କମଳାକାନ୍ତ ଲେଙ୍କା
କମଳାକାନ୍ତ ଲେଙ୍କା | |
---|---|
ଜନ୍ମ | ଇଚ୍ଛାପୁର, ଭଦ୍ରକ ଜିଲ୍ଲା | ୧୯ ନଭେମ୍ବର ୧୯୩୫
ମୃତ୍ୟୁ | ୧୯୯୯ |
ଜାତୀୟତା | ଭାରତୀୟ |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
କମଳାକାନ୍ତ ଲେଙ୍କା (୧୯ ନଭେମ୍ବର ୧୯୩୫[୧]- ୧୯୯୯) ଓଡ଼ିଶାର ଜଣେ ଅଧ୍ୟାପକ ଓ କବି । [୨] ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ ।
ରଚନାବଳୀ[ସମ୍ପାଦନା]
କବିତା ସଙ୍କଳନ[ସମ୍ପାଦନା]
- ଅନ୍ତତଃ ନିଶ୍ଚୂପ (୧୯୭୬)
- କବିତାର ମୁହଁ (୧୯୭୪)
- ସ୍ମରଣ ବିସ୍ମରଣ (୧୯୭୩)
- ଉତ୍ତରଣ (୧୯୬୭)
- ପ୍ରୀତି ଓ ପ୍ରତୀତି (୧୯୬୩)
- ସୁନା ଫସଲ (୧୯୫୮)
- ସ୍ରୋତର ନାମ ଋତ
- ଅନ୍ତତଃ ନିଶ୍ଚିତ
- ନିତ୍ୟ ନିୟମିତ
- ନିଜ ସହ ଗୋଟେ ସାକ୍ଷାତକାର
- ଖସିବାର ବେଳ
- ଗୀତ ଗାଆନାରେ ପକ୍ଷୀ
- କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
- ପାଦେ ଆଗକୁ
- ଦୁଃଖ ସହ କଥାବାର୍ତ୍ତା
- କବିର ଡାଏରୀ
- ଚିରାୟତ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୩], ୧୯୮୦ (ସ୍ରୋତର ନାମ ଋତ)
- ବିଷୁବ ମିଳନ ପୁରସ୍କାର, ୧୯୭୯
ଟୀକା[ସମ୍ପାଦନା]
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୩
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 21 March 2017.