ପ୍ରସନ୍ନ କୁମାର ସ୍ୱାଇଁ

ଉଇକିପିଡ଼ିଆ‌ରୁ
ପ୍ରସନ୍ନ କୁମାର ସ୍ୱାଇଁ
ଜନ୍ମ ଓ ଜନ୍ମସ୍ଥାନପ୍ରସନ୍ନ କୁମାର ସ୍ୱାଇଁ
ବୃତ୍ତିଲେଖକ, ସମାଲୋଚକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଆଲୋଚନା ପ୍ରସଙ୍ଗ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[୧]

ପ୍ରସନ୍ନ କୁମାର ସ୍ୱାଇଁ ଜଣେ ଓଡ଼ିଆ ଲେଖକ, ଯିଏକି ମୁଖ୍ୟତଃ ପ୍ରବନ୍ଧ ଓ ସମାଲୋଚନାରେ ନିଜର ଲେଖନୀ ଚାଳନା କରନ୍ତି ।[୨] ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ତର୍କ ସମ୍ବନ୍ଧୀୟ ପ୍ରବନ୍ଧମାନ ରଚନା କରିଛନ୍ତି ।[୩] ୨୦୧୬ ମସିହାରେ ତାଙ୍କୁ ତାଙ୍କର ପୁସ୍ତକ ଆଲୋଚନା ପ୍ରସଙ୍ଗ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪][୫]

ରଚନାବଳୀ[ସମ୍ପାଦନା]

  • ଆଲୋଚନା ପ୍ରସଙ୍ଗ (ପ୍ରବନ୍ଧ ଓ ସମାଲୋଚନା)[୬][୭]

ଆଧାର[ସମ୍ପାଦନା]

  1. "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
  3. Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
  4. Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.{{cite news}}: CS1 maint: unrecognized language (link)
  5. "Odisha Sahitya Akademi award for 18 authors". The New Indian Express. Retrieved 2022-07-16.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
  7. "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.{{cite news}}: CS1 maint: unrecognized language (link)