Jump to content

ରତି ରଞ୍ଜନ ମିଶ୍ର

ଉଇକିପିଡ଼ିଆ‌ରୁ
ରତି ରଞ୍ଜନ ମିଶ୍ର
ରତି ରଞ୍ଜନ ମିଶ୍ର
ଜନ୍ମ
ରତି ରଞ୍ଜନ ମିଶ୍ର

(1952-10-01)୧ ଅକ୍ଟୋବର ୧୯୫୨
Died୧୯ ମଇ ୨୦୦୫(2005-05-19) (ବୟସ ୫୨)
Educationସ୍ନାତକୋତ୍ତର( ଇଂରାଜୀ)
Alma materଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା
ପେଷାsନାଟ୍ୟକାର, ନିର୍ଦ୍ଦେଶକ ଆକାଶବାଣୀ କଟକ
ଜୀବନସାଥୀମିନତି ମିଶ୍ର
Parent(s)ପଣ୍ଡିତ ପଦ୍ମନାଭ ମିଶ୍ର
ସୁଷମା ମିଶ୍ର

ରତି ରଞ୍ଜନ ମିଶ୍ର (୧ ଅକ୍ଟୋବର ୧୯୫୨–୧୯ ମଇ ୨୦୦୫) ଜଣେ ଭାରତୀୟ ଓଡ଼ିଆ ନାଟ୍ୟକାର[୧] ଓ ଆକାଶବାଣୀ କଟକର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୫୨ ମସିହାରେ, କେନ୍ଦୁଝର ଜିଲ୍ଲାର ଭୋଳାନୂଆଁ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପଦ୍ମନାଭ ମିଶ୍ର ଓ ମାତାଙ୍କ ନାମ ସୁଷମା ମିଶ୍ର ଥିଲା । ପିଲାଟି ଦିନରୁ ନାଟକ ପ୍ରତି ତାଙ୍କର ରୂଚି ରହିଥିଲା ଓ ସେ ୧୯୭୪ ମସିହାରେ ସେ ନାଟକ ରଚନା ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେ ଦୂରଦର୍ଶନ କେନ୍ଦ୍ର, କଟକରେ ଜଣେ ପ୍ରଯୋଜନା ସହକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୮୦ ମସିହାରେ, ସେ ଆକାଶବାଣୀ କଟକର ପ୍ରୋଗ୍ରାମ ଏକଜିକ୍ୟୁଟିଭ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ରତି ରଞ୍ଜନ, ପ୍ରାୟ ପଚାଶରୁ ଅଧିକ ନାଟକ ରଚନା କରିଥିଲେ ।

ରତି ରଞ୍ଜନଙ୍କଦ୍ୱାରା ଲିଖିତ ନାଟକ 'କଥା କହୁଥିଲେ ସରିବନି', 'ମା' ଦୂରଦର୍ଶନରେ ଏବଂ 'ଜୀବନ ଯମୁନା' ଇ ଟିଭିରେ ପ୍ରସାରିତ ହୋଇଥିଲା । [୨]

ସାହିତ୍ୟ କୃତି

[ସମ୍ପାଦନା]
  • ଦେଖ ବର୍ଷା ଆସୁଛି
  • ସୀତା[୩]
  • ଅସ୍ତଗାମୀ
  • ଅରୁଣ ରଙ୍ଗର ପକ୍ଷୀ[୪]
  • ସତର୍କ ସଂଘମିତ୍ରା
  • ଅତି ଆତଙ୍କିତ କଥା
  • ଶୀତଳ ହୁଅନ୍ତା ସୂର୍ଯ୍ୟ
  • ତତେ ମୁଁ ଝୁରେ ରାତିଦିନ
  • ଛବିର ମଣିଷ
  • ରୁଦ୍ଧଦ୍ୱାର[୫]
  • ନୋ ଟବାକୋ(NO TOBACO)[୬]
  • ସୀତା[୭]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ↑ Ananda Lal (2009). Theatres of India: a concise companion. Oxford University Press. ISBN 978-0-19-569917-3. Retrieved 4 October 2012.
  2. ↑ http://www.odisha.com/20050519/fullstory/AIR.radio.html
  3. ↑ http://iitbbs.academia.edu/SubhenduMund/Papers/1798627/MYTH_AS_CONTINUITY
  4. ↑ "ଆର୍କାଇଭ୍ କପି". Archived from the original on 2015-11-17. Retrieved 2016-03-11. {{cite web}}: Cite has empty unknown parameter: |1= (help)
  5. ↑ Kala Vikash Kendra, Cuttack (1997). Journal. Retrieved 4 October 2012.
  6. ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2012-10-04. {{cite web}}: Cite has empty unknown parameter: |1= (help)
  7. ↑ Sangeet Natak Akademi (1995). Sangeet natak. Retrieved 4 October 2012.
  8. ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on 12 January 2024. Retrieved 24 February 2021.
  9. ↑ "ଆର୍କାଇଭ୍ କପି". Archived from the original on 2012-04-10. Retrieved 2012-10-04. {{cite web}}: Cite has empty unknown parameter: |1= (help)
  10. ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf