ଆଶୁତୋଷ ପରିଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search
ଆଶୁତୋଷ ପରିଡ଼ା
ଜନ୍ମ ଓ ଜନ୍ମସ୍ଥାନ୧୯୭୩
ଜାତୀୟତାଭାରତୀୟ
ନିଯୁକ୍ତିଦାତାଖଣିଜ ଏବଂ ପଦାର୍ଥ ପ୍ରୌଧୋଗିକୀ ସଂସ୍ଥା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୦

ଆଶୁତୋଷ ପରିଡ଼ା (ଜନ୍ମ : ୧୯୭୩) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧] ୧୯୯୦ମସିହାରେ, ନିଜ କବିତା ସଂକଳନ "ଈପସିତ କ୍ରୋଧ" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ । ତାଙ୍କ କବିତା ଭାରତର ଅନ୍ୟଭାଷାମାନଙ୍କୁ ଅନୁବାଦିତ ହୋଇଛି ।[୨] ବୃତ୍ତିରେ ସେ ଜଣେ ବୈଜ୍ଞାନିକ । ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଧୋଗିକୀ ସଂସ୍ଥାରେ ସେ ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।[୩]

ରଚନାବଳୀ[ସମ୍ପାଦନା]

  • ଅଂଗାର ଗାର - ୨୦୦୩ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ଆକ୍ରାନ୍ତ ଅକ୍ଷର - ୨୦୧୪ (ପ୍ରଗତି)
  • ଅନ୍ତରାଳ - ୨୦୦୮ (ପ୍ରଗତି)
  • ଚଂଡ଼ାଳ - ୧୯୯୧ (ବିଜୟ ଶଙ୍କର ପାତ୍ର)
  • ଦେଶ ନଥିବା ଲୋକ - ୨୦୧୦ (ପଶ୍ଚିମା ପବ୍ଲିକେଶନସ)
  • ଈପସିତ କ୍ରୋଧ - ୧୯୯୬ (ପାଇନ୍ ବୁକ୍ସ)
  • କାଳଧ୍ୱନି - ୨୦୧୧ (ପ୍ରଗତି)
  • ରକ୍ତବର୍ଣ୍ଣ ବାଲି - ୨୦୦୦ (ଚିତ୍ରୋତ୍ପଳା ପବ୍ଲିକେସନ୍)ଚିତ୍ରୋତ୍ପଳା ପବ୍ଲିକେଶନ୍ସ
  • କଳାତ୍ମକ ବାସ୍ତବତା: ଭିତ୍ତି ଓ ଅଙ୍ଗୀକାର - ୨୦୧୧ (ସୁବର୍ଣ୍ଣଶ୍ରୀ ପ୍ରକାଶିନୀ)[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା) - ୧୯୯୦[୫]
  • ସତ୍ୟବାଦି ସାହିତ୍ୟ ସମ୍ମାନ (କବିତା) - ୨୦୧୮[୬]

ଆଧାର[ସମ୍ପାଦନା]

  1. Indian Literature. Sahitya Akademi. 2006.
  2. "All-India Radio celebrates poetry in different languages - Times of India". The Times of India. Retrieved 2019-02-21.
  3. Cuttack Review of Literature, Criticiscm & Ideas. S. Patnaik. 1982.
  4. "National Library Online Catalogue". opac.nationallibrary.gov.in. National Library of India. Retrieved 21 February 2019.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 21 February 2019.
  6. "ସତ୍ୟବାଦି ସାରସ୍ୱତ ଓ ସାହିତ୍ୟ ସମ୍ମାନ୍ ୨୦୧୮". samajalive.in. The Samaja. Retrieved 21 February 2019.