ଆଶୁତୋଷ ପରିଡ଼ା
ଆଶୁତୋଷ ପରିଡ଼ା | |
---|---|
ଜନ୍ମ | ୧୯୭୩ |
ଜାତୀୟତା | ଭାରତୀୟ |
Employer | ଖଣିଜ ଏବଂ ପଦାର୍ଥ ପ୍ରୌଧୋଗିକୀ ସଂସ୍ଥା |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୦ |
ଆଶୁତୋଷ ପରିଡ଼ା (ଜନ୍ମ : ୧୯୭୩) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧] ୧୯୯୦ମସିହାରେ, ନିଜ କବିତା ସଂକଳନ "ଈପସିତ କ୍ରୋଧ" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ । ତାଙ୍କ କବିତା ଭାରତର ଅନ୍ୟଭାଷାମାନଙ୍କରେ ଅନୁବାଦିତ ହୋଇଛି ।[୨] ବୃତ୍ତିରେ ସେ ଜଣେ ବୈଜ୍ଞାନିକ । ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଯୋଗିକୀ ସଂସ୍ଥାରେ ସେ ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।[୩]
ରଚନାବଳୀ[ସମ୍ପାଦନା]
- ଅଂଗାର ଗାର - ୨୦୦୩ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ଆକ୍ରାନ୍ତ ଅକ୍ଷର - ୨୦୧୪ (ପ୍ରଗତି)
- ଅନ୍ତରାଳ - ୨୦୦୮ (ପ୍ରଗତି)
- ଚଂଡ଼ାଳ - ୧୯୯୧ (ବିଜୟ ଶଙ୍କର ପାତ୍ର)
- ଦେଶ ନଥିବା ଲୋକ - ୨୦୧୦ (ପଶ୍ଚିମା ପବ୍ଲିକେଶନସ)
- ଈପସିତ କ୍ରୋଧ - ୧୯୯୬ (ପାଇନ୍ ବୁକ୍ସ)
- କାଳଧ୍ୱନି - ୨୦୧୧ (ପ୍ରଗତି)
- ରକ୍ତବର୍ଣ୍ଣ ବାଲି - ୨୦୦୦ (ଚିତ୍ରୋତ୍ପଳା ପବ୍ଲିକେସନ୍)ଚିତ୍ରୋତ୍ପଳା ପବ୍ଲିକେଶନ୍ସ
- କଳାତ୍ମକ ବାସ୍ତବତା: ଭିତ୍ତି ଓ ଅଙ୍ଗୀକାର - ୨୦୧୧ (ସୁବର୍ଣ୍ଣଶ୍ରୀ ପ୍ରକାଶିନୀ)[୪]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Indian Literature. Sahitya Akademi. 2006.
- ↑ "All-India Radio celebrates poetry in different languages - Times of India". The Times of India. Retrieved 2019-02-21.
- ↑ Cuttack Review of Literature, Criticiscm & Ideas. S. Patnaik. 1982.
- ↑ "National Library Online Catalogue". opac.nationallibrary.gov.in. National Library of India. Retrieved 21 February 2019.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 21 February 2019.
- ↑ "ସତ୍ୟବାଦି ସାରସ୍ୱତ ଓ ସାହିତ୍ୟ ସମ୍ମାନ୍ ୨୦୧୮". samajalive.in. The Samaja. Retrieved 21 February 2019.