ବ୍ରହ୍ମୋତ୍ରୀ ମହାନ୍ତି

ଉଇକିପିଡ଼ିଆ‌ରୁ
ବ୍ରହ୍ମୋତ୍ରୀ ମହାନ୍ତି
Born୧୯୩୪
ମାର୍କଣ୍ଡେଶ୍ୱର ସାହି, ପୁରୀ[୧]
Died୩୦ ଜୁନ ୨୦୧୦(୨୦୧୦-୦୬-୩୦)
Nationalityଭାରତୀୟ
Spouseବିଜୟକୃଷ୍ଣ ମହାନ୍ତି
Relativesଅନନ୍ତ ପଟ୍ଟନାୟକ (ଭାଇ)[୨]
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବ୍ରହ୍ମୋତ୍ରୀ ମହାନ୍ତି (୧୯୩୪ - ୩୦ ଜୁନ ୨୦୧୦) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୩]

ପିଲାବେଳୁ ବ୍ରହ୍ମୋତ୍ରୀଙ୍କ ମା, ତାଙ୍କ କବି ପ୍ରତିଭା ଆବିଷ୍କାର କରିଥିଲେ । ତାଙ୍କ କବିତା ଛନ୍ଦମୟ ଥିଲା ଓ ଏଥିରେ ନାରୀବାଦର ଛାପ ଥିଲା ।[୪] ୧୯୫୦ମସିହାରେ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ଓଡ଼ିଶାର ବହୁ ପତ୍ରପତ୍ରିକାରେ ତାଙ୍କ କବିତା ପ୍ରକାଶ ପାଇଛି । ତାଙ୍କ ପତି ବିଜୟକୃଷ୍ଣ ମହାନ୍ତି ମଧ୍ୟ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ।[୫]

ରଚନାବଳୀ[ସମ୍ପାଦନା]

କବିତା ଗ୍ରନ୍ଥ[ସମ୍ପାଦନା]

  • ଅବତରଣ - ୧୯୭୨
  • ଦୃଷ୍ଟିର ଦ୍ୟୁତି - ୧୯୮୫[୬]
  • ସ୍ତବକ - ୧୯୮୮
  • ସ୍ରୋତସ୍ୱିନୀ - ୧୯୯୫
  • ସେତୁବନ୍ଧ
  • ଦୟିତ(ଦମ୍ଭିତ) - ୨୦୦୦
  • ପ୍ରଦକ୍ଷିଣ - ୨୦୦୧
  • ଉତ୍ତରଣ - ୨୦୦୨
  • ନିରୀକ୍ଷୀଣ - ୨୦୦୩
  • ଚିରନ୍ତନ - ୨୦୦୪
  • ଶ୍ୟାମଳ ଶୋଭନ - ୨୦୦୫

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩ (ଦୃଷ୍ଟିର ଦ୍ୟୁତି କବିତା ପୁସ୍ତକ ପାଇଁ)[୭]
  • ସାରଳା ସମ୍ମାନ, ୧୯୯୨[୮]
  • ଝଙ୍କାର ପୁରସ୍କାର
  • ସୁଚରିତା ପୁରସ୍କାର
  • ପ୍ରଜାତନ୍ତ୍ର ବିଷୁବ ପୁରସ୍କାର[୯]

ଆଧାର[ସମ୍ପାଦନା]

  1. Arlene R. K. Zide (1 January 1993). In Their Own Voice: The Penguin Anthology of Contemporary Indian Women Poets. Penguin Books. ISBN 978-0-14-015643-0.
  2. Chakra, Shyamhari. "A Poet who defied the conventional". The New Indian Express. Retrieved 1 September 2016.[permanent dead link]
  3. J C Manti (22 August 2014). The Saga of Jagannatha and Badadeula at Puri (: Story of Lord Jagannatha and his Temple). Vij Books India Pvt Ltd. pp. 35–. ISBN 978-93-82652-45-8.
  4. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL068
  5. Susie J. Tharu; Ke Lalita (1993). Women Writing in India: The twentieth century. Feminist Press at CUNY. pp. 392–. ISBN 978-1-55861-029-3.
  6. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Archived from the original on 27 March 2019. Retrieved 31 August 2016.
  8. http://incredibleorissa.com/en/sarala-samman-2011-ramakant-rath/
  9. http://www.thehindu.com/todays-paper/tp-national/tp-otherstates/writer-brahmotri-mohanty-passes-away/article496521.ece