକାଶି ମଣିଷ" ପାଇଁ ସେ ୨୦୦୫ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ଅମରେଶ ୧୯୪୮ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସାହିତ୍ୟିକ ଅନନ୍ତ ପଟ୍ଟନାୟକ ।[୨] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ଆଇନରେ ମଧ୍ୟ ସେ ସ୍ନାତକ ।[୩] ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]- ଆକାଶି ମଣିଷ - ୨୦୦୪ (ପ୍ରିୟଦର୍ଶୀ)
- ଅବୁଦ୍ଧ ଗରୁଡ଼ - ୧୯୯୪ (କବିତା, ଆର୍ଯ୍ୟ ପ୍ରକାଶନ)
- ଘଟ ଘଟାନ୍ତର - ୨୦୦୦ (ଶ୍ରଦ୍ଧା ପ୍ରକାଶନ)
- ଆରତ ଅବିରତ - ୧୯୯୧, (ଉପନ୍ୟାସ, ଫ୍ରେଣ୍ଡସ୍ ପବ୍ଲିଶର୍ସ)[୪]
- ମନରୁ ମନକୁ (କବିତା, ୧୯୭୭)
- ମଣିଷ ଆଙ୍ଗୁଳେ (କବିତା, ୧୯୮୧)
- ସନ୍ଧି ବିସନ୍ଧି (କବିତା, ୧୯୮୯)
- କବିତା ସମଗ୍ର ୧ମ ଓ ୨ୟ (ଏଥେନା, ଭୁବନେଶ୍ୱର)
- ତିସ୍ତା ତଟ୍ଟର ବୃତ୍ତାନ୍ତ, ଅନୁବାଦ
ସମ୍ପାଦନା
[ସମ୍ପାଦନା]- ସୋଭିଏତ ଦେଶ
- ପ୍ରତିବେଶୀ
- ଆସନ୍ତାକାଲି[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫ ("ଆକାଶି ମଣିଷ" ପାଇଁ)[୬]
- ବିଷୁବ ପୁରସ୍କାର, ୨୦୨୧ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୭]
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୫ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
- ଗଙ୍ଗାଧର ମେହେର କବିତା ସମ୍ମାନ, ୧୯୯୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଗୋକର୍ଣ୍ଣିକା ସମ୍ମାନ
ଆଧାର
[ସମ୍ପାଦନା]- ↑ Indian Literature. Sahitya Akademi. 2002.
- ↑ "No more dreams for "Asantakali"". orissadiary.com. ଓଡ଼ିଶା ଡାଏରୀ. Retrieved 21 February 2019.
{{cite web}}
: Cite has empty unknown parameter:|dead-url=
(help) - ↑ Reference India. Tradesman & Men India. 2007.
- ↑ "National Library Online Catalogue". opac.nationallibrary.gov.in. National Library of India. Retrieved 21 February 2019.
- ↑ Ravi Bhushan (2005). Reference India: Biographical Notes about Men & Women of Achievement of Today & Tomorrow. Rifacimento International.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Archived from the original on 27 March 2019. Retrieved 21 February 2019.
- ↑ "ମର୍ଯ୍ୟାଦାଜନକ ବିଷୁବ ପୁରସ୍କାର ଘୋଷଣା". ପ୍ରଜାତନ୍ତ୍ର ପ୍ରଚାର ସମିତି. ୩ ଅପ୍ରେଲ ୨୦୨୧. p. ୧. Archived from the original on ୧୩ ଜୁନ ୨୦୨୧. Retrieved 13 June 2021.
{{cite web}}
: Check date values in:|date=
and|archivedate=
(help)
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଅମରେଶ ପଟ୍ଟନାୟକ
ବାବଦରେ ମାଧ୍ୟମ ରହିଛି ।